ଆଦିତ୍ୟ ଦାସ ମୃତ୍ୟୁ ଘଟଣାରେ ନୂଆ ମୋଡ଼ – ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ ଯୁବ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ଆଜି ଏକ ନୂଆ ମୋଡ଼ ଦେଖିବାକୁ ମିଳିଛି। ସରକାରୀ ରେଳବାଇ ପୋଲିସ ପକ୍ଷରୁ ୩୦୨ ଦଫାରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ଏହାର ତଦନ୍ତ ଆରମ୍ଭ କରାଯାଇଛି। ଆଦିତ୍ୟ ଦାସଙ୍କ...
View Articleପାକିସ୍ତାନର ଦାବି –କୁଳଭୂଷଣ ତାଙ୍କ ମୃତ୍ୟୁ ଦଣ୍ଡର ପୁନର୍ବିଚାର କରିବାକୁ ମନା କରୁଛନ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ ପାକସ୍ତାନରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବ ତାଙ୍କ ମାମଲାର ପୁନର୍ବିଚାର କରିବାକୁ ଚାହୁଁନଥିବା ଦର୍ଶାଇଛି ପାକସ୍ତାନ। ଏହାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଆପତ୍ତି ଉଠାଇଛି। ଏହାସହିତ...
View Articleଅଗଷ୍ଟରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି, ୩୦ ପ୍ରତିଶତରୁ ଅଧିକ କମିପାରେ ସିଲାବସ୍
ଓଡିଶାଲାଇଭ୍ ବ୍ୟୁରୋ ଅଗଷ୍ଟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହେବ। ସ୍କୁଲ ଖୋଲିବାକୁ ଆଧାର କରି କେତେ ପ୍ରତିଶତ ପାଠ ପଢ଼ାଯିବ ତାହା ସ୍ଥିର କରାଯିବ। ଆବଶ୍ୟକ ହେଲେ ୩୦ ପ୍ରତିଶତରୁ ଅଧିକ ପାଠ୍ୟକ୍ରମ ହ୍ରାସ...
View Articleଲକଡାଉନରେ ଖୋଲିଲା ମହାରାଷ୍ଟ୍ରର ଖଣ୍ଡୋବା ମନ୍ଦିର, ଭଗବାନଙ୍କୁ ଚଢ଼ାଗଲା ୧୦୧ କ୍ୱିଣ୍ଟାଲ୍...
ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଆତଙ୍କ ଯୋଗୁଁ ଗତ କିଛି ମାସ ଧରି ଶିକ୍ଷା ଅନୁଷ୍ଠାନଠାରୁ ଆରମ୍ଭ କରି ସିନେମା ହଲ୍ ଓ ତୀର୍ଥସ୍ଥାନ ପର୍ଯ୍ୟନ୍ତ ସବୁ ବନ୍ଦ ରହିଛି। ତେବେ କିଛି ମନ୍ଦିର ଏବେ ନିୟମ ଭିତରେ ରହି ଭକ୍ତଙ୍କୁ ସ୍ୱାଗତ ଜଣାଇଲେଣି।...
View Articleସଂକ୍ରମଣ ବଢୁଥିବାରୁ ଗଞ୍ଜାମ-ଖୋର୍ଦ୍ଧା ସୀମା ସିଲ୍, ରାସ୍ତାରେ ଅଟକି ରହିଛି ଗାଡ଼ି
ଓଡିଶାଲାଇଭ୍ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ-ଖୋର୍ଦ୍ଧା ବର୍ଡରକୁ ସିଲ କରାଯାଇଛି। ଜିଲ୍ଲା ପ୍ରଶାସନର ଏହି କଟକଣା ଯୋଗୁଁ ସୀମାରେ ଶହ ଶହ...
View Articleରାଜ୍ୟରେ ପୁଣି ୫୯୫ କରୋନା ପଜିଟିଭ୍ ଚିହ୍ନଟ –ଗଞ୍ଜାମରୁ ସର୍ବାଧିକ ୨୩୦
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ତ ୨୪ ଘଣ୍ଟା ମଧ୍ୟରେ ୨୧ ଜିଲ୍ଲାରୁ ୫୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୧୨୧ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ...
View Articleଦେଶରେ ସାଢ଼େ ୮ ଲକ୍ଷରେ ପହଞ୍ଚିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୨ ହଜାରରୁ ଅଧିକ ମୃତ୍ୟୁ
ଓଡିଶାଲାଇଭ୍ କରୋନା ବ୍ୟୁରୋ ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି। ରବିବାର ପୁଣି ୧୯,୭୯୧ ଜଣ ପଜିଟିଭ୍ ଚିହ୍ନଟ ହେବାପରେ ଦେଶରେ କରେନା ଆକ୍ରାନ୍ତଙ୍କ...
View Articleକରୋନାରେ ଆଉ ୩ ଜଣଙ୍କ ମୃତ୍ୟୁ –ସମସ୍ତ ମୃତକ ଗଞ୍ଜାମର
ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାରେ ରାଜ୍ୟରେ ଆଉ ୩ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତକ ବ୍ୟକ୍ତି ଗଞ୍ଜାମର ଜଣାପଡ଼ିଛି। ଫଳରେ ଏବେ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୩୯ରେ ପହଞ୍ଚିଥିଲା ବେଳେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା...
View Articleମାଲକାନଗିରି ମ୍ୟୁନିସିପାଲିଟି ଓ ବାଲିମେଳା NAC ସପ୍ତାହେ ଯାଏଁ ଲକଡାଉନ୍
ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଲକାନଗିରି ମ୍ୟୁନିସିପାଲିଟି ଓ ବାଲିମେଳା ଏନ୍ଏସି ଅଞ୍ଚଳକୁ ଲକଡାଉନ୍ ଘୋଷଣା କରାଯାଇଛି। ଏହି ଲକଡାଉନ ଜୁଲାଇ ୧୩ ମଧ୍ୟରାତ୍ରରୁ ୧୯ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର...
View Articleବିକାଶ ଦୁବେକୁ ଉଜ୍ଜୈନରୁ କାନପୁର ଆଣୁଥିବା ଜଣେ ପୋଲିସ କର୍ମଚାରୀ କରୋନା ପଜିଟିଭ୍
ଓଡିଶାଲାଇଭ୍ ବ୍ୟୁରୋ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଉଜ୍ଜୈନରୁ କାନପୁର ଆଣିବାକୁ ଯାଇଥିବା ପୋଲିସ ଟିମର ଜଣେ କନେଷ୍ଟବଳ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ବିକାଶ ଦୁବେକୁ ଉଜ୍ଜୈନ ନେବାବେଳେ ଯେଉଁ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ...
View Articleବିଗ୍ ବି ଅମିତାଭଙ୍କ ଘର ହେଉଛି ସାନିଟାଇଜ
ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ କରୋନା ପଜିଟିଭ ଜଣାପଡ଼ିବା ପରେ ପୂରା ବଲିଉଡ ପୂରା ହଲଚଲ ହୋଇଯାଇଛି। ବିଗ୍ ବିଙ୍କର କରୋନା ପଜିଟିଭ୍ ପରେ ରବିବାର ଅମିତାଭଙ୍କର ୩ଟି ବଙ୍ଗଳା, ଜେଲସା,...
View Articleଅନୁପମ ଖେରଙ୍କ ମାଆଙ୍କ ସମେତ ପରିବାରର ୪ ସଦସ୍ୟ କରୋନା ପଜିଟିଭ୍
ଓଡିଶାଲାଇଭ୍ ବ୍ୟୁରୋ ବଲିଉଡ ଅଭିନେତା ଅନୁପମ ଖେରଙ୍କ ମା’ ଏବଂ ଭାଇଙ୍କ ସମେତ ପରିବାରର ୪ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ଅନୁପମ ରବିବାର ଟୁଇଟ୍ କରି ସୂଚନା ଦେଇଛନ୍ତି। ଅନୁପମ ଟୁଇଟ୍ କରିଥିବା ଏହି ଭିଡିଓରେ...
View Articleନବରଙ୍ଗପୁର ଟିଏମସିରୁ ବିଏସଏଫ୍ ଯବାନ ଫେରାର
ଓଡିଶାଲାଇଭ୍ ବ୍ୟୁରୋ ନବରଙ୍ଗପୁର ପଲିଟେକ୍ନିକ ଟିଏମସିରୁ ଜଣେ ବିଏସଏଫ୍ ଯବାନ ଫେରାର ହୋଇଯାଇଛନ୍ତି। ଏନେଇ ବିଏସଏଫ୍ ପକ୍ଷରୁ ରବିବାର ନବରଙ୍ଗପୁର ଥାନାରେ ଅଭିଯୋଗ କରାଯାଇଛି। ଫେରାର ଯବାନଜଣଙ୍କ ଗତ ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରର ବୋଲି ସୂଚନା...
View Articleଜୁଲାଇ ୧୩ ରୁ କଟକରୁ ହଟିବ ସଟଡାଉନ୍, ଖୋଲିବ ସପିଂ ମଲ୍
ଓଡିଶାଲାଇଭ୍ ବ୍ୟୁରୋ କଟକ ମହାନଗର ନିଗମ ଅଞ୍ଚଳରୁ ହଟିବ ସଟଡାଉନ୍। ଜୁଲାଇ ୧୩ ତାରିଖରୁ ସଟଡାଉନ୍ ହଟିବା ନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ସହରରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା କାଲିଠାରୁ ଜୁଲାଇ ୩୧...
View Articleକରୋନା ଭଳି ଏଡ୍ସରେ ବି ସାଙ୍ଘାତିକ ହୋଇଥିଲା ଗଞ୍ଜାମ ସ୍ଥିତି
ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ସଂକ୍ରମଣ କ୍ଷେତ୍ରରେ ଗଞ୍ଜାମ ଏବେ ସବା ଉପରେ। ଦିନକୁ ଦିନ ଏହା କାୟା ବିସ୍ତାର କରି ଚାଲିଛି ଯାହାକି ଓଡ଼ିଶା ସରକାର ଓ ଗଞ୍ଜାମ ଜିଲ୍ଲା ପ୍ରଶାସନର ନିଦ ହଜେଇ ଦେଇଛି। ପଜିଟିଭ କେସ ଓ ମୃତ୍ୟୁ ହାର ଗଞ୍ଜାମ...
View Articleରାଜସ୍ଥାନ ରାଜନୀତିରେ ହଟଚମଟ, ପଦ୍ମ ଧରିପାରନ୍ତି ସଚିନ ପାଇଲଟ
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜସ୍ଥାନ ରାଜନୀତିରେ ଦେଖିବାକୁ ମିଳିପାରେ ବଡ଼ ଧରଣର ପରିବର୍ତ୍ତନ। ଏପରିକି ଏଠାରେ ଶାସନଗାଦି କଂଗ୍ରେସ ହାତରୁ ଖସି ଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। କାରଣ ରାଜସ୍ଥାନର ଗେହଲଟ ସରକାରରେ ଉପ-ମୁଖ୍ୟମନ୍ତ୍ରୀ...
View Articleକରୋନା ଟିକାର ସଫଳ ପରୀକ୍ଷଣ କରିଥିବା ଦାବି କଲା ୠଷ
ଓଡ଼ିଶାଲାଇଭ୍ ବ୍ୟୁରୋ ସମଗ୍ର ବିଶ୍ୱ ଏବେ କରୋନା ସହ ଲଢ଼ୁଛି। ଶହ ଶହ ବୈଜ୍ଞାନିକ ଏବଂ ବିଶେଷଜ୍ଞ କରୋନା ଟିକା ଖୋଜିବାରେ ବ୍ୟସ୍ତ ଅଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଆଶା କରାଯାଉଥିବା ସଫଳତା ହାସଲ କରାଯାଇ ନାହିଁ। ଏହାରି ମଧ୍ୟରେ ୠଷ ସେଚିନୋଭ୍...
View Articleଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ ଜୁଲାଇ ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ରେଜଲ୍ଟ। ବର୍ତ୍ତମାନ ସୁଦ୍ଧା ଖାତା ଦେଖା ସରିଛି ଏବଂ ଟାବୁଲେସନ ପକ୍ରିୟା ଜାରି ରହିଛି। ତେଣୁ ଖୁବଶୀଘ୍ର ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି...
View Articleସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ରେଜଲ୍ଟ ପ୍ରକାଶ
ଓଡ଼ିଶାଲାଇଭ୍ ବ୍ୟୁରୋ ସିବିଏସଇ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି। ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ମନ୍ତ୍ରୀ ରମେଶ ପୋଖରିୟାଲ ଟୁଇଟ କରି ସୂଚନା ଦେଇଛନ୍ତି। Dear Students,...
View Articleସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା – ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ଗଲା ଡାଏରୀ
ଓଡ଼ିଶାଲାଇଭ୍ ବ୍ୟୁରୋ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ଗୋଟିଏ ପରେ ଗୋଟିଏ ନୂଆକଥା ପଦାକୁ ଆସୁଛି। ଏହାରି ଭିତରେ ଆଜି ଆଦିତ୍ୟଙ୍କ ଡାଏରୀରେ ଲେଖାଥିବା ସୁଇସାଇଡ୍ ନୋଟ ତାଙ୍କର କି ନୁହେଁ ତାହା ଜାଣିବା ପାଇଁ ଏହାକୁ ହ୍ୟାଣ୍ଡ...
View Article