Quantcast
Channel: Featured Archives - OdishaLIVE
Browsing all 11715 articles
Browse latest View live

Image may be NSFW.
Clik here to view.

ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ପାଇଁ କରୋନା ସତର୍କତା

ଓଡ଼ିଶାଲାଇଭ୍‌ ବ୍ୟୁରୋ କିଛିଦିନର ବ୍ୟବଧାନ ପରେ ଏବେ ପୁଣି କରୋନା ମିଟର ଉପରକୁ ଉଠୁଛି। ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ୫୦ ହଜାର ଟପିଛି। ଏହସହିତ ବିଟ୍ରେନ ଷ୍ଟ୍ରେନ, ବ୍ରାଜିଲ ଷ୍ଟ୍ରେନ ମଧ୍ୟ ଚିନ୍ତା ବଢ଼ାଇଛି। ଏଭଳିସ୍ଥିତିରେ ଯେଉଁମାନେ...

View Article


Image may be NSFW.
Clik here to view.

କୋଭିଡ ଟିକା ନେବାକୁ ଯାଉଛନ୍ତି କି? –ଆପଣଙ୍କ ପାଇଁ କିଛି ଜାଣିବା କଥା

ଓଡ଼ିଶାଲାଇଭ୍ ବ୍ୟୁରୋ କିଛିଦିନର ବ୍ୟବଧାନ ପରେ ଦେଶରେ ଏବେ କରୋନା ମହାମାରୀ ପୁଣିଥରେ ମୁଣ୍ଡ ଟେକିଛି। କରୋନାକୁ ପ୍ରତିହତ କରିବା ପାଇଁ ଦେଶରେ ଏବେ ଟିକାକରଣ ଚାଲିଛି। ଏହି କ୍ରମରେ ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ...

View Article


Image may be NSFW.
Clik here to view.

ଜାଣନ୍ତୁ ଆଜିର ରାଶିଫଳ – (୨୬ ମାର୍ଚ୍ଚ ୨୦୨୧, ଶୁକ୍ରବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ–ଦିବସ: ଆଜି ଫାଲ୍‌ଗୁନ ଶୁକ୍ଳ ଦ୍ଵାଦଶୀ ଦିବା ୦୮:୨୧:୩୬ ଗତେ ତ୍ରୟୋଦଶୀ ତିଥି। ସିଂହଚନ୍ଦ୍ର...

View Article

Image may be NSFW.
Clik here to view.

ଆଜି ଭାରତ ବନ୍ଦ – ହେବ ଚକାଜାମ୍, ସ୍ଵାଭାବିକ ରହିବ ଜରୁରୀ ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ମାର୍ଚ୍ଚ ୨୬ରେ ପୁଣି ଭାରତ ବନ୍ଦ ଡାକରା ଦେଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା। ଶୁକ୍ରବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଏହି ବନ୍ଦ ପାଳନ କରାଯିବ। ବନ୍ଦ ବେଳେ ଦେଶବ୍ୟାପୀ...

View Article

Image may be NSFW.
Clik here to view.

ରାସ୍ତା ଉପରେ ହୋଲି ଖେଳ ମନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାସ୍ତାରେ ଉପରେ ଖେଳିପାରିବେନି ହୋଲି। ରାସ୍ତା ଉପରେ ହୋଲି ଖେଳିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। କଟକ ଓ ଭୁବନେଶ୍ୱର ଲୋକଙ୍କ ପାଇଁ କମିସନରେଟ ପୋଲିସ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ପୋଲିସ କମିସନର...

View Article


Image may be NSFW.
Clik here to view.

ମାର୍ଚ୍ଚ ୩୦ରୁ ୫ ରାଜ୍ୟ ଫେରନ୍ତାଙ୍କ କୋଭିଡ ଟେଷ୍ଟ ବାଧ୍ୟତାମୂଳକ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଲେଉଟାଣିକୁ ନେଇ ଓଡ଼ିଶାରେ ଭୟର ଆଶଙ୍କା ଦେଖା ଦେଇଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ରାଜ୍ୟରେ ପୁଣିଥରେ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ପୂର୍ବରୁ ବିମାନ ବନ୍ଦର ଓ ରେଳ ଷ୍ଟେସନରେ କେବଳ ଥର୍ମାଲ...

View Article

Image may be NSFW.
Clik here to view.

ସର୍ବାଧିକ ୨୦୦ ଲୋକଙ୍କୁ ନେଇ ପାଳନ ହୋଇପାରିବ ଉତ୍କଳ ଦିବସ –ଏସ୍‌ଆର୍‌ସି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଉଥିବା ବେଳେ ଉତ୍କଳ ଦିବସ ପାଳନ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। କରୋନା ଗାଇଡଲାଇନ ଅନୁସାରେ ଅଳ୍ପ ଜନ ସମାଗମରେ ଉତ୍କଳ ଦିବସ ପାଳନ କରିବାକୁ କୁହାଯାଇଛି। ଏନେଇ...

View Article

Image may be NSFW.
Clik here to view.

ଗଞ୍ଜାମର ସୌନ୍ଦର୍ଯ୍ୟଭରା ‘ତାମ୍ପରା ହ୍ରଦ’ – ବୋଟିଂର ମଜା ପର୍ଯ୍ୟଟକଙ୍କୁ କରେ ଆକୃଷ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜାମ ଜିଲ୍ଲାର ଅନ୍ୟତମ ସୌନ୍ଦର୍ଯ୍ୟଭରା ପର୍ଯ୍ୟଟନ ସ୍ଥଳୀ ହେଉଛି ଛତ୍ରପୁର ନିକଟରେ ତାମ୍ପରା ହ୍ରଦ। ପ୍ରକୃତି କୋଳରେ ସମୟ ବିତାଇବା ପାଇଁ ଏହା ଏକ ସୁନ୍ଦର ସ୍ଥାନ। ଏହି ମଧୁର ଜଳ ହ୍ରଦକୁ ଦେଖିବାକୁ ଜିଲ୍ଲା ଓ...

View Article


Image may be NSFW.
Clik here to view.

କାଲିଠାରୁ ଏପ୍ରିଲ ୪ ମଧ୍ୟରେ ୭ ଦିନ ବନ୍ଦ ରହିବ ବ୍ୟାଙ୍କ

ଓଡ଼ିଶାଲାଇଭ୍ ବ୍ୟୁରୋ ମାର୍ଚ୍ଚ ୨୭ରୁ ଏପ୍ରିଲ ୪ ମଧ୍ୟରେ ଦେଶର ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କଗୁଡ଼ିକ ପ୍ରାୟ ୭ ଦିନ ବନ୍ଦ ରହିବ। ଆରବିଆଇ ଗାଇଡଲାଇନ ଅନୁସାରେ ମାର୍ଚ୍ଚ ୨୭ ଚତୁର୍ଥ ଶନିବାର ଓ ୨୮ ରବିବାର ପଡ଼ୁଥିବାରୁ ବ୍ୟାଙ୍କଗୁଡ଼ିକ ବନ୍ଦ...

View Article


Image may be NSFW.
Clik here to view.

ପୁଣି ଗଞ୍ଜାମ ପାଇଁ ଚିନ୍ତା ବଢ଼ାଇବେ କି ସୁରଟ ଫେରନ୍ତା?

ଓଡ଼ିଶାଲାଇଭ୍ ବ୍ୟୁରୋ ଗଞ୍ଜାମକୁ ଫେରୁଛନ୍ତି ଶହ ଶହ ପ୍ରବାସୀ। ଏମାନେ ଟ୍ରେନ ଯୋଗେ ସୁରଟ, ମହାରାଷ୍ଟ୍ର ଓ ହାଇଦ୍ରାବାଦରୁ ଆସି ବ୍ରହ୍ମପୁର ରେଳ ଷ୍ଟେସନରେ ଓହ୍ଲାଇଛନ୍ତି। ଗଞ୍ଜାମରେ ଦଣ୍ଡଯାତ୍ରା ଓ ଅନ୍ୟାନ୍ୟ ପାରମ୍ପରିକ ପର୍ବକୁ ଦୃଷ୍ଟିରେ ରଖି...

View Article

Image may be NSFW.
Clik here to view.

ପିପିଲିରେ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପଙ୍କୁ ପ୍ରାର୍ଥୀ କଲା ବିଜେଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପିପିଲି ଉପନିର୍ବାଚନ ପାଇଁ ବିଜେପି ଗୁରୁବାର ପ୍ରାର୍ଥୀ ଘୋଷଣା କରିଥିଲା ବେଳେ ଶୁକ୍ରବାର ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଛି। ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ ଭାବେ...

View Article

Image may be NSFW.
Clik here to view.

‘‘ଉଦ୍ୟୋଗ କ୍ଷେତ୍ରରେ ଆଗ୍ରହୀ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଇବ ଓ୍ୱେବ୍ ସିରିଜ୍...

ଓଡ଼ିଶାଲାଇଭ୍ ବ୍ୟୁରୋ ସୋସିଆଲ ମିଡିଆରେ ଓ୍ୱେବ୍‌ ସିରିଜ ‘ଷ୍ଟାର୍ଟଅପ୍‌ ଷ୍ଟୋରି’କୁ ସ୍ୱାଗତ। “ଓଡ଼ିଆ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାଙ୍କ ସ୍ଵପ୍ନ, ସଂଘର୍ଷ ଓ ସଫଳତାର କଥାକୁ ନେଇ ଆରମ୍ଭ ହେବାକୁ ଯାଉଥିବା ୱେବ ସିରିଜ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ ଏକ...

View Article

Image may be NSFW.
Clik here to view.

ରାଜଧାନୀରେ କରୋନା କଟକଣାକୁ ଆହୁରି କଡ଼ାକଡ଼ି କରାଯିବ –ବିଏମ୍‌ସି କମିସନର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ। ସେ କହିଛନ୍ତି, “ରାଜଧାନୀରେ ବଢ଼ୁଥିବା...

View Article


Image may be NSFW.
Clik here to view.

ଜାଣନ୍ତୁ ଆଜିର ରାଶିଫଳ – (୨୭ ମାର୍ଚ୍ଚ ୨୦୨୧, ଶନିବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆଜି ଫାଲ୍‌ଗୁନ ଶୁକ୍ଳ ତ୍ରୟୋଦଶୀ ପ୍ରାତଃ ୦୬:୧୧:୫୫ ଗତେ ଚତୁର୍ଦ୍ଦଶୀ (କ୍ଷୟ), ରାତ୍ରି...

View Article

Image may be NSFW.
Clik here to view.

ମହାରାଷ୍ଟ୍ରରେ କରୋନା ସ୍ଥିତି ସଙ୍ଗୀନ – ମାର୍ଚ୍ଚ ୨୮ରୁ ରାଜ୍ୟବ୍ୟାପୀ ନାଇଟ କର୍ଫ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତରେ ଏବେ କରୋନା ସ୍ଥିତି ଭୟାବହ ରୂପ ନେଇଥିଲା ବେଳେ ମହାରାଷ୍ଟ୍ରରେ ସ୍ଥିତି ସବୁଠୁ ସଙ୍ଗୀନ ରହିଛି। ଗତ ୩ ଦିନ ମଧ୍ୟରେ ୧ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ...

View Article


Image may be NSFW.
Clik here to view.

ପିପିଲି ଉପନିର୍ବାଚନ –ମାର୍ଚ୍ଚ ୩୦ରେ ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ରୁଦ୍ର...

ଓଡ଼ିଶାଲାଇଭ୍ ବ୍ୟୁରୋ ପିପିଲି ଉପନିର୍ବାଚନ ପାଇଁ ଶୁକ୍ରବାର ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛି। ଦିବଙ୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ...

View Article

Image may be NSFW.
Clik here to view.

ରାଜ୍ୟରେ ଖୋଲିବ ଆଉ ୧୫୬୭ଟି ନୂଆ ଅଙ୍ଗନବାଡି କେନ୍ଦ୍ର – ମନ୍ତ୍ରୀ ଟୁକୁନି ସାହୁ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ମହିଳା ଓ ଶିଶୁ ବିକାଶକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ତେଣୁ ରାଜ୍ୟରେ ଆଉ ୧୫୬୭ଟି ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ପାଇଁ ଜିଲ୍ଲାମାନଙ୍କୁ ମଞ୍ଜୁରୀ ଦିଆଯାଇଛି। ଏନେଇ ଶନିବାର ବିଧାନସଭାରେ ସୂଚନା ଦେଇଛନ୍ତି ମହିଳା...

View Article


Image may be NSFW.
Clik here to view.

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଶୁକ୍ରବାର ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ଅସୁସ୍ଥ ହେବାପରେ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥିତ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।...

View Article

Image may be NSFW.
Clik here to view.

ଏ ବର୍ଷ ବି କରୋନା ଚୋରେଇ ନେଲା ହୋଲିର ମଜା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିନକ ପରେ ରଙ୍ଗର ପର୍ବ ହୋଲି। ହେଲେ ହୋଲି ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁନାହିଁ। କାରଣ କିଛି ଦିନର ବ୍ୟବଧାନ ପରେ ଦେଶରେ ପୁଣି କୋରୋନା ଭାଇରସ ମୁଣ୍ଡ ଟେକିଛି, ଯେଉଁଥିପାଇଁ ସତର୍କତାର ସହ ଘରେ ରହି ହୋଲି...

View Article

Image may be NSFW.
Clik here to view.

ଓଡ଼ିଶାର ୧୯ଜଣ ଓଏଏସ ଅଫିସରଙ୍କୁ ମିଳିଲା ଆଇଏଏସ ପଦୋନ୍ନତି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ୧୯ ଜଣ ଓଏଏସ ଅଫିସରଙ୍କୁ ପଦୋନ୍ନତି ମିଳିଛି। ସେମାନେ ଏବେ ଆଇଏଏସ ହେବେ। କେନ୍ଦ୍ର ପର୍ସନେଲ ବିଭାଗର ବିଜ୍ଞପ୍ତି ଅନୁଯାୟୀ ଜାନୁଆରି ୨୦୧୯ରୁ ଡିସେମ୍ବର ୨୦୧୯ ମଧ୍ୟରେ ରାଜ୍ୟରେ ଯେତେ ଆଇଏଏସ ପଦବୀ ଖାଲି ଥିଲା...

View Article
Browsing all 11715 articles
Browse latest View live