Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଭାରତୀୟ ନୌସେନାରେ ନିଯୁକ୍ତି ସୁଯୋଗ, ଅକ୍ଟୋବର ୨୦ ପୂର୍ବରୁ କରନ୍ତୁ ଆବେଦନ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ନୌସେନାରେ ୩୪ ଗୋଟି ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରର୍ଥୀମାନେ ଅକ୍ଟୋବର ୨୦ ପୂର୍ବରୁ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ।

ପଦବୀ ସଖ୍ୟା –

  • ଏଜୁକେସନ ବ୍ରାଞ୍ଚ – ୫ଟି
  • ଏକ୍‌ଜ୍ୟୁକେଟିଭ୍ ଏବଂ ଟେକ୍ନିକାଲ ବ୍ରାଞ୍ଚ – ୨୯ଟି
  • ମୋଟ୍ – ୩୪ଟି

ଆବେଦନ ପାଇଁ ବୟସ ସୀମା –

  • ଆବେଦନ କରୁଥିବା ପ୍ରାର୍ଥୀଙ୍କ ଜନ୍ମ ୨ ଜୁଲାଇ ୨୦୦୧ ଏବଂ ୧ ଜାନୁଆରୀ ୨୦୦୪ ମଧ୍ୟରେ ହୋଇଥିବା ଆବଶ୍ୟକ।

ଆବେଦନର ସମୟସୀମା –

  • ଆବେଦନ ଆରମ୍ଭ – ୬ ଅକ୍ଟୋବର ୨୦୨୦
  • ଆବେଦନ ପାଇଁ ଶେଷ ତାରିଖ – ୨୦ ଅକ୍ଟୋବର ୨୦୨୦

ଆବେଦନ ପାଇଁ ଶିକ୍ଷାଗତ ଯୋଗ୍ୟତା –

  • ଯେକୌଣସି ସ୍ଵୀକୃତିପ୍ରାପ୍ତ ବୋର୍ଡ ଅଧୀନରେ ମେଟ୍ରିକ ଏବଂ +୨ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ଆବଶ୍ୟକ।
  • ଇଂଜିନିୟରିଂ କିମ୍ଵା ଟେକ୍ନିକାଲ ଇଂଜିନିୟରିଂରେ ବ୍ୟାଚେଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ।

The post ଭାରତୀୟ ନୌସେନାରେ ନିଯୁକ୍ତି ସୁଯୋଗ, ଅକ୍ଟୋବର ୨୦ ପୂର୍ବରୁ କରନ୍ତୁ ଆବେଦନ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images