Quantcast
Channel: Featured Archives - OdishaLIVE
Browsing all 11715 articles
Browse latest View live

Image may be NSFW.
Clik here to view.

ଖରାଦିନେ ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ, ନହେଲେ ହେବ ସମସ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋଗରମ ଦିନରେ ଖାଦ୍ୟ ପାନୀୟକୁ ନେଇ ସାବଧାନ ରହିବା ଜରୁରୀ। ଅଧିକ ତାପମାତ୍ରା ଥିବାରୁ ଖାଦ୍ୟ ମଧ୍ୟ ଶୀଘ୍ର ଖରାପ ହୋଇଯାଇଥାଏ।  ଗରମ ଦିନରେ ଛଣାଛଣି, ତେଲମସଲା ଜାତୀୟ ଖାଦ୍ୟକୁ ଏଡ଼ାଇ ଯାଆନ୍ତୁ। ଏହାଛଡ଼ା ଫ୍ରିଜରେ ୨-୩ ଦିନ...

View Article


Image may be NSFW.
Clik here to view.

ଆଇପିଏଲ୍ ବାଜିରେ ଆଜି କୋଲକାତା ଓ ରାଜସ୍ଥାନ ମଧ୍ୟରେ ହେବ କଡ଼ା ଟକ୍କର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲ୍‌ର ୧୮ତମ ଲିଗ୍ ମ୍ୟାଚ୍‌ରେ ଆଜି ମୈଦାନରେ ମୁହାଁମୁହିଁ ହେବାକୁ ଯାଉଛନ୍ତି କୋଲକାତା ନାଇଟ୍ ରାଇଡର୍ସକୁ ରାଜସ୍ଥାନ ରୟାଲ୍ସ। ସନ୍ଧ୍ୟା ସାଢ଼େ ୭ଟା ମୁମ୍ଵାଇର ଓ୍ଵାଙ୍ଖ୍‌ଡେ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ।...

View Article


Image may be NSFW.
Clik here to view.

ସଟଡାଉନ୍ ବେଳେ ଭୁବନେଶ୍ଵରରେ ଅର୍ଡର କରିପାରିବେ ମାଛ, ମାଂସ ଓ ଅଣ୍ଡା –ବିଏମ୍‌ସି ଜାରି କଲା...

ଓଡ଼ିଶାଲାଇଭ୍ ବ୍ୟୁରୋ ସଟଡାଉନ୍ ବେଳେ ରାଜଧାନୀ ଭୁବନେଶ୍ଵରରେ ଘରେ ଘରେ ପହଞ୍ଚିପାରିବ ମାଛ, ମାଂସ, ଅଣ୍ଡା ଏବଂ ଦୁଗ୍ଧଜାତ ସାମଗ୍ରୀ। ଚିଲିକା ଫ୍ରେସ୍‌ ମାଧ୍ୟମରେ ମାଛ, ଓପୋଲଫେଡ୍‌ ମାଧ୍ୟମରେ କୁକୁଡ଼ା ମାଂସ ଓ ଅଣ୍ଡା ଏବଂ ଓମ୍‌ଫେଡ୍‌ ମାଧ୍ୟମରେ...

View Article

Image may be NSFW.
Clik here to view.

୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା –ବୁଧବାର ସୁଦ୍ଧା ସ୍ପଷ୍ଟ ହେବ ଟିକା ମାଗଣା ମିଳିବ କି...

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଟିକାକରଣ ଏକ ନୂଆ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ପହିଲାରୁ ୧୮ରୁ ୪୫ ବର୍ଷୀୟ ଲୋକଙ୍କୁ କରୋନା ଟିକା ଦିଆଯିବ। ଏଣୁ ତା ପୂର୍ବରୁ ସରକାରଙ୍କୁ ସ୍ଥିର କରିବା ପାଇଁ ହେବ ଲୋକେ ମାଗଣା ଟିକା ପାଇବେ କି ଏଥିପାଇଁ...

View Article

Image may be NSFW.
Clik here to view.

କରୋନା ମହାମାରୀ ସମୟରେ ଦେଶରେ କାହିଁକି ଦେଖା ଦେଇଛି ଅମ୍ଲଜାନ ସଙ୍କଟ?

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ କରୋନା ପଜିଟିଭ୍ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବାବେଳେ, କିଛି ପ୍ରମୁଖ ରାଜ୍ୟରେ ଦେଖା ଦେଇଛି ଅମ୍ଲଜାନ ସଙ୍କଟ। କୋଭିଡ୍‌ର ଦ୍ୱିତୀୟ ଲହର ସଂକ୍ରମଣ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଲାଣି। ଦେଶରୁ ଦୈନିକ ଲକ୍ଷେ ଲକ୍ଷେ...

View Article


Image may be NSFW.
Clik here to view.

ଆଇପିଏଲ୍‌ରେ ଚାମ୍ପିୟନ୍ ଓ ରନର୍ସ ଅପ୍ ଦଳକୁ ମିଳେ କେତେ ଟଙ୍କା?

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲ୍‌ରେ ଚାମ୍ପିୟନ୍, ରନର୍ସ ଅପ୍, ଅରେଞ୍ଜ କ୍ୟାପ୍ ଏବଂ ପର୍ପଲ କ୍ୟାପ୍ ଓ୍ଵିନର୍‌ଙ୍କୁ ମିଳେ କେତେ ଟଙ୍କାର ପୁରସ୍କାର ରାଶି? ଏପ୍ରିଲ ୯ରୁ ଆରମ୍ଭ ହୋଇଛି ବିଶ୍ଵର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ‘ଆଇପିଏଲ୍’।...

View Article

Image may be NSFW.
Clik here to view.

ଜଗା ଦର୍ଶନରେ ଲାଗିଲା କଟକଣା – ମେ’ ୧୫ ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜଗା ଦର୍ଶନରେ ଲାଗିଲା କଟକଣା। ମେ’ ୧୫ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି। ଏହି ବନ୍ଦ...

View Article

Image may be NSFW.
Clik here to view.

ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ନିୟମ କୋହଳ –ଟିକା ପ୍ରମାଣପତ୍ର କିମ୍ଵା କୋଭିଡ୍ ନେଗେଟିଭ୍...

ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ବ୍ୟକ୍ତିଙ୍କ ପାଇଁ ଜାରି ହୋଇଥିବା କ୍ଵାରେଣ୍ଟାଇନ୍ ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ପଶ୍ଚିମବଙ୍ଗ ଫେରନ୍ତା ଜଣେ ଲୋକ ଯଦି ଦୁଇଟି ଡୋଜ୍ କୋଭିଡ୍ ଟିକା...

View Article


Image may be NSFW.
Clik here to view.

ଜାଣନ୍ତୁ ଆଜିର ରାଶିଫଳ – (୨୫ ଏପ୍ରିଲ ୨୦୨୧, ରବିବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ–ଦିବସ: ଆଜି ଚୈତ୍ର ଶୁକ୍ଳ ତ୍ରୟୋଦଶୀ ଦିବା ୦୪:୧୩:୧୮ ଗତେ ଚତୁର୍ଦ୍ଦଶୀ ତିଥି। କନ୍ୟାଚନ୍ଦ୍ର...

View Article


Image may be NSFW.
Clik here to view.

ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାଢ଼ା – କେମିତି କରିବେ ପ୍ରସ୍ତୁତି?

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାର ଦ୍ୱିତୀୟ ଷ୍ଟ୍ରେନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସବୁ ବୟସର ବ୍ୟକ୍ତି ଏହାର ଶିକାର ହେଉଛନ୍ତି। ଏହି ମହାମାରୀ ନିୟନ୍ତ୍ରଣ ପାଇଁ ଦେଶବ୍ୟାପୀ ଟିକାକରଣ ପ୍ରକ୍ରିୟା ଜାରି ରହିଛି। ଜରୁରୀକାଳୀନ ପରିସ୍ଥିତିରେ...

View Article

Image may be NSFW.
Clik here to view.

ଆଜି ଆଇପିଏଲ୍‌ରେ ଧୋନୀ ବାହିନୀ ସହ ମୁହାଁମୁହିଁ ହେବ ବିରାଟ ବାହିନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲ୍ ସୁପର ସଣ୍ଡେରେ ମୈଦାନରେ ଚେନ୍ନାଇ ସୁପର୍ କିଙ୍କ୍ସକୁ ଭେଟିବ ରୟାଲ ଚାଲେଞ୍ଜର୍ସ ବେଙ୍ଗାଳୁରୁ। ଅପରାହ୍‌ଣ ୩.୩୦ରେ ଏହି ମ୍ୟାଚ୍ ଓ୍ଵାଙ୍ଖ୍‌ଡେ ଷ୍ଟାଡିୟମରେ ଖେଳାଯିବ। ଆଜିର ଏହି ହାଇଭୋଲଟେଜ୍ ମୁକାବିଲା ଦେଖିବାକୁ...

View Article

Image may be NSFW.
Clik here to view.

ଜାଣନ୍ତୁ ଆଜିର ରାଶିଫଳ – (୨୬ ଏପ୍ରିଲ ୨୦୨୧, ସୋମବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆଜି ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ ଦିବା ୧୨:୪୪:୨୮ ଗତେ ପୂର୍ଣ୍ଣିମା ତିଥି। କନ୍ୟାଚନ୍ଦ୍ର ଦିବା...

View Article

Image may be NSFW.
Clik here to view.

ଦେଶରେ କରୋନା ସ୍ଥିତି ସଙ୍ଗୀନ –ଦିନକରେ ୩ ଲକ୍ଷ ୫୨ ହଜାର ୯୯୧ ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ପୁଣି ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୩ଲକ୍ଷ ୫୨ହଜାର ୯୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ୨୮୧୨ଜଣଙ୍କର...

View Article


Image may be NSFW.
Clik here to view.

ଓଡ଼ିଶାରେ ମହଜୁଦ ଅଛି ଯଥେଷ୍ଟ ଅକ୍ସିଜେନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମଗ୍ର ଦେଶରେ ମେଡିକାଲ ଅକ୍ସିଜେନ ଅଭାବ ଦେଖା ଦେଇଥିବା ବେଳେ ଓଡ଼ିଶା ଦେବଦୂତ ସାଜି ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ପଠାଉଛି। ଓଡ଼ିଶାରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଠାକାର ରୋଗୀଙ୍କ ପାଇଁ...

View Article

Image may be NSFW.
Clik here to view.

ରାଜ୍ୟରେ ବଢ଼ୁଛି ସଂକ୍ରମଣ – ଦିନକରେ ୬ହଜାରୁ ଅଧିକ ପଜିଟିଭ୍ ଚିହ୍ନଟ, ୯ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଅଣାୟତ୍ତ ହେବାରେ ଲାଗିଛି। ରାଜ୍ୟରୁ ଏବେ ଲଗାତାର ୬ହଜାରରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ୬୫୯୯ ନୂଆ...

View Article


Image may be NSFW.
Clik here to view.

କରୋନା ସଙ୍କଟ – ଘରେ କେମିତି ନେବେ ବୟସ୍କମାନଙ୍କ ଯତ୍ନ?

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ମହାମାରୀର ଆତଙ୍କ ଏବେ ବଢ଼ି ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଯେଉଁ ହାରରେ ବଢୁଛି ତାହା ସମସ୍ତଙ୍କ ଚିନ୍ତାରେ ପକାଇଛି। ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଘରର ବୟସ୍କମାନଙ୍କ ଯତ୍ନ ନେବା ଜରୁରୀ।...

View Article

Image may be NSFW.
Clik here to view.

ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଁ ନିର୍ବାଚନ କମିସନ ଦାୟୀ : ମାଡ୍ରାସ ହାଇକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ କରୋନା ଦ୍ୱିତୀୟ ଲହର ସଂକ୍ରମଣ ପାଇଁ ନିର୍ବାଚନ କମିସନ ଦାୟୀ। ରାଜନୈତିକ ଦଳମାନଙ୍କର ପ୍ରଚାର ଯୋଗୁଁ ପୁଣିଥରେ ଦେଶରେ କରୋନା ଗ୍ରାଫ ଉପରମୁହାଁ ହୋଇଛି। ଯଦି ନିର୍ବାଚନ କମିସନ ରାଲିକୁ ଅନୁମତି ଦେଇନଥାନ୍ତେ, ତେବେ...

View Article


Image may be NSFW.
Clik here to view.

ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ବିଶ୍ଵକେଶନ...

ଓଡ଼ିଶାଲାଇଭ୍ ବ୍ୟୁରୋ ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ବିଶ୍ଵକେଶନ ହରିଚନ୍ଦନ ମହାପାତ୍ର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସୋମବାର ସମର୍ଥକମାନଙ୍କ ସହ ଇଲେକ୍ସନ କନଭେନରଙ୍କ ନିକଟରେ ସେ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।...

View Article

Image may be NSFW.
Clik here to view.

କରୋନା ଡର – ବାହାରୁ ଆଣୁଥିବା ସାମଗ୍ରୀର କେମିତି ନେବେ ଯତ୍ନ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ କରୋନା ସଂକ୍ରମଣ ମାଡ଼ି ଚାଲିଛି। କୋଭିଡ କାଳରେ ଲୋକେ ବାହାରୁ ଫଳ, ପନିପରିବା, ଗ୍ରୋସରୀ ଆଣୁଛନ୍ତି। ଏବେ ପ୍ରଶ୍ନ ଉଠୁଛି ଯେ, ବାହାରୁ ଏଭଳି ଜିନିଷ ଆଣିଲେ ପ୍ରଥମେ କ’ଣ ସତର୍କତା ଆପଣେଇବାକୁ ପଡ଼ିବ? ତେବେ ଆସନ୍ତୁ...

View Article

Image may be NSFW.
Clik here to view.

କୋଭିଡ୍ ଟିକା ନେବା ପାଇଁ କୋଓ୍ୱିନ ପୋର୍ଟାଲରେ କେମିତି କରିବେ ପଞ୍ଜୀକରଣ?

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହୁ ହୁ ହୋଇ ବଢୁଥିବା ବେଳେ ମେ’ ପହିଲାରୁ ଦେଶରେ ତୃତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆରମ୍ଭ ହେବ। ଏଥିରେ ୧୮ରୁ ୪୪ ବର୍ଷର ନାଗରିକମାନେ ଟିକା ନେବେ। ଏଥିପାଇଁ ଏପ୍ରିଲ ୨୮ରୁ ପଞ୍ଜୀକରଣ...

View Article
Browsing all 11715 articles
Browse latest View live