ଟ୍ରେନ ଯାତ୍ରୀଙ୍କୁ ମିଳିବ ମନୋରଞ୍ଜନର ସୁବିଧା – ଫିଲ୍ମ ଦେଖିବା ସହ ସଙ୍ଗୀତର ମଜା ନେଇ...
ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ରେଳବାଇ ପକ୍ଷରୁ ଚାହିଦା ମୁତାବକ କଣ୍ଟେଣ୍ଟ ସେବା (ସିଓଡି) ୨୦୨୨ ସୁଦ୍ଧା କାର୍ଯ୍ୟକାରୀ ହେବ ୩୦୦୩ଟି ପ୍ରିମିୟମ, ମେଲ ଓ ଏକ୍ସପ୍ରେସ ଟ୍ରେନରେ ମିଳିବ ସୁବିଧା ୫୫୬୩ଟି ୱାଇଫାଇ ସଂଯୁକ୍ତ ରେଳ ଷ୍ଟେସନରେ ମିଳିବ...
View Articleଯାଆରେ ଉଡ଼ି, ଏ ମୋର ଗୁଡ଼ି…
ଓଡ଼ିଶାଲାଇଭ୍ ବ୍ୟୁରୋ (ରିପୋର୍ଟ – ଜୟ ମହାନ୍ତି, ଫଟୋ – ରଶ୍ମୀରଞ୍ଜନ ମହାପାତ୍ର) କଟକ ଆକାଶରେ ଉଡୁଛି ରଙ୍ଗ ବେରଙ୍ଗର ଗୁଡ଼ି। ‘‘ଉଡ଼ି ଉଡ଼ି ଉଡ଼ି… ଯାଆରେ ଉଡ଼ି… ଏ ମୋର ଗୁଡ଼ି… ଖାଆନା ଖାଆନା ତୁ କାନି…ଏ ମୋର ଲଚକମାଣି’’… କାହିଁକି କେଜାଣି ମକର...
View Articleଅନ୍ତର୍ଜାତୀୟ ଧଉଳି କଳା ମହୋତ୍ସବ ଉଦ୍ଯାପିତ
ଓଡ଼ିଶାଲାଇଭ୍ ବ୍ୟୁରୋ ଶାନ୍ତିସ୍ତୁପ ଧଉଳିଠାରେ ଚାଲିଥିବା ଅନ୍ତର୍ଜାତୀୟ ଧଉଳି କଳା ମହୋତ୍ସବ ମଙ୍ଗଳବାର ସନ୍ଧ୍ୟାରେ ଉଦ୍ଯାପିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସଦସ୍ୟ ପ୍ରଶାନ୍ତ ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ...
View Articleସଂକ୍ରାନ୍ତି ପୁରୁଷ ଫକିରମୋହନ ସେନାପତିଙ୍କ ଜନ୍ମଜୟନ୍ତୀ
ଓଡ଼ିଶାଲାଇଭ୍ ବ୍ୟୁରୋ ସଂକ୍ରାନ୍ତି ତିଥିରେ ଜନ୍ମ ଓ ସଂକ୍ରାନ୍ତିରେ ତିଥିରେ ମୃତ୍ୟୁ ହୋଇଥିବାରୁ ଫକିରମୋହନ ସେନାପତିଙ୍କୁ ସଂକ୍ରାନ୍ତି ପୁରୁଷ ବୋଲି କୁହାଯାଇଥାଏ। ଆଜି ତାଙ୍କର ପବିତ୍ର ଜନ୍ମ ତିଥି ଅବସରରେ ଆସନ୍ତୁ ଏହି ମହାନ ଓଡ଼ିଆଙ୍କୁ...
View Articleଆଜି ମକର ସଂକ୍ରାନ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ମକର ସଂକ୍ରାନ୍ତି। ଭାରତର ସବୁ ପ୍ରାନ୍ତରେ ଏହାକୁ ଭିନ୍ନ ଭିନ୍ନ ନାମରେ ପାଳନ କରାଯାଏ। ଖାସ୍ କରି ଏହା ଦକ୍ଷିଣ ଭାରତର ସବୁଠାରୁ ବଡ଼ ପର୍ବ। ଦକ୍ଷିଣଭାରତରେ ଏହାକୁ ପୋଙ୍ଗଲ ବୋଲି କୁହାଯାଏ। ମକର ସଂକ୍ରାନ୍ତିରେ...
View Articleବାଲେଶ୍ଵରର ‘ଶାନ୍ତିକାନନ’ – ଫକିରମୋହନ ସେନାପତି ସାଧନା ଓ ସମାଧିସ୍ଥଳ
ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଆ ଭାଷା ସାହିତ୍ୟର ବ୍ୟାସ କବି ତଥା ଭାଷା ସୁରକ୍ଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଫକିର ମୋହନ ସେନାପତିଙ୍କ ସାଧନା ସ୍ଥଳ ଶାନ୍ତିକାନନ ବିଷୟରେ ଜାଣନ୍ତୁ। ବାଲେଶ୍ଵର ପୌରାଞ୍ଚଳ ଅନ୍ତର୍ଗତ ମଲ୍ଲିକାଶପୁର ଗ୍ରାମରେ ରହିଛି...
View Articleମକର ସଂକ୍ରାନ୍ତି –ମିଠାର ଦିନ
ଅସିତ ମହାନ୍ତି ଆଜି ମକର ସଂକ୍ରାନ୍ତି। ସୂର୍ଯ୍ୟଦେବଙ୍କର ଉତ୍ତରାୟଣର ଉଷା। କାରଣ ଏହିଦିନରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଯାତ୍ରାର ଅୟମାରମ୍ଭ ହୁଏ। ଏହିଠାରୁ ଶୀତ କ୍ରମେ ସରି ସରି ଆସେ ଏବଂ ବସନ୍ତ ଆଗମନୀର ସୂଚନା ଆସ୍ତେ ଆସ୍ତେ ମିଳିବାର ଉପକ୍ରମ...
View Articleଆମକୁ ଖାଲି ମିଳୁଛି ତାରିଖ ପରେ ତାରିଖ – ନିର୍ଭୟାଙ୍କ ମା’
ଓଡ଼ିଶାଲାଇଭ୍ ବ୍ୟୁରୋ “ଅପରାଧୀ ଯାହା ଚାହୁଁଛନ୍ତି ସେୟା ହେଉଛି। ଆମକୁ ଖାଲି ତାରିଖ ପରେ ତାରିଖ ମିଳୁଛି। ଆମ ବ୍ୟବସ୍ଥାରେ ସେୟା ଅଛି ଏଠି କେବଳ ଅପରାଧୀମାନଙ୍କର କଥା ଶୁଣାଯିବ” କହିଛନ୍ତି ନିର୍ଭୟାଙ୍କ ମା’ ଆଶା ଦେବୀ। ଶୁକ୍ରବାର ନିର୍ଭୟା...
View Articleଦ୍ଵିତୀୟ ଦିନରେ ୧୯୫୬ଜଣଙ୍କ ବିଦ୍ୟୁତ କାଟିଲା ସେସୁ
ଓଡ଼ିଶାଲାଇଭ୍ ବ୍ୟୁରୋ ଡେଡ୍ ଲାଇନ ଶେଷ ହେବା ପରେ ଏବେ ଆକ୍ସନ ମୋଡ଼ରେ ସେସୁ। ବକେୟା ବିଦ୍ୟୁତ ବିଲ୍ ଦେଉ ନଥିବା ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ ସିଧାସଳଖ କାଟି ଦିଆଯାଉଛି। ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି ଏହି ବିଦ୍ୟୁତ କାଟ୍ କାର୍ଯ୍ୟ।...
View Article୩୬ ରନ୍ରେ ରାଜକୋଟ୍ ଦିନିକିଆ ଜିତିଲା ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ ଓ୍ଵାଙ୍ଖଡେର ବଦଲା ରାଜକୋଟରେ ନେଲା ଟିମ୍ ଇଣ୍ଡିଆ। ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦ୍ଵିତୀୟ ଦିନିକିଆରେ ଭାରତ ଦମଦାର ବିଜୟ ହାସଲ କରିଛି। ଏହା ମ୍ୟାଚରେ ଭାରତ ୩୬ରନ୍ରେ ବିଜୟୀ ହୋଇଛି। ଓ୍ଵାଙ୍ଖଡେ ଷ୍ଟାଡିୟମରେ...
View Articleମୁହଁ ଖୋଲିଲେ ଆଇଏଏସ୍ ବିଜୟକେତନଙ୍କ ସ୍ତ୍ରୀ – ‘‘ମୋ ସ୍ୱାମୀଙ୍କ ଗିରଫଦାରୀ ପଛରେ ବଡ଼ ଧରଣର...
ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ‘‘ମୋ ସ୍ୱାମୀଙ୍କ ଗିରଫଦାରୀ ପଛରେ ବଡ ଧରଣର ଷଡ଼ଯନ୍ତ୍ର ରହିଛି। ଭିଜିଲାନ୍ସ ୧ଲକ୍ଷ ଟଙ୍କା ଜବତ କରିଛି ବୋଲି ଯେଉଁ ଦାବି କରିଛି ତାହା ସଂପୂର୍ଣ୍ଣ ମିଛ। ସିଧାସଳଖ ଭାବେ ଭିଜିଲାନ୍ସ କୌଣସି ଟଙ୍କା ଜବତ କରିନାହିଁ’’,...
View Articleପଶ୍ଚିମ-ମଧ୍ୟ ରେଲୱେରେ ଆପ୍ରେନଟିସ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି, ଫେବ୍ରୁଆରି ୧୪ ଯାଏଁ...
ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମ-ମଧ୍ୟ ରେଲୱେ ଜବଲପୁର ମଣ୍ଡଳରେ ବିଭିନ୍ନ ଟ୍ରେଡ୍ରେ ୧୨୭୩ ଆପ୍ରେନଟିସ୍ ନିଯୁକ୍ତ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାନୁଆରି ୧୫ ତାରିଖରୁ ଏନେଇ ଆବେଦନ ଆରମ୍ଭ ହୋଇଯାଇଛି। ଇଚ୍ଛୁକ ପ୍ରାର୍ଥୀ ଆସନ୍ତା...
View Articleଦିନିକିଆରେ ୧୦୦ ଓ୍ଵିକେଟ ପୂରଣ କଲେ କୁଲଦୀପ ଯାଦବ
ଓଡ଼ିଶାଲାଇଭ୍ ବ୍ୟୁରୋ ଦିନିକିଆରେ ଆଉ ଏକ ରେକର୍ଡ କଲେ ଭାରତୀୟ ସ୍ପିନର କୁଲଦୀପ ଯାଦବ। ସେ ଦ୍ରୁତତମ ବୋଲର ଭାବେ ଏହି ୧୦୦ ଓ୍ଵିକେଟ ପୂରଣ କରିଛନ୍ତି। ରାଜକୋଟ୍ ଦିନିକିଆରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି। ଆଲେକ୍ସ କ୍ୟାରିଙ୍କ ଓ୍ଵିକେଟ...
View Article୩୪ଟି ଅବକାରୀ ସବ୍ଇନ୍ସପେକ୍ଟର ପଦବୀରେ ନିଯୁକ୍ତି ସୁଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ OSSCରେ ଚାକିରି ସୁଯୋଗ। ୩୪ଟି ଅବକାରୀ ସବ୍ଇନ୍ସପେକ୍ଟର ପାଇଁ କରିପାରିବେ ଆବେଦନ। ରାଜ୍ୟ ଅବକାରୀ କମିସନ୍ ଅଧିନରେ ୩୪ଟି ସବ୍-ଇନ୍ସପେକ୍ଟର ପଦବୀରେ ନିଯୁକ୍ତି ସୁଯୋଗ। ଏନେଇ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ପକ୍ଷରୁ...
View Articleପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ – ଓଡ଼ିଶା ଟପ୍ପର ହେଲେ ସୌରଭ ସୌମ୍ୟକାନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ। ୯୯.୯ ସ୍କୋର କରି ଓଡ଼ିଶା ଟପ୍ପର ହେଲେ ସୌରଭ ସୌମ୍ୟକାନ୍ତ। ସେହିପରି ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସ୍ଥିତିପ୍ରଜ୍ଞା ସାହୁ। ୯୯.୮ ମାର୍କ ରଖି ସ୍ଥିତିପ୍ରଜ୍ଞା ଦ୍ୱିତୀୟ...
View Articleଖୋର୍ଦ୍ଧାରେ ହାତୀ ଆକ୍ରମଣ –ଦୁଇ ମୃତ, ଜଣେ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ ): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ହଜ ଅଞ୍ଚଳରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ଶୁକ୍ରବାର ରାତିରେ ହଜ ଓ କଲରାଝରକୁ ୨୦ରୁ ୨୫ ହାତୀ ପଶି ଆସିଥିଲେ। ହାତୀ ଧାନ ବସ୍ତା, କଳେଇ, ରବି...
View Article୧୧ ଜିଲ୍ଲାକୁ କୁହୁଡ଼ି ସତର୍କତା
ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟରେ ଜାରି ରହିବ ଘନ କୁହୁଡ଼ି। ମୋଟ୍ ୧୧ଟି ଜିଲ୍ଲାରେ କୁହୁଡ଼ିର ପ୍ରଭାବ ଅଧିକ ରହିବ। ଏନେଇ ସତର୍କ ସୂଚନା ଜାରି କରିଛନ୍ତି ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗର ଡ୍ୟୁଟି ଅଫିସର ଚରଣ ବେହେରା।...
View Articleକାର୍ ଦୁର୍ଘଟଣାରେ ଅଭିନେତ୍ରୀ ଶାବନା ଆଜ୍ମୀ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ କାର୍ ଦୁର୍ଘଟଣାରେ ପ୍ରସିଦ୍ଧ ଅଭିନେତ୍ରୀ ତଥା ବଲିଉଡ ଗୀତିକାର ଜାଭେଦ ଅଖତର୍ଙ୍କ ପତ୍ନୀ ଶାବନା ଆଜ୍ମୀ ଗୁରତର। ତାଙ୍କୁ ପନବେଲର ଏମଜିଏମ୍ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବା...
View Article‘ହାଓଡି ମୋଦୀ’ ଭଳି ଗୁଜରାଟରେ ହେବ ‘ହାଓଡି ଟ୍ରମ୍ପ’ –ଯୋଗଦେବେ ଆମେରିକା ରାଷ୍ଟ୍ରପତି...
ଓଡ଼ିଶାଲାଇଭ୍ ବ୍ୟୁରୋ ‘ହାଓଡି ମୋଦୀ’ ଭଳି ଭାରତର ଗୁଜରାଟରେ ଆୟୋଜିତ ହେବ ‘ହାଓଡି ଟ୍ରମ୍ପ’ କାର୍ଯ୍ୟକ୍ରମ। ଏଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଗଦେବା ସହ ଆମେରିକାର ନାଗରିକତ୍ୱ ପାଇଥିବା ଭାରତୀୟମାନଙ୍କୁ ଭୋଟ ଭିକ୍ଷା...
View Articleଲୋକକଳା ମାଧ୍ୟମରେ ‘ଦୁଃସ୍ଥ ଦାଦନ’ ରୋକିବା ପାଇଁ ଅଣ୍ଟା ଭିଡ଼ିଲେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ ୪ ଜିଲ୍ଲାରେ ଦୁଃସ୍ଥ ଦାଦନ ରୋକିବା ପାଇଁ ହେବ ସଚେତନତା ଲୋକକଳା ମାଧ୍ୟମରେ କରାଯିବ ସଚେତନ କଳାହାଣ୍ଡି, ବରଗଡ଼, ବଲାଙ୍ଗିର ଏବଂ ନୂଆପଡ଼ା ଜିଲ୍ଲାରେ ଆରମ୍ଭ ହେଲା ଅଭିଯାନ ସଂସ୍କୃତି ବିଭାଗ ସମ୍ମିଳନୀ କକ୍ଷରେ ତିନି ଦିନିଆ...
View Article