ଚିନ୍ତା ବଢ଼ାଇଲେଣି ଛତିଶଗଡ଼ ଫେରନ୍ତା – ଜଣଙ୍କଠାରୁ ୩୦ଜଣଙ୍କୁ ବ୍ୟାପୁଛି ସଂକ୍ରମଣ
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ। କରୋନାର ଦ୍ୱିତୀୟ ଲହର ଖୁବ୍ ଦ୍ରୁତ ଗତିରେ ବ୍ୟାପୁଛି। ମୃତ୍ୟୁ ସଂଖ୍ୟା ମଧ୍ୟ ଧିରେଧିରେ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଚିନ୍ତା ବଢ଼ାଇଛନ୍ତି ଛତିଶଗଡ଼ ଫେରନ୍ତା। ଛତିଶଗଡ଼ରୁ ଫେରୁଥିବା...
View Articleକପଡ଼ା ମାସ୍କ ବ୍ୟବହାର କରୁଥିଲେ, ଜାଣି ରଖନ୍ତୁ…
ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ଏବେ କରୋନା ସ୍ଥିତି ସଙ୍ଗୀନ ହୋଇଛି। କରୋନା ସହ ଲଢ଼ିବାରେ ମାସ୍କ ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ଭାବେ କାମ କରୁଛି ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏହାସହିତ ଶତ ପ୍ରତିଶତ ମାସ୍କ ବ୍ୟବହାର କରି କରୋନାକୁ...
View Articleକରୋନାରେ ଆକ୍ରାନ୍ତ ହେଲେ ବଲିଉଡ ଅଭିନେତା ସୋନୁ ସୁଦ
ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କାଳରେ ପ୍ରବାସୀ ଶ୍ରମିକ ଏବଂ ଅସହାୟମାନଙ୍କୁ ସାହାଯ୍ୟ କରି ଦେବଦୂତର ଆଖ୍ୟା ପାଇଥିବା ବଲିଉଡ ଅଭିନେତା ସୋନୁ ସୁଦ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସୋନୁ ତାଙ୍କ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକମାନଙ୍କୁ ଏହି...
View Articleଏଣିକି ଶ୍ରୀମନ୍ଦିରରେ ରାତି ୮ଟା ଯାଏଁ ହେବ ଜଗା ଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କଟକଣା ପାଇଁ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏଣିକି ରାତି ୮ଟା ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ କରିପାରିବେ। ସେହିପରି ଆସନ୍ତା ୨୪ ତାରିଖରୁ ସପ୍ତାହର ଦୁଇଦିନ ଶନିବାର...
View Articleବଲିଉଡରେ ରାଜକୁମାରୀ – ରାଜ ପରିବାରୁ ଆସିଛନ୍ତି ଏହି ଅଭିନେତ୍ରୀ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡରେ ଏମିତି କିଛି ଫିଲ୍ମ ଅଛି ଯେଉଁଥିରେ ଅଭିନେତ୍ରୀମାନେ ରାଜକୁମାରୀ ଚରିତ୍ରରେ ପରଦା ଉପରେ ଅଭିନୟ କରିଛନ୍ତି। କିନ୍ତୁ ଆପଣ ଜାଣନ୍ତିକି ଏମିତି ବି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଫିଲ୍ମରେ...
View Articleଆଇପିଏଲ୍ ୨୦୨୧ –ଆଜି ମୁମ୍ଵାଇ ଇଣ୍ଡିଆନ୍ସକୁ ଭେଟିବ ସନ୍ ରାଇଜର୍ସ ହାଇଦ୍ରାବାଦ୍
ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲ୍ ମଇଦାନ୍ରେ ଆଜି ଦେଖିବାକୁ ମିଳିବ ଏକ କଡ଼ା ଟକ୍କର। କାହିଁକି ନା ଆଜି ମୁହାଁମୁହିଁ ହେବେ ମୁମ୍ଵାଇ ଇଣ୍ଡିଆନ୍ସ ଓ ସନ୍ ରାଇଜର୍ସ ହାଇଦ୍ରାବାଦ୍। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଏମ୍ ଏ ଚିଦାମ୍ଵରମ୍...
View Articleକରୋନାର ଦ୍ଵିତୀୟ ସଂକ୍ରମଣ ପରେ ଭୁବନେଶ୍ଵରରେ ହଷ୍ଟେଲ ଛାଡୁଛନ୍ତି ଛାତ୍ରଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଏବେ କରୋନାର ଦ୍ଵିତୀୟ ଲହରୀ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଫଳରେ ହଷ୍ଟେଲରେ ରହି ପାଠପଢୁଥିବା ଛାତ୍ରଛାତ୍ରୀମାନେ ଏବେ ଘରମୁହାଁ ହେଉଥିବା ଦେଖିବାକୁ ମିଳୁଛି। ଭବିଷ୍ୟତ ଗଢ଼ିବା ପାଇଁ ରାଜ୍ୟର କୋଣ...
View Articleପିପିଲି ଉପନିର୍ବାଚନ ପାଇଁ ମେ’୧୩ରେ ହେବ ଭୋଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ ପିପିଲି ଉପନିର୍ବାଚନ ପାଇଁ ଘୋଷଣା ହେଲା ସାନି ତାରିଖ। ଆସନ୍ତା ମେ’ ୧୩ ତାରିଖରେ ପିପିଲିରେ ଭୋଟ ହେବ। ଏନେଇ ଶୁକ୍ରବାର ରାଜ୍ୟ ନିର୍ବାଚନ କମିସନରଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ମେ’ ୧୩ ତାରିଖରେ ମତଦାନ ହେବା ପରେ...
View Articleଆଇପିଏଲ୍ – ଆଜି ଅପରାହ୍ଣରେ ବିରାଟ ବାହିନୀ ସହ ମୁହାଁମୁହିଁ ହେବ କୋଲକାତା
ଓଡ଼ିଶାଲାଇଭ୍ ବ୍ୟୁରୋ ଏପ୍ରିଲ ୯ରୁ ଆରମ୍ଭ ହୋଇଛି ଭାରତର କ୍ରିକେଟ ପର୍ବ ଆଇପିଏଲ। ରବିବାର ଆଇପିଏଲ ମଇଦାନ୍ରେ ମୁହାଁମୁହିଁ ହେବେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଳୁରୁ ଓ କୋଲକାତା ନାଇଟ୍ ରାଇଡର୍ସ। ଅପରାହ୍ଣ ସାଢ଼େ ୩ଟାରେ ଏହି ମ୍ୟାଚ୍ ଚେନ୍ନାଇର...
View Articleଆଜିର ଦିନରେ ଆରମ୍ଭ ହୋଇଥିଲା ଆଇପିଏଲ୍ – ମ୍ୟାକ୍କୁଲମ କରିଥିଲେ ଧମାକା
ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲ୍ ଇତିହାସରେ ୧୮ ଏପ୍ରିଲ ବହୁତ ଗୁରୁତ୍ଵପୂର୍ଣ୍ଣ ଦିନ। ଏହି ଦିନ ୨୦୦୮ରେ ବେଙ୍ଗାଳୁରୁରେ ଆଇପିଏଲ ଆରମ୍ଭ ହୋଇଥିଲା। ଏହାର ପ୍ରଥମ ମ୍ୟାଚ ରୟାଲ ଚାଲେଞ୍ଚର୍ସ ବେଙ୍ଗାଳୁରୁ ଓ କୋଲକାତା ନାଇଟ ରାଇଡର୍ ମଧ୍ୟରେ...
View Articleଆଇପିଏଲ ବାଜି – ସନ୍ଧ୍ୟାରେ ଦିଲ୍ଲୀ ବନାମ ପଞ୍ଜାବ
ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲ ମହାସମରରେ ଆଜି ସନ୍ଧ୍ୟାରେ ଦେଖିବାକୁ ମିଳିବ ଏକ ଦମ୍ଦାର ମୁକାବିଲା। କାହିଁକି ନା ଆଜି ପଞ୍ଜାବ କିଙ୍ଗ୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ମୁମ୍ଵାଇର ଓ୍ଵାଙ୍ଖ୍ଡେ...
View Articleଦ୍ୱିତୀୟ ଲହରରେ କାହିଁକି ଦ୍ରୁତ ଗତିରେ ମାଡୁଛି କରୋନା?
ଓଡ଼ିଶାଲାଇଭ୍ ବ୍ୟୁରୋ ଦ୍ୱିତୀୟ ଲହର କରୋନା ସଂକ୍ରମଣକୁ ନେଇ ସତର୍କ କରାଇଲେ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ। ଦେଶରେ ଦ୍ୱିତୀୟ ଲହରରେ କରୋନା ଅଧିକ ସଂକ୍ରମକ ହୋଇପଡ଼ିଛି। ଏବେ ଦୈନିକ ସଂକ୍ରମଣ ୩ ଲକ୍ଷ ମୁହାଁ ହୋଇଛି।...
View Articleଆଜିଠୁ ଭୁବନେଶ୍ୱର ହାଟ, ମାର୍କେଟରେ କଡ଼ା କଟକଣା – ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ନେବ...
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ରାଜଧାନୀରେ କରୋନା ଉପରେ ନିୟନ୍ତ୍ରଣ ରଖିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପୁଣି ତାର ପୂର୍ବ...
View Articleଦିଲ୍ଲୀକୁ ଫେରିଲା ଲକଡାଉନ୍ –ଆଜିଠୁ ଏପ୍ରିଲ ୨୬ ଯାଏଁ କଟକଣା
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେଉଛି। ଦୈନିକ ରେକର୍ଡ ସଂଖ୍ୟକ ସଂକ୍ରମଣ ଚିହ୍ନଟ ଯୋଗୁଁ ଦିଲ୍ଲୀରେ ୬ ଦିନିଆ ଲକ୍ଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ।...
View Articleବିଏମ୍ସିର କୋଭିଡ୍ ଟୋଲ୍ ଫ୍ରି ନମ୍ଵର –‘୧୯୨୯’କୁ କଲ୍ କଲେ ମିଳିବ କରୋନା ସମ୍ବନ୍ଧୀୟ ସୂଚନା
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ରାଜଧାନୀ ଭୁବନେଶ୍ଵରରୁ ପ୍ରତିଦିନ ଶତାଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଏଥିପାଇଁ ଭୁବନେଶ୍ଵର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ରାଜଧାନୀବାସୀଙ୍କ ପାଇଁ...
View Articleରାଜ୍ୟରେ ଔଷଧ କଳାବଜାରୀ ରୋକିବ ଫ୍ଲାଇଙ୍ଗ ସ୍କ୍ୱାଡ୍ – ଟୁଇନ ସିଟି ଉପରେ ନଜର ରଖିବେ ୭ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ଓଡ଼ିଶାରେ ହେବନି ଔଷଧ କଳାବଜାରୀ। କରୋନା ସଂକ୍ରମଣ ସମୟରେ ଏହାକୁ ରୋକିବା ପାଇଁ ଗଠନ କରାଯାଇଛି ଫ୍ଲାଇଙ୍ଗ ସ୍କ୍ୱାଡ୍। ଟୁଇନ ସିଟି ପାଇଁ ୭ଟି ଫ୍ଲାଇଙ୍ଗ ସ୍କ୍ୱାଡ୍ ଗଠନ କରାଯାଇଥିବାବେଳେ, ଅନ୍ୟାନ୍ୟ ଜିଲ୍ଲା ପାଇଁ...
View Articleପିପିଲି ଉପନିର୍ବାଚନ ଲାଗି ଆଉ ଶୋଭାଯାତ୍ରା, ସଭାସମିତି କରିବନି ବିଜେଡି
ପିପିଲି ଉପନିର୍ବାଚନ ଲାଗି ଆଉ ରାଲି ବା ଶୋଭାଯାତ୍ରା କରିବନି ବିଜେଡି। କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଥିବାରୁ ସାଧାରଣ ସଭା ଓ ଶୋଭାଯାତ୍ରା ନକରିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ନେଇ...
View Articleଶନି ଓ ରବିବାର ରାଜ୍ୟର ପ୍ରତି ସହରାଞ୍ଚଳରେ ସଟ୍ଡାଉନ
ଓଡ଼ିଶାଲାଇଭ୍ ବ୍ୟୁରୋ କଡ଼ା ହେଲା କୋଭିଡ କଟକଣା ଶନିବାର ଓ ରବିବାର ସହରାଞ୍ଚଳରେ ସଟ୍ଡାଉନ ରାଜ୍ୟରେ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ ବିବାହ ଶୋଭାଯାତ୍ରା ବନ୍ଦ ଯାତ୍ରା ପରିବେଷଣ ଉପରେ ରୋକ୍ ରାଜ୍ୟରେ କଡ଼ାକଡ଼ି ହେଲା କରୋନା କଟକଣା। ରାଜ୍ୟର...
View Articleମେ’ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ଵ ସମସ୍ତଙ୍କୁ ଦିଆଯିବ କରୋନା ଟିକା
ଓଡ଼ିଶାଲାଇଭ୍ ବ୍ୟୁରୋ ମେ’ ୧ରୁ ଦେଶର ସମସ୍ତ ୧୮ ବର୍ଷରୁ ଊର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଦିଆଯିବ କରୋନା ଟିକା। ଟିକାକରଣକୁ ନେଇ ଏପରି ଏକ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫାର୍ମା...
View Articleଜାଣନ୍ତୁ ଆଜିର ରାଶିଫଳ – (୨୦ ଏପ୍ରିଲ ୨୦୨୧, ମଙ୍ଗଳବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ–ଦିବସ: ଆଜି ଚୈତ୍ର ଶୁକ୍ଳ ଅଷ୍ଟମୀ ରାତ୍ରି ୧୨:୪୩:୪୫ ଗତେ ନବମୀ ତିଥି। କର୍କଟଚନ୍ଦ୍ର ଅହୋରାତ୍ର।...
View Article