Quantcast
Channel: Featured Archives - OdishaLIVE
Browsing all 11715 articles
Browse latest View live

Image may be NSFW.
Clik here to view.

ସିଏଏ ବିକ୍ଷୋଭକାରୀଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ – ‘‘ଦୀର୍ଘ ଦିନ ଧରି ରାସ୍ତା ଅବରୋଧ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ବିରୋଧରେ ଦିଲ୍ଲୀ ସାହିନବାଗରେ ଚାଲିଥିବା ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ଆନ୍ଦୋଳନକାରୀମାନେ ଆନ୍ଦୋଳନ ବେଳେ ରାସ୍ତା ଅବରୋଧ କରିପାରିବେ ନାହିଁ ବୋଲି...

View Article


Image may be NSFW.
Clik here to view.

ସାହିନବାଗ୍‌ ଘଟଣାକୁ ନେଇ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ – ଚାରି ମାସର ଶିଶୁ କ’ଣ ଆନ୍ଦୋଳନରେ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ନାଗରିକତା ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀ ସାହିନବାଗ୍‌ରେ ଚାଲିଥିବା ଆନ୍ଦୋଳନକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଗତ ୩୦ ତାରିଖରେ ଧାରଣାସ୍ଥଳରେ ୪ ମାସର ଶିଶୁର ମୃତ୍ୟୁ ହେବାକୁ ନେଇ ସୁପ୍ରିମକୋର୍ଟ...

View Article


Image may be NSFW.
Clik here to view.

ଭାଲେଣ୍ଟାଇନ ଓ୍ଵିକ୍‌ରେ ଅଘଟଣ – ବୟଫ୍ରେଣ୍ଡ ସହ ବନ୍ଧୁକରେ ଖେଳୁ ଖେଳୁ ବାଜିଲା ଗୁଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ   ରାଜଧାନୀ ଭୁବନେଶ୍ଵରରେ ଯୁବତୀଙ୍କୁ ଗୁଳିମାଡ଼ ଘଟଣାରେ ଟ୍ଵିଷ୍ଟ। ବୟଫ୍ରେଣ୍ଡ ସହ ବନ୍ଧୁକରେ ଖେଳୁ ଖେଳୁ ଫୁଟିଥିଲା ଗୁଳି। ଜେରା ପରେ ସତ କଥା ସାମ୍ନାକୁ ଆସିଥିଲା। ଏହାପରେ ପୁରୁଷ ବନ୍ଧୁ ଆଶିଷ ନାୟକକୁ ଗିରଫ କରିଛି...

View Article

Image may be NSFW.
Clik here to view.

ବିଦ୍ୟୁତ ତାର ଉଜାଡ଼ିଦେଲା ଡଙ୍କଲପାଡୁ ଗାଁର ହସଖୁସି – କିଏ ପୁଅକୁ ଛୁରୁଛି ତ ଆଉ କିଏ ଝିଅକୁ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାତି ପାହିଥିଲେ ଘରେ ବାଜିଥାନ୍ତା ଶୁଭଶଙ୍ଖ। ହୁଳହୁଳିରେ ଫାଟି ପଡ଼ିଥାନ୍ତା ଗାଁ ପରିବେଶ। ବରବେଶ ସାଜି ଚିକରଦା ଗାଁକୁ ଯାଇଥାନ୍ତେ ଡଙ୍କଲପାଡୁର ଜି ଅଶୋକ। ହେଲେ ରବିବାର ଦିନ ସବୁକିଛି ଓଲଟପାଲଟ ହୋଇଯାଇଥିଲା। ଅଶୋକଙ୍କ...

View Article

Image may be NSFW.
Clik here to view.

କିଏ କରିବ ଦିଲ୍ଲୀ ଦଖଲ – ଆପ୍‌ ନା ବିଜେପି?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଦିଲ୍ଲୀରୁ ମଙ୍ଗଳବାର ଆସିବ ବଡ଼ ରାୟ। ଦିଲ୍ଲୀବାସୀ କାହାକୁ ଆଗାମୀ ପାଞ୍ଚ ବର୍ଷ ପାଇଁ ସରକାର ଗଠନ ପାଇଁ ରାୟ ଦେଇଛନ୍ତି ତାହା ଜଣାପଡ଼ିବ। ଅରବିନ୍ଦ କେଜରିୱାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି ନା ବିଜେପିକୁ ଭୋଟର ଭୋଟ...

View Article


Image may be NSFW.
Clik here to view.

ଓଡ଼ିଶୀ, କଥକ ଓ ସମକାଳ ନୃତ୍ୟରେ ମୁଖରିତ ହେଲା ଧଉଳି-କଳିଙ୍ଗ ମହୋତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ ଧଉଳି ପାଦଦେଶରେ ଉଦଘାଟିତ ହେଲା ୧୬ତମ ଧଉଳି କଳିଙ୍ଗ ମହୋତ୍ସବ। ଉଦଘାଟିତ ହେଲା ୧୬ତମ ଧଉଳି-କଳିଙ୍ଗ ମହୋତ୍ସବ ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କୁ ଦିଆଗଲା ଶ୍ରଦ୍ଧାଜ୍ଞଳି ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଓ ସୃଜନ...

View Article

Image may be NSFW.
Clik here to view.

ବିଜୁ ଜୟନ୍ତୀ ଉପଲକ୍ଷେ ଦୁଇଟି ମେଗା କାର୍ଯ୍ୟକ୍ରମ – ଗୋଟିଏ କଟକରେ, ଅନ୍ୟଟି ପଶ୍ଚିମ ଓଡ଼ିଶାରେ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଜନନାୟକ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ କରିବା ପାଇଁ ଶାସକ ବିଜୁ ଜନତା ଦଳ ପକ୍ଷରୁ ଦୁଇଟି ବଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥି ମଧ୍ୟରୁ ଗୋଟିଏ କଟକରେ ଓ ଅନ୍ୟଟି ପଶ୍ଚିମ...

View Article

Image may be NSFW.
Clik here to view.

ଦିଲ୍ଲୀ ପତପଡ଼ଗଞ୍ଜ ଆସନରୁ ଜିତିଲେ ମନିଷ ସିସୋଦିଆ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଦିଲ୍ଲୀ ପତପଡ଼ଗଞ୍ଜ ବିଧାନସଭା ଆସନରେ ଆମ୍‌ ଆଦ୍‌ମୀ ପାର୍ଟି ପ୍ରାର୍ଥୀ ମନିଷ ସିସୋଦିଆ ଏବଂ ବିଜେପି ପ୍ରାର୍ଥୀ ରବିନ୍ଦ୍ର ସିଂ ନେଗିଙ୍କ ଭିତରେ କାଣ୍ଟେ କା ଟକ୍କର ଚାଲିଥିଲା। କେତେବେଳେ ରବିନ୍ଦ୍ର ଆଗୁଆ...

View Article


Image may be NSFW.
Clik here to view.

କାହିଁକି ୪୯ ଦିନରେ ଭାଙ୍ଗିଥିଲା କେଜରିୱାଲଙ୍କ ପ୍ରଥମ ସରକାର?

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବାଜିମାରିଛି ଆମ୍ ଆଦମୀ ପାର୍ଟି। ପୁଣିଥରେ କେଜରିୱାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିବାକୁ ପ୍ରସ୍ତୁତ ହେଲେଣି ଆପ୍ କର୍ମୀମାନେ। ଦିନେ ଜନ ଲୋକପାଳ ବିଲ୍ ପାଇଁ ଆନ୍ଦୋଳନ ଓ...

View Article


Image may be NSFW.
Clik here to view.

ଦିଲ୍ଲୀ ନିର୍ବାଚନ ଫଳାଫଳ, ୧୫ଟି ନିହାତି ଜାଣିବା କଥା

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ ଆପ୍‌ ମୁଖ୍ୟ ଅରବିନ୍ଦ କେଜରିଓ୍ଵାଲ। ଭୋଟ ବାକ୍ସରେ ଯେତେ ଭୋଟ ପଡ଼ିଥିଲା ତାହାର ପଚାଶ ପ୍ରତିଶତରୁ ଅଧିକ ଭୋଟ ପାଇ ଆମ୍‌ ଆଦ୍‌ମୀ ପାର୍ଟି ଏକ ନୂଆ ରେକର୍ଡ ସୃଷ୍ଟି କରିଛି।...

View Article

Image may be NSFW.
Clik here to view.

କଂଗ୍ରେସର ଗୋଡ଼ ତଳକୁ ତଳକୁ – ୧୯୯୮ରେ ‘୫୨’, ୨୦୨୦ରେ ‘ଶୂନ’

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଦିଲ୍ଲୀରେ କଂଗ୍ରେସ ଏଥର ବି ଖାତା ଖୋଲି ପାରିଲାନି। ୨୦୧୫ ଭଳି ଏଥର ମଧ୍ୟ ଦିଲ୍ଲୀବାସୀ କଂଗ୍ରେସକୁ ନିରାଶ କରିଛନ୍ତି। ୨୦୧୫ ଭଳି କଂଗ୍ରେସ ଚଳିତ ନିର୍ବାଚନରେ ଶୂନ ପାଇଛି। ଯେଉଁ ଦଳ ୧୯୯୮ରେ ୫୨ ଆସନ ପାଇ...

View Article

Image may be NSFW.
Clik here to view.

ଏହି ବିଜୟ କେବଳ ମୋ ବିଜୟ ନୁହେଁ, ଏହା ସାରା ଦିଲ୍ଲୀର ବିଜୟ – କେଜରିଓ୍ଵାଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ “ତୃତୀୟଥର ପାଇଁ ଆପ୍‌ ଉପରେ ଭରସା କରିଥିବାରୁ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ। ଏହି ବିଜୟ କେବଳ ମୋ ବିଜୟ ନୁହେଁ, ଏହା ସାରା ଦିଲ୍ଲୀର ବିଜୟ। ଏହା ସେହି ପରିବାରର ବିଜୟ ଯେଉଁ ପରିବାର ପିଲାମାନେ ଉନ୍ନତ ଶିକ୍ଷା ପାଉଛନ୍ତି,...

View Article

Image may be NSFW.
Clik here to view.

ରିଟ୍‌ ପିଟିସନ ଦାଖଲ କଲା ନିର୍ଭୟା ଦୋଷୀ ବିନୟ, ଜାଣନ୍ତୁ ରିଟ୍‌ ପିଟିସନ କ’ଣ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫାଶୀରୁ ବଞ୍ଚିବାକୁ ଗୋଟିଏ ପରେ ଗୋଟିଏ ଉପାୟ ଆପଣଉଛନ୍ତି ନିର୍ଭୟା ଦୋଷୀ। ମଙ୍ଗଳବାର ପୁଣି ଦୋଷୀ ବିନୟ ଶର୍ମା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ରାଜକ୍ଷମା ଆବେଦନ ଖାରଜକୁ ନେଇ ବିନୟ ଶର୍ମା କୋର୍ଟରେ ରିଟ୍‌ ପିଟିସନ...

View Article


Image may be NSFW.
Clik here to view.

ଦିଲ୍ଲୀରେ ଆପ୍‌ର ହାଟ୍ରିକ, ପଛରେ ପଡ଼ିଲେ ବିଜେପି-କଂଗ୍ରେସ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ୬୨ଟି ଆସନ ପାଇ ଦିଲ୍ଲୀରେ ଆପ୍‌ ଆଗରେ। ବିଜେପି, କଂଗ୍ରେସ ପଛରେ। ଦିଲ୍ଲୀରେ ହାଟ୍ରିକ ବିଜୟ ହାସଲ କରିଛି ଆମ୍‌ ଆଦ୍‌ମୀ ପାର୍ଟି। ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ଆପ୍‌ ଦିଲ୍ଲୀବାସୀଙ୍କ ଦିଲ୍‌ ଜିତିଛି।...

View Article

Image may be NSFW.
Clik here to view.

ପତ୍ନୀଙ୍କ ଜନ୍ମଦିନରେ ବିଜୟର ଉପହାର ଦେଲେ କେଜରିଓ୍ଵାଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀରେ ଆମ୍‌ ଆଦମୀ ପାର୍ଟି ବିଜୟ ଆଡ଼କୁ ବଢ଼ିଚାଲିଛି। ଦଳୀୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ କରାଯାଉଛି। କହିବାକୁ ଗଲେ ଦିଲ୍ଲୀରେ ଆପର ବିଜୟ ଏକ ପ୍ରକାଶ ସୁନିଶ୍ଚିତ। ଏହି ବିଜୟ ସହ କେଜରିଓ୍ଵାଲ ତାଙ୍କ ପତ୍ନୀଙ୍କୁ...

View Article


Image may be NSFW.
Clik here to view.

ବ୍ରହ୍ମପୁର ବସ୍‌ ଟ୍ରାଜେଡି – ଗିରଫ ହେଲା ବସ୍‌ ଡ୍ରାଇଭର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ରହ୍ମପୁରରେ ବସ୍‌ରେ ବିଦ୍ୟୁତ ତାର ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ଗିରଫ ହେଲା ବସ୍‌ ଡ୍ରାଇଭର। ସିଲ୍‌କ ସିଟି ବସ୍‌ର ଡ୍ରାଇଭର ଗଗନ ନାୟକଙ୍କୁ ଗିରଫ କରିଛି ଗୋଳନ୍ଥରା ଥାନା ପୋଲିସ। ବର୍ତ୍ତମାନ ଯାଏଁ ହେଲପର ଫେରାର୍‌...

View Article

Image may be NSFW.
Clik here to view.

ଧଉଳି-କଳିଙ୍ଗ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା –ଓଡ଼ିଶୀ ଓ ସମରକଳା ନୃତ୍ୟରେ ଦର୍ଶକ ବିଭୋର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡେମୀ ଓ ଆର୍ଟ ଭିଜନର ମିଳିତ ଉଦ୍ୟମରେ ଆୟୋଜିତ ୧୬ତମ ଧଉଳି-କଳିଙ୍ଗ ମହୋତ୍ସବର ମଙ୍ଗଳବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ଐତିହାସିକ ଧଉଳି ପାହାଡ଼ର ପାଦଦେଶ ଓଡ଼ିଶୀ ଓ ସମରକଳା...

View Article


Image may be NSFW.
Clik here to view.

ଏସସିବି ସଂପ୍ରସାରଣ ପାଇଁ ଆଜିଠୁ ତୃତୀୟ ପର୍ଯ୍ୟାୟ ଉଚ୍ଛେଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ ଏସସିବି ମେଡିକାଲ ସଂପ୍ରସାରଣ ପାଇଁ ବୁଧବାରଠୁ ତୃତୀୟ ପର୍ଯ୍ୟାୟ ଉଚ୍ଛେଦ ଆରମ୍ଭ ହୋଇଛି। ହିନ୍ଦ୍‌ ସିନେମା ହଲ୍‌ ପଛ ପଟେ ଥିବା ତାଳଗେଣ୍ଡା କେନାଲ ରାସ୍ତାକଡ଼ରୁ ଆଜି ଉଚ୍ଛେଦ କରିଛି ପ୍ରଶାସନ। ଉଚ୍ଛେଦ ପାଇଁ ଚିହ୍ନଟ...

View Article

Image may be NSFW.
Clik here to view.

ରାଉରକେଲାରେ ନିର୍ମାଣ ହେବ ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟର, ଜମି ଯୋଗାଇବେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲାରେ ନିର୍ମାଣ ହେବ ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟର। ଏଥିପାଇଁ କେନ୍ଦ୍ର ସରକାର ୨ଶହ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ରାଜ୍ୟ ସରକାର ଏଥିପାଇଁ କେବଳ ଜମି ପ୍ରଦାନ କରିବେ। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ...

View Article

Image may be NSFW.
Clik here to view.

କୁଖ୍ୟାତ ଆତଙ୍କବାଦୀ ହାପିଜ ସୟିଦକୁ ୫ ବର୍ଷ ଜେଲଦଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାକିସ୍ତାନର କୁଖ୍ୟାତ ଆତଙ୍କବାଦୀ ହାପିଜ ସୟିଦଙ୍କୁ ୫ ବର୍ଷ ଜେଲ। ଆତଙ୍କବାଦୀ ସଙ୍ଗଠନକୁ ଅର୍ଥ ଯୋଗାଣ ମାମଲାରେ ଲାହୋରର ଆତଙ୍କବାଦ ନିରୋଧୀ କୋର୍ଟ(ଆଣ୍ଟି ଟେରୋରିଜିମ୍‌ କୋର୍ଟ) ୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି।...

View Article
Browsing all 11715 articles
Browse latest View live


Latest Images