ଅଶ୍ୱିନୀଙ୍କ ଘାତକ ବୋଲିଂରେ ଅଷ୍ଟ୍ରେଲିଆ ଘାଇଲା – କଙ୍ଗାରୁ ଦଳ ପ୍ରଥମ ଇଂନିସରେ ୧୯୧ ରନରେ...
ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟରେ ଅଶ୍ୱିନୀଙ୍କ ଅଫ୍ ସ୍ପିନରେ ଘାଇଲା ହୋଇଛି କଙ୍ଗାରୁ ଦଳ। ଫଳରେ ଅଷ୍ଟ୍ରେଲିଆ ପ୍ରଥମ ଇଂନିସରେ ମାତ୍ର ୧୯୧ ରନ୍ କରି ଅଲଆଉଟ୍ ହୋଇଯାଇଛି। ଏହାପରେ ୫୩ ରନର ଲିଡ୍ ନେବା ସହିତ ଟିମ୍...
View Articleନୂଆ କୃଷି ଆଇନ୍ ଦ୍ୱାରା ଲାଭବାନ ହେବେ ଚାଷୀ, ହଟିବନି ମଣ୍ଡି ବ୍ୟବସ୍ଥା – ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ ମଧ୍ୟପ୍ରଦେଶର କୃଷକ ସମ୍ମିଳନୀରେ ଯୋଗଦେଲେ ମୋଦୀ। କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ ଚାଷୀମାନେ ସିଙ୍ଘୁ ସୀମାରେ ନିଜର ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। ବିରୋଧୀମାନେ ମଧ୍ୟ ଏହାକୁ ନେଇ କେନ୍ଦ୍ରକୁ...
View Articleଆଜିର ଟପ୍ ଖବର
ଓଡ଼ିଶାଲାଇଭ୍ ବ୍ୟୁରୋ ୧୮ ଡିସେମ୍ବର ୨୦୨୦ ଶୁକ୍ରବାର ଦିନ ଓଡ଼ିଶାରେ ଆଉ ୪ କରୋନା ରୋଗୀଙ୍କ ମୃତ୍ୟୁ, ଜଣେ ଭୁବନେଶ୍ୱରର। ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୮୨୯କୁ ବୃଦ୍ଧି। ପରୀ ହତ୍ୟା ମାମଲାରେ ଏସଆଇଟି ଜରିଆରେ ଓଡ଼ିଶା ସରକାର ପ୍ରମାଣ ନଷ୍ଟ...
View Articleକାହିଁକି ବାତିଲ୍ ହେଲା ସଂସଦର ଶୀତ ଅଧିବେଶନ?
ଓଡ଼ିଶାଲାଇଭ୍ ବ୍ୟୁରୋ ଶୀତ ଅଧିବେଶନ ବାତିଲ୍ ହେବା ପଛରେ ସଂକ୍ରମଣ ଭୟ ନା ଆଉ କିଛି କାରଣ? ଭାରତରେ ଯେବେ କରୋନା ସଂକ୍ରମଣ ଶିଖର ଛୁଇଁଥିଲା, ସେତେବେଳେ କୋଭିଡ୍ ଗାଇଡଲାଇନ୍ ସହ ସଂସଦର ମୌସୁମୀ ଅଧିବେଶନ ବସିଥିଲା। କେନ୍ଦ୍ର ସରକାର ଏହି...
View Articleଅଷ୍ଟ୍ରେଲିଆ ମାଟିରେ ଧରାଶାୟୀ ବିରାଟ ବାହିନୀ – ଆଡିଲେଡରେ ପ୍ରଥମ ଟେଷ୍ଟ ଜିତିଲା କଙ୍ଗାରୁ ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଥମ ଇଂନିସରେ ଲିଡ୍ ନେବା ପରେ ମଧ୍ୟ ଅଷ୍ଟ୍ରେଲିଆ ମାଟିରେ ଧରାଶାୟୀ ହୋଇଛି ଟିମ୍ ଇଣ୍ଡିଆ। ଆଡିଲେଡର ପ୍ରଥମ ଟେଷ୍ଟରେ ବିରାଟ ବାହିନୀକୁ ୮ ୱିକେଟରେ ହରାଇଛି କଙ୍ଗାରୁ ଦଳ। ଏଥିସହ ଅଷ୍ଟ୍ରେଲିଆ ଏବେ ୧-୦ରେ ଟେଷ୍ଟ...
View Articleଆନ୍ଦୋଳନରେ ବାପା, ଚାଷ ସମ୍ଭାଳୁଛି ଝିଅ
ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ନଭେମ୍ବର ୨୭ରୁ ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନରେ ବସିଛନ୍ତି। ମୋଦୀ ସରକାରଙ୍କ ସମସ୍ତ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛନ୍ତି ଚାଷୀ। ୨୪ ଦିନ ହେଲା ଚାଷୀ ଆନ୍ଦୋଳନରେ ବସି...
View Articleପରୀ ମୃତ୍ୟୁ: କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ତଦନ୍ତ ପାଇଁ ସୁପାରିସ କଲେ ଏନସିପିସିଆର୍
ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ର ବହୁଚର୍ଚ୍ଚିତ ପରୀ ମୃତ୍ୟୁ ମାମଲାର ତଦନ୍ତ ଭାର ଏକ ଜାତୀୟ ସଂସ୍ଥାକୁ ଦେବାକୁ ସୁପାରିସ କଲେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ବର୍ତ୍ତମାନର ତଦନ୍ତ ପ୍ରକ୍ରିୟାରେ ତ୍ରୁଟି ଥିବା ଦର୍ଶାଇ ଏନସିପିସିଆର୍...
View Articleସ୍ୱିଡେନର ରେଟୁନା ମଲ୍ – ଯେଉଁଠି ବିକ୍ରି ହୁଏ କେବଳ ସେକେଣ୍ଡ ହ୍ୟାଣ୍ଡ ଜିନିଷ
ଓଡ଼ିଶାଲାଇଭ୍ ବ୍ୟୁରୋ ସପିଂ ମଲରେ ପୋଷାକଠାରୁ ଆରମ୍ଭ କରି ଘର ସଜ୍ଜା ସାମଗ୍ରୀ ବିକ୍ରି ହେଉଥିବା ଆପଣ ଦେଖିଥିବେ। କିନ୍ତୁ କେବେ ପୁରୁଣା ସାମଗ୍ରୀକୁ ମଲରେ ବିକ୍ରି କରାଯାଉଥିବା ଦେଖିଛନ୍ତି କି? ସ୍ୱିଡେନରେ ଏମିତି ଏକ ମଲ୍ ରହିଛି ଯେଉଁଠି କେବଳ...
View Article‘ଫିଜିକାଲ’ରୁ ‘ଡିଜିଟାଲ’ – ୨୦୨୦ରେ ବଦଳିଲା ଶିକ୍ଷା ପଦ୍ଧତି
ଓଡ଼ିଶାଲାଇଭ୍ ବ୍ୟୁରୋ ପାରମ୍ପରିକ ଧାରା ଭୁଲି ଡିଜିଟାଲ ପ୍ଲାଟଫର୍ମରେ ପାଠପଢ଼ିଲେ ପିଲା। ୨୦୨୦ର ଏହି ନୂଆ ଅନୁଭୂତିକୁ ନେଇ ଓଡ଼ିଶାଲାଇଭର ଫ୍ଲାସବ୍ୟାକ ରିପୋର୍ଟ । ୨୦୨୦ରେ କରୋନା ଲୋକଙ୍କ ଢେର ପ୍ରଭାବିତ କରିଥିଲା ବେଳେ କିଛି ନୂଆ ଅନୂଭିତି...
View Articleଶାହଙ୍କ ‘ମିଶନ ବେଙ୍ଗଲ’– ପଦ୍ମ ଶିବିରରେ ଟିଏମସି ନେତା, ଚିନ୍ତାରେ ଦିଦି
ଓଡ଼ିଶାଲାଇଭ୍ ବ୍ୟୁରୋ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି ଅମିତ ଶାହ। ବିଧାନସଭା ନିର୍ବାଚନ ପୂର୍ବରୁ ଏବେ ମମତାଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ଅମିତ ଶାହ। ଶନିବାର ଶାହଙ୍କ ପଶ୍ଚିମବଙ୍ଗ ଗସ୍ତ ଅବସରରେ ମମତା ସରକାରରେ...
View Articleବଲିଉଡରେ ମା’ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କୁ କନ୍ଦାଇଛନ୍ତି ଏହି ଅଭିନେତ୍ରୀ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡ ଫିଲ୍ମରେ ଅନେକ ସମୟରେ ମା’ ଚରିତ୍ର ଦର୍ଶକଙ୍କୁ ଆକର୍ଷିତ କରିଥାଏ। କାରଣ ମା’ ଚରିତ୍ରରେ କିଛି ଅଭିନେତ୍ରୀଙ୍କ ଅଭିନୟ ଦର୍ଶକଙ୍କୁ ଜୀବନ୍ତ ଲାଗେ। ଫିଲ୍ମ ଦେଖୁ ଦେଖୁ ଦର୍ଶକଙ୍କ ଆଖିରୁ ଲୁହ...
View Articleପୁଣି ରାହୁଲ ଧରିବେ କଂଗ୍ରେସ ମଙ୍ଗ!
ଓଡ଼ିଶାଲାଇଭ୍ ବ୍ୟୁରୋ ଶନିବାର ବରିଷ୍ଠ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିଛନ୍ତି ସୋନିଆ ଗାନ୍ଧୀ। କଂଗ୍ରେସ ଦଳର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବେ? ଗାନ୍ଧୀ ପରିବାର ନା ଅଣଗାନ୍ଧୀ ପରିବାର ହାତରେ ରହିବ କଂଗ୍ରେସ ଅଧ୍ୟକ୍ଷ ପଦ? ଏଭଳି ଅନେକ...
View Articleଆଜିର ଟପ୍ ଖବର
ଓଡ଼ିଶାଲାଇଭ୍ ବ୍ୟୁରୋ ୧୯ ଡିସେମ୍ଵର ୨୦୨୦ ୨୦୨୦ ବର୍ଷ ଶେଷକୁ ଓଡ଼ିଶା ପୋଲିସ ଦ୍ୱାରା ରେକର୍ଡ଼ ପରିମାଣର ୧୨୯୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ ଏକାବନତମ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ଇଣ୍ଡିଆନ ପାନୋରମା ବିଭାଗରେ ପ୍ରଦର୍ଶିତ ହେବ ଏକମାତ୍ର ଓଡ଼ିଆ...
View Articleନକଲି ସାମଗ୍ରୀ କବ୍ଜାରୁ ହଟୁନି କଟକ, ଜଗତପୁରରୁ ପୁଣି ଏକ ନକଲି କାରଖାନା ଠାବ କଲା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ ଜଗତପୁରୁ ନକଲି ସୋୟାବିନ୍ କାରଖାନା ଠାବ ୧୦ ଲକ୍ଷରୁ ଅଧିକ ସୋୟାବିନ୍, ରାସାୟନିକ ପଦାର୍ଥ, ମେସିନ୍ ଜବତ କାରଖାନା ମାଲିକ ଓ ସହଯୋଗୀ କାରିଗର ଗିରଫ କଟକର ଜଗତପୁର ଶିଳ୍ପାଞ୍ଚଳ ସମେତ ଏହାର ଆଖପାଖ ଅଞ୍ଚଳରେ କିଛି ଅସାଧୁ...
View Articleପରୀକୁ ନ୍ୟାୟ ଦାବିରେ ପଦଯାତ୍ରା ଆରମ୍ଭ କଲା ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ର କୁନି ଝିଅ ପରୀକୁ ନ୍ୟାୟ ଦେବାକୁ ଯାଇ ଆଜିଠୁ ଯୁଦୁପୁର ଅଭିମୁଖେ ପଦଯାତ୍ରା ଆରମ୍ଭ କରିଛି ବିଜେପି। ଲିଙ୍ଗରାଜ ମନ୍ଦିର ସମ୍ମୁଖରୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପି ଏହି ପଦଯାତ୍ରା...
View Articleବିନା ଶତକରେ ବର୍ଷ ଶେଷ କଲେ କୋହଲି, ଦ୍ୱିତୀୟ ଟେଷ୍ଟରେ ରାହାଣେ ହେବେ ଅଧିନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଚଳିତ ବର୍ଷ ବିନା କୌଣସି ଶତକରେ ନିଜର ବର୍ଷ ଶେଷ କରିଛନ୍ତି। ଅବଶ୍ୟ ଡିସେମ୍ବର ୨୬ରୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଟିମ୍ ଦ୍ୱିତୀୟ ଟେଷ୍ଟ ଖେଳିବାକୁ ଯାଉଛି, ହେଲେ ଏହି...
View Articleଗୁରୁଦ୍ଵାରରେ ମୋଦୀ –ଗୁରୁ ତେଜ ବାହାଦୁରଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି
ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀର ରକାବ ଗଞ୍ଜ ସାହେବ ଗୁରୁଦ୍ଵାର ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରବିବାର ସକାଳୁ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁଦ୍ଵାର ଯାଇ ଗୁରୁ ତେଜ ବାହଦୁରଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।ଏବାବଦରେ...
View Articleରାଜ୍ୟରୁ ପୁଣି ୩୭୨ କରୋନା ପଜିଟିଭ୍ ଚିହ୍ନଟ, ୪ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକରେ ୩୭୨ ଆକ୍ରାନ୍ତ, ୪ ମୃତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୬,୨୩୩କୁ ବୃଦ୍ଧି କରୋନା ମୃତ୍ୟୁସଂଖ୍ୟା ୧,୮୩୬କୁ ବୃଦ୍ଧି ରାଜ୍ୟର ୨୭ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଆଜି ୩୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ...
View Articleରାହୁଲ ହେବେ ତ କଂଗ୍ରେସ ଅଧ୍ୟକ୍ଷ?
ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି କଂଗ୍ରେସ ଅଧ୍ୟକ୍ଷ ପଦକୁ ଫେରିବେ ରାହୁଲ ଗାନ୍ଧୀ। ସୋନିଆଙ୍କୁ ବିଶ୍ରାମ ଦେଇ ପୁଣି ରାହୁଲଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ କଂଗ୍ରେସ। ଶନିବାର ଦଳର ବରିଷ୍ଠ ନେତାଙ୍କ ସହ ସୋନିଆଙ୍କ ଆଲୋଚନା ପରେ ଏଭଳି କିଛି...
View Articleବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ପାରିତ ହେଲା ୯ଟି ପ୍ରସ୍ତାବ, ପୁଣି ଚର୍ଚ୍ଚାରେ କେନ୍ଦ୍ର...
ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ପାରିତ ହେଲା ୯ଟି ପ୍ରସ୍ତାବ। ଦଳର ସମସ୍ତ ନେତାଙ୍କ ଅନୁମତେ କ୍ରମେ ସଭାପତି ନବୀନ ପଟ୍ଟନାୟକ ଦଳର ସାଙ୍ଗଠନିକ ଓ ରାଜନୈତିକ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ରବିବାର ବିଜେଡି...
View Article