ତିନି ମାସ ବିଳମ୍ବ ହୋଇପାରେ ନୂଆ ଶିକ୍ଷା ବର୍ଷ
ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୧-୨୨ ଶିକ୍ଷା ବର୍ଷ ତିନି ମାସ ବିଳମ୍ବରେ ଆରମ୍ଭ ହେବ। କରୋନା ଯୋଗୁଁ ବିଳମ୍ବ ଆଶଙ୍କା ରହିଛି ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର। ସାଧାରଣତଃ ନୂଆ ଶିକ୍ଷା ବର୍ଷ ପ୍ରତି ବର୍ଷ ଅଗଷ୍ଟ...
View Articleରାଜ୍ୟ ସରକାରଙ୍କୁ ପୁରନ୍ଦେଶ୍ୱରୀଙ୍କ ପ୍ରଶ୍ନବାଣ – ପରୀକୁ ନ୍ୟାୟ ମିଳୁନି କାହିଁକି?
ଓଡ଼ିଶାଲାଇଭ୍ ବ୍ୟୁରୋ ଡି ପୁରନ୍ଦେଶ୍ୱରୀଙ୍କ ସାମ୍ବାଦିକ ସମ୍ମିଳନୀ ଏକାଧିକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଲେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ଥ କହିଲେ ‘‘ଓଡ଼ିଶାରେ ବିଜେଡିର ସୁଶାସନ ନୁହେଁ, କୁଶାସନ ଚାଲିଛି। ବିଜେଡି ନିର୍ବାଚନ...
View Articleଓଡ଼ିଶା କରୋନା ରିପୋର୍ଟ – ୨୪ ଘଣ୍ଟା ଭିତରେ ୩୩୫ ପଜିଟିଭ୍ ଚିହ୍ନଟ, ୪ ଆକ୍ରାନ୍ତ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରୁ ଆଉ ୩୩୫ ପଜିଟିଭ୍ ଚିହ୍ନଟ ଆଖି ବୁଜିଲେ ଆଉ ୪ କରୋନା ଆକ୍ରାନ୍ତ ରାଜ୍ୟରେ ଏବେ ବି ୩୨୩୧ ଆକ୍ରାନ୍ତ ସକ୍ରିୟ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରୁ ଚିହ୍ନଟ ହେଲେ ୩୩୫ ନୂଆ କରୋନା ପଜିଟିଭ୍। ଏଥିସହ ରାଜ୍ୟରେ...
View Articleପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ବ୍ୟାପକ କଟକଣା
ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଶେଷରେ ଖୋଲିବ। ଡ଼ିସେମ୍ବର ୨୨ ଓ ୨୪ ମଧ୍ୟରେ ମନ୍ଦିର ଖୋଲା ହେବ। ତେବେ ଏଥିପାଇଁ ଗୁଡ଼ାଏ ନିୟମ ଖଞ୍ଜା ଯାଇଛି ଓ ଶ୍ରଦ୍ଧାଳୁଙ୍କୁ ଏହି ସବୁ ନିୟମ ମାନିବାକୁ ପଡ଼ିବ। ଶ୍ରୀମନ୍ଦିରର ଛତିଶା...
View Articleଜାଣନ୍ତୁ ଆଜିର ରାଶିଫଳ – (୧୩ ଡିସେମ୍ବର ୨୦୨୦, ରବିବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆଜି ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ରାତ୍ରି ୧୨:୪୪:୫୫ ଗତେ ଅମାବାସ୍ୟା ତିଥି। ବିଛାଚନ୍ଦ୍ର...
View Articleବିବାହ ବନ୍ଧନରେ ବାନ୍ଧି ହେଲେ କ୍ରିକେଟର ବରୁଣ ଚକ୍ରବର୍ତ୍ତୀ
ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟରେ ନିଜର ଜଲୱା ଦେଖାଇଥିବା ସ୍ପିନ୍ ବୋଲର ବରୁଣ ଚକ୍ରବର୍ତ୍ତୀ ହାତକୁ ଦି ହାତ ହୋଇଛନ୍ତି। ସେ ତାଙ୍କର ଦୀର୍ଘ ଦିନର ବାନ୍ଧବୀ ନେହା ଖେଦେକରଙ୍କ ସହ ବିବାହ ବନ୍ଧନରେ ଯୋଡ଼ି ହୋଇଛନ୍ତି।...
View Articleସଂସଦ ଆକ୍ରମଣକୁ ପୂରିଲା ୧୯ ବର୍ଷ – ସଦିହଙ୍କୁ ଶ୍ରଦ୍ଧାଜ୍ଞଳି ଦେଲେ ପ୍ରଧାନମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ସଂସଦ ଉପରେ ଆତତାୟୀଙ୍କ ଆକ୍ରମଣକୁ ପୂରିଛି ୧୯ ବର୍ଷ। ଠିକ୍ ଆଜିର ଦିନରେ ୫ ଜଣ ଆତଙ୍କବାଦୀ ଭାରତୀୟ ସଂସଦ ଉପରେ ଆକ୍ରମଣ କରିଥିଲେ। ଯେଉଁଥିରେ ସାଂସଦମାନଙ୍କୁ ସୁରକ୍ଷା...
View Articleଘରୋଇ ସ୍କୁଲର ମନ ଇଚ୍ଛା ଫି ଆଦାୟ ପ୍ରସଙ୍ଗ –ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲା...
ଓଡ଼ିଶାଲାଇଭ୍ ବ୍ୟୁରୋ ଘରୋଇ ସ୍କୁଲର ଚଢ଼ା ଫି’ ଆଦାୟ ପ୍ରତିବାଦ କରି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବାସଭବନ ଘେରାଉ ହୋଇଛି। ଓଡ଼ିଶା ଅବିଭାବକ ଆସୋସିଏସନ ଫୋରମର ସଦସ୍ୟମାନେ ଘଣ୍ଟ, ହୁଳୁହୁଳି ପକାଇ ରବିବାର ମନ୍ତ୍ରୀଙ୍କ...
View Articleକୋଭିଡ୍ କଟକଣାରେ ବିଜେଡି ପାଳିବ ପ୍ରତିଷ୍ଠା ଦିବସ, ୨୦ରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ଡିସେମ୍ବର ୨୬ ତାରିଖରେ ବିଜେଡି ପାଳିବ ପ୍ରତିଷ୍ଠା ଦିବସ। କୋଭିଡ୍ କଟକଣାକୁ ମାନି ରାଜ୍ୟର ପ୍ରତିଟି ବ୍ଲକ୍ ଓ ପଞ୍ଚାୟତରେ ଶାସକ ବିଜୁ ଜନତା ଦଳ ନିଜର ପ୍ରତିଷ୍ଠା ଦିବସ ପାଳନ କରିବ ବୋଲି ରବିବାର ଦଳର...
View Articleଟିଆରପି ଘୋଟାଲା – ରିପବ୍ଲିକ୍ ଟିଭିର ସିଇଓଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ ଟିଆରପି ଘୋଟାଲାକୁ ନେଇ ରିପବ୍ଲିକ୍ ଟିଭିର ସିଇଓ ବିକାଶ ରାମଚନ୍ଦାନୀଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ। ରବିବାର ସକାଳୁ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରୁ ପୋଲିସ ତାଙ୍କୁ ଗିରଫ କରିଛି। ଅକ୍ଟୋବର ମାସରେ ମୁମ୍ବାଇ...
View Articleରାଜ୍ୟରେ ଖସୁଛି ସଂକ୍ରମଣ –୨୪ ଘଣ୍ଟାରେ ୩୯୩ ପଜିଟିଭ ଚିହ୍ନଟ, ୫ ଜୀବନ ନେଲା କରୋନା
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରୁ ଆଉ ୩୯୩ ପଜିଟିଭ୍ ଚିହ୍ନଟ ଆଖି ବୁଜିଲେ ଆଉ ୫ କରୋନା ଆକ୍ରାନ୍ତ ରାଜ୍ୟରେ ଏବେ ବି ୩୨୧୪ ଆକ୍ରାନ୍ତ ସକ୍ରିୟ କରୋନା ଗ୍ରାଫ୍ରୁ ଧୀରେ ଧୀରେ ଓଡ଼ିଶାର ସ୍ଥାନ ଖସିବାରେ ଲାଗିଛି। ପୂର୍ବ ଅପେକ୍ଷା ରାଜ୍ୟରେ ପଜିଟିଭ୍...
View Articleଏବର୍ଷ ହେବନି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ମହାମାରୀ ହେତୁ ଏଥର ହେବନି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ବରଗଡ଼ ଜିଲ୍ଲାପାଳ ଓ ଧନୁଯାତ୍ରା କମିଟି ସଦସ୍ୟଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରତିବର୍ଷ ବରଗଡ଼ରେ ୧୧ ଦିନଧରି ମୁକ୍ତାକାଶ...
View Articleଅମିତ ଶାହଙ୍କ ଘର ଆଗରେ ଧାରଣା ଦେବାକୁ ଯାଉଥିଲେ ଆପ୍ ବିଧାୟକ, ଅଧାରୁ ଉଠାଇନେଲା ଦିଲ୍ଲୀ...
ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀ ପୋଲିସ ଓ ଆମ ଆଦମୀ ପାର୍ଟି ଭିତରେ ଆଜି ପୁଣିଥରେ ଦେଖିବାକୁ ମିଳିଛି ମୁହାଁମୁହିଁ ସ୍ଥିତି। ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନ ଆଗରେ ଧାରଣା ଦେବାକୁ ଯାଉଥିବା କିଛି ଆପ୍ ବିଧାୟକଙ୍କୁ ଦିଲ୍ଲୀ ପୋଲିସ...
View Article୧୧ ଶହ କିମି ସାଇକେଲ ଯାତ୍ରା କରି ଚାଷୀ ଆନ୍ଦୋଳନରେ ପହଞ୍ଚିଲେ ୬୦ ବର୍ଷୀୟ ବୃଦ୍ଧ
ଓଡ଼ିଶାଲାଇଭ୍ ବ୍ୟୁରୋ ୨୩ ଦିନରେ ଚାଷୀ ଆନ୍ଦୋଳନ ଚାଷୀଙ୍କୁ ସମର୍ଥନ କରି ସାଇକେଲ ଯାତ୍ରା କଲେ ବୃଦ୍ଧ ୧୧ ଦିନରେ ପହଞ୍ଚିଲେ ଦିଲ୍ଲୀ ଚାଷୀ ଆନ୍ଦୋଳନ ପାଇଁ ୧୧ ଶହ କିଲୋମିଟର ସାଇକେଲ ଯାତ୍ରା। ବିହାରରୁ ଦିଲ୍ଲୀ, ୧୧ ଦିନର ଏହି ଲମ୍ବା ଯାତ୍ରା...
View Articleମୋଦୀ ସରକାରକୁ ରାହୁଲଙ୍କ ପ୍ରଶ୍ନ – ଆଉ କେତେ ଚାଷୀଙ୍କ ମୃତ୍ୟୁ ଦେଖିଲେ ଉଠିବ କୃଷି ଆଇନ୍?
ଓଡ଼ିଶାଲାଇଭ୍ ବ୍ୟୁରୋ ଚାଷୀ ଆନ୍ଦୋଳନକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ମୋଦୀ ସରକାର ଉପରେ ଟାର୍ଗେଟ କରିଛନ୍ତି। ଆଉ କେତେ ଅନ୍ନଦାତାଙ୍କର ମୃତ୍ୟୁ ହେଲେ କେନ୍ଦ୍ର ସରକାର ନୂଆ କୃଷି ଆଇନ୍ ପ୍ରତ୍ୟାହାର କରିବେ ବୋଲି ରାହୁଲ...
View Articleସାଢ଼େ ଚାରି କୋଟି ଓଡ଼ିଆ ବିଜେଡିର ବସ୍ –ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ ସାଢ଼େ ଚାରି କୋଟି ଓଡ଼ିଆ ହେଉଛନ୍ତି ବିଜେଡିର ବସ୍। ତେଣୁ ଓଡ଼ିଆ ଏବଂ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ବିଜେଡି ଲଢ଼େଇ ଜାରି ରଖିଛି। ଶୁକ୍ରବାର ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀ...
View Articleଅରୁଣ ବୋଥ୍ରାଙ୍କ ନାଁରେ ଆସିଥିବା ଅଭିଯୋଗ ସତ ହେଲେ ପରିସ୍ଥିତି ସାଂଘାତିକ ହେବ –ଲେଖାଶ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ ପରୀ ମୃତ୍ୟୁ ମାମଲାକୁ ନେଇ ଆଜି ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ଯଦୁପୁର ଗାଁର ଯୁବକ ସରୋଜ ସେଠୀ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାଁରେ ଯେଉଁ ଅଭିଯୋଗ ଆଣିଛନ୍ତି...
View Articleବର୍ଷା-ଅନୁଭବ ବିବାଦ: ଏସଡିଜେଏମ୍ କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ ଓଲିଉଡର ଷ୍ଟାର୍ ଦମ୍ପତି ବର୍ଷା-ଅନୁଭବଙ୍କ ବିବାହ ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହି କ୍ରମରେ ଶୁକ୍ରବାର କଟକ ଏସଡିଜେଏମ୍ କୋର୍ଟରେ ହାଜର ହୋଇଛନ୍ତି ଅନୁଭବ ମହାନ୍ତି। ସେ ନିଜ ଓକିଲଙ୍କ ଜରିଆରେ କୋର୍ଟରେ...
View Articleବିଜେପି, କଂଗ୍ରେସ ଉପରେ ବର୍ଷିଲେ ନବୀନ –ବିରୋଧୀ କହିଲେ ବିଜେଡି ପାଖରେ ପ୍ରସଙ୍ଗ ନାହିଁ
ଓଡ଼ିଶାଲାଇଭ୍ ବ୍ୟୁରୋ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଲେ ନବୀନ ପଟ୍ଟନାୟକ। ବିଜେପି,କଂଗ୍ରେସ ଭଳି ଜାତୀୟ ଦଳମାନେ କେବଳ ନିର୍ବାଚନ ଜିତିବାକୁ ଗୁରୁତ୍ୱ ଦିଅନ୍ତି। ସରକାର ଗଢ଼ି ରାଜ୍ୟମାନଙ୍କରେ ନିଜ ପତିଆରା...
View Articleପରଦାକୁ ପର କରିଗଲେ ଏହି କଳାକାର, ବଞ୍ଚି ରହିବ ସ୍ମୃତି
ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ୨୦୨୦ରେ କେଉଁ ଓଡ଼ିଆ କଳାକାର ଦୁନିଆ ଛାଡ଼ିଲେ ଜାଣନ୍ତୁ ଓଡ଼ିଶାଲାଇଭ୍ ଫ୍ଲାସବ୍ୟାକ୍ ରିପୋର୍ଟରେ। ୨୦୨୦, ସମସ୍ତ ପାଇଁ ଏକ ଦୁଃଖ ଓ ଯନ୍ତ୍ରଣାଦାୟକ ବର୍ଷ ସାବ୍ୟସ୍ତ ହୋଇଛି। କରୋନା ମହାମାରୀ ସାଙ୍ଗକୁ କିଛି...
View Article