Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ବିଗ୍ ବି ଅମିତାଭଙ୍କ ଘର ହେଉଛି ସାନିଟାଇଜ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ କରୋନା ପଜିଟିଭ ଜଣାପଡ଼ିବା ପରେ ପୂରା ବଲିଉଡ ପୂରା ହଲଚଲ ହୋଇଯାଇଛି। ବିଗ୍‌ ବିଙ୍କର କରୋନା ପଜିଟିଭ୍‌ ପରେ ରବିବାର ଅମିତାଭଙ୍କର ୩ଟି ବଙ୍ଗଳା, ଜେଲସା, ପ୍ରତୀକ୍ଷା, ଜନକକୁ ସାନିଟାଇଜ କରାଯାଇଛି।

CGU new

ବିଗ୍‌ ବି ଓ ଅଭିଷେକ ଏବେ ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଭଲ ଥିବା ଡାକ୍ତର ସୂଚନା ଦେଇଛନ୍ତି।

ଅନ୍ୟପଟେ ବିଗ୍‌ ବିଙ୍କ ପତ୍ନୀ ଜୟା ବଚ୍ଚନ, ବୋହୂ ଐଶ୍ୱର୍ଯ୍ୟା, ନାତୁଣୀ ଆରାଧ୍ୟଙ୍କର କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି।

The post ବିଗ୍ ବି ଅମିତାଭଙ୍କ ଘର ହେଉଛି ସାନିଟାଇଜ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images