Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କାର୍‌ ଦୁର୍ଘଟଣାରେ ଅଭିନେତ୍ରୀ ଶାବନା ଆଜ୍‌ମୀ ଗୁରୁତର

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

କାର୍‌ ଦୁର୍ଘଟଣାରେ ପ୍ରସିଦ୍ଧ ଅଭିନେତ୍ରୀ ତଥା ବଲିଉଡ ଗୀତିକାର ଜାଭେଦ ଅଖତର୍‌ଙ୍କ ପତ୍ନୀ ଶାବନା ଆଜ୍‌ମୀ ଗୁରତର। ତାଙ୍କୁ ପନବେଲର ଏମଜିଏମ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି।

ମୁମ୍ବାଇ-ପୁନେ ରାସ୍ତାରେ ଶନିବାର ଶାବନାଙ୍କ କାର୍‌ ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଶାବନା ଓ ତାଙ୍କ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।

The post କାର୍‌ ଦୁର୍ଘଟଣାରେ ଅଭିନେତ୍ରୀ ଶାବନା ଆଜ୍‌ମୀ ଗୁରୁତର appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images