Quantcast
Channel: Featured Archives - OdishaLIVE
Browsing all 11715 articles
Browse latest View live

Image may be NSFW.
Clik here to view.

ଏଣିକି ଅନ୍‌ଲାଇନ୍‌ରେ ସମ୍ପତ୍ତି ଟିକସ ପଇଠ କରିପାରିବେ ପୌରାଞ୍ଚଳବାସୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନ୍‌ଲାଇନ୍‌ ସମ୍ପତ୍ତି ଟିକସ ବ୍ୟବସ୍ଥା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ୧୧୪ ପୌରାଞ୍ଚଳ ବାସିନ୍ଦା ପାଇବେ ସୁବିଧା ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପଦକ୍ଷେପ ଟିକସ ଆଦାୟ ବୃଦ୍ଧି ପାଇଁ ମ୍ୟୁନସିପାଲ୍‌ ପ୍ରିମିୟର ଲିଗ୍‌...

View Article


Image may be NSFW.
Clik here to view.

ଚାଷୀମାନଙ୍କର ଆୟ ବଢ଼ିଛି, ବହୁ ଯୁବକ ଚାଷ ପ୍ରତି ଆକର୍ଷିତ ହେଉଛନ୍ତି – ଡକ୍ଟର ଅରୁଣ କୁମାର...

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘କୃଷି ଓଡ଼ିଶା-୨୦୨୦’ରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ କହିଲେ – ଯୁବ ଚାଷୀ ଚାଷ ପ୍ରତି ଆଗ୍ରହ ପ୍ରକାଶ କରିବା ରାଜ୍ୟ ଓ ଦେଶ ପାଇଁ ଶୁଭସଙ୍କେତ। ‘‘ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର କୃଷି...

View Article


Image may be NSFW.
Clik here to view.

ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଆସିଷ୍ଟାଣ୍ଟ୍ ଫିସେରିଜ୍‌ ଅଫିସର ପଦବୀରେ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଓଡ଼ିଶାରେ ୩୧ଟି ଆସିଷ୍ଟାଣ୍ଟ୍ ଫିସେରିଜ୍‌ ଅଫିସର ପଦବୀ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀରେ କେବଳ ଏସ୍‌ସି ଏବଂ ଏସ୍‌ଟି ପ୍ରାର୍ଥୀମାନେ ହିଁ...

View Article

Image may be NSFW.
Clik here to view.

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟରୁ ବାଦ ପଡ଼ିପାରନ୍ତି ଇଶାନ୍ତ ଶର୍ମା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡ଼ିପାରନ୍ତି ପେସ ବୋଲର ଇଶାନ୍ତ ଶର୍ମା। ଏହି ଗସ୍ତ ପାଇଁ ଦଳ ଘୋଷଣା ହେବା ପୂର୍ବରୁ ସେ ଆହତ ହୋଇଛନ୍ତି। ଦିଲ୍ଲୀରେ ରଣଜୀ ମ୍ୟାଚ ଖେଳୁଥିବା ସମୟରେ ତାଙ୍କ ପାଦରେ ଆଘାତ...

View Article

Image may be NSFW.
Clik here to view.

ଦାଦନ ଖଟିବାକୁ ଯାଇ ୪ ବର୍ଷ ହୋଇଯିବ ଘରକୁ ଫେରିନି ପୁଅ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆର୍ଥିକ ସମସ୍ୟା ଯୋଗୁଁ ପୁଅକୁ ଦାଦାନ କାମ ପାଇଁ ବିଶାଖାପାଟଣା ପଠାଇଥିଲେ ପରିବାର ଲୋକ, ହେଲେ ୪ ବର୍ଷ ହୋଇଯିବ ଘରକୁ ଫେରୁନି ପୁଅ। ଦାଦନ ଖଟି ଯାଇଥିଲା ପୁଅ। ପ୍ଲାଏଉଡ୍ ଫ୍ୟାକ୍ଟ୍ରିରେ ମିଳିଥିଲା କାମ। ମାସକୁ ୮ ହଜାର...

View Article


Image may be NSFW.
Clik here to view.

ଆଗେଇଲା ତାଳଚେର ସାର କାରଖାନା ପୁନରୁଦ୍ଧାର କାମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ତାଳଚେରଠାରେ ଥିବା କୋଇଲା ବାଷ୍ପୀ କରଣ ୟୁରିଆ ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟ ଜୋର ଧରିଛି। ୨୦୨୩ ସେପ୍ଟେମ୍ବର ମାସରେ ଏହାର ଉତ୍ପାଦନ ଆରମ୍ଭ ହେବ। ଏହି କାରଖାନା ପାଇଁ ବଭିନ୍ନ କାମ ବାବଦକୁ ୮ ହଜାର କୋଟି ଟଙ୍କା...

View Article

Image may be NSFW.
Clik here to view.

ଜୁନ୍‌ ୧ସୁଦ୍ଧା ସାରାଦେଶରେ ଲାଗୁ ହେବ ‘ଓ୍ୱାନ୍‌ ନେସନ, ୱାନ ରାସନ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୁନ୍‌ ୧ ସୁଦ୍ଧା ସାରାଦେଶରେ ଲାଗୁ ହେବ ଓ୍ୱାନ୍‌ ନେସନ, ୱାନ ରାସନ କାର୍ଡ। କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମବିଳାସ ପାଶ୍ୱାନ ଏନେଇ ସୂଚନା ଦେଇଛନ୍ତି। ଏହି ଯୋଜନାରେ ହିତାଧିକାରୀ ଯେକୌଣସି ସ୍ଥାନରେ ସୁବିଧା...

View Article

Image may be NSFW.
Clik here to view.

ଗର୍ଭବତୀଙ୍କ ପାଇଁ କ୍ଷତିକାରକ ଲମ୍ବା ନଖ

ଓଡ଼ିଶାଲାଇଭ୍‌ ବ୍ୟୁରୋ କ୍ୟାରୋଟିନ୍ ନାମକ ଏକ ପ୍ରୋଟିନ୍‌ରେ ତିଆରି ହୁଏ ନଖ। ଏହା ହାତ ଓ ପାଦ ଆଙ୍ଗୁଳିରେ ଥିବା ସମ୍ବେଦନଶୀଳ କୋଷିକାଗୁଡ଼ିକୁ ସୁରକ୍ଷା ଦିଏ। ଲମ୍ବା ନଖ ଶରୀରରେ ବିଭିନ୍ନ ସଂକ୍ରମଣ ଆଉ ରୋଗକୁ ବି ନିମନ୍ତ୍ରଣ କରେ। ନଖରେ ଜମି...

View Article


Image may be NSFW.
Clik here to view.

୧ ନମ୍ବର ହାଟ ସାମ୍ନା ରୋଡରେ ହେବନି ବାଇକ୍ ପାର୍କିଂ, ନିୟମ ଭାଙ୍ଗିଲେ ଗଣିବେ ତଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜମହଲ ଛକରୁ ଏଜି ଛକ ରୋଡରେ ବାଇକ୍ ପାର୍କିଂକୁ ବେଆଇନ୍ କରିଛି କମିସନରେଟ୍ ପୋଲିସ। ଏକ ନମ୍ବର ହାଟ ସାମ୍ନା ରୋଡରେ ଆପଣ ବାଇକ୍ ପାର୍କିଂ କରୁଛନ୍ତି କି? ତେବେ ଏବେଠୁ ସାବଧାନ୍ ହୋଇଯାଆନ୍ତୁ, କାରଣ ଏହି ରୋଡରେ...

View Article


Image may be NSFW.
Clik here to view.

ବୁଧବାର ଭୁବନେଶ୍ୱର, ପୁରୀରେ ହେବ ପାୱାର କଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବୁଧବାର ରାଜଧାନୀ ଭୁବନେଶ୍ୱର ଓ ପୁରୀ ଜିଲ୍ଲାର ଅଧିକାଂଶ ସ୍ଥାନରେ ବିଦ୍ୟୁତ ମରାମତି କାମ ପାଇଁ ପାୱାର କଟ୍ କରାଯିବ। ଏନେଇ ମଙ୍ଗଳବାର ସେସୁ ପକ୍ଷରୁ ସୂଚନା ଦିଆଯାଇଛି। ଡିସେମ୍ବର ୨୨ ତାରିଖ ଦିନ ସକାଳ ୯ଟାରୁ ଦିନ ୧୨ଟା...

View Article

Image may be NSFW.
Clik here to view.

୭ ଘଣ୍ଟାର ଅପେକ୍ଷା ପରେ ପ୍ରାର୍ଥିପତ୍ର ଦାଖଲ କଲେ କେଜରିୱାଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ୭ ଘଣ୍ଟାର ଅପେକ୍ଷା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବିଧାନସଭା ନିର୍ବାଚନ ପାଇଁ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମଙ୍ଗଳବାର ସେ ଦିଲ୍ଲୀ ଜାମନଗର ହାଉସରେ ନିଜର ପ୍ରାର୍ଥିପତ୍ର ଦାଖଲ...

View Article

Image may be NSFW.
Clik here to view.

ଚାଷୀଙ୍କୁ ଋଣ ଦେବା କ୍ଷେତ୍ରରେ ସମବାୟ ବ୍ୟାଙ୍କ ନେଇଛି ପ୍ରମୁଖ ଭୂମିକା: ସମବାୟ ମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୃଷି ଓଡ଼ିଶାରେ ସମବାୟ ଓ ବ୍ୟାଙ୍କିଙ୍ଗ୍ ଦିବସ ଇ-ଲାଇସେନ୍ସିଂର ୱେବସାଇଟ ଓ ପୁସ୍ତିକା ଲୋକାର୍ପିତ କୃଷି କ୍ଷେତ୍ରକୁ ସମୃଦ୍ଧ କରିବା ପାଇଁ ଦିନ ସାରା ଚାଲିଲା ମାରାଥନ ଆଲୋଚନା ଆଲୋଚନାରେ ଭାଗ ନେଲେ କୃଷି ବିଶେଷଜ୍ଞ “ଆମ...

View Article

Image may be NSFW.
Clik here to view.

‘କୃଷି ଓଡ଼ିଶା’ରେ ସିଇଓ ମିଟ୍: କୃଷି କ୍ଷେତ୍ରର ବିକାଶ ପାଇଁ ପ୍ରମୁଖ କମ୍ପାନି ସହ ଆଲୋଚନା...

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରରେ ‘କୃଷି ଓଡ଼ିଶା’ ବିଭିନ୍ନ କମ୍ପାନିର ସିଇଓଙ୍କ ସହ ଆଲୋଚନା କଲେ ସରକାର ଓଡ଼ିଶାର କୃଷି କ୍ଷେତ୍ରକୁ ଆଗକୁ ନେବା ପାଇଁ ଆଲୋଚନା ସିଇଓମାନେ ଦେଲେ ନୂଆ ପ୍ରସ୍ତାବ ଲାଭଜନକ କୃଷି ଉପରେ ସରକାର ଦେଲେ ଗୁରୁତ୍ୱ...

View Article


Image may be NSFW.
Clik here to view.

SBIରେ ୮ ହଜାର ପଦବୀ ପାଇଁ ନିଯୁକ୍ତି, ଜାନୁଆରି ୨୬ ଯାଏଁ କରିପାରିବେ ଆବେଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ୮ ହଜାର ପଦବୀ ପାଇଁ ନିଯୁକ୍ତି ସୁଯୋଗ। ଆବେଦନ କରିବାର ଶେଷ ତାରିଖ ଜାନୁଆରି ୨୬। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର କଷ୍ଟମର୍ ସପୋର୍ଟ ଆଣ୍ଡ୍ ସେଲ୍‌ସ ବିଭାଗରେ ୮ ହଜାର ଜୁନିୟର୍ ଆସୋସିଏଟ୍...

View Article

Image may be NSFW.
Clik here to view.

ଏସ୍‌ସିବିର ପ୍ରସ୍ତାବିତ ଦ୍ୱିତୀୟ କ୍ୟାମ୍ପସ ବୁଲି ଦେଖିଲେ 5-T ସଚିବ ପାଣ୍ଡିଆନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୋର ୫ଟାରୁ କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲେ 5-T ସଚିବ ଭିକେ ପାଣ୍ଡିଆନ୍‌। କଟକ ହାଡିଆପଠାଠାରେ ଏସ୍‌ସିବିର ଦ୍ୱିତୀୟ କ୍ୟାମ୍ପସ୍‌ ହେବାକୁ ପ୍ରସ୍ତାବ ଥିବା ବେଳେ ଏହାର ଅନୁଧ୍ୟାନ କରିଥିଲେ ପାଣ୍ଡିଆନ୍‌। କଟକ ବଡ଼...

View Article


Image may be NSFW.
Clik here to view.

ଖୁବ୍‌ଶୀଘ୍ର ଓଡ଼ିଶା ଆସିବ ବିଜୁବାବୁଙ୍କ ଡାକୋଟା ବିମାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖୁବ୍‌ଶୀଘ୍ର ବିଜୁବାବୁଙ୍କ ପ୍ରିୟ ଡାକୋଟା ବିମାନ ଓଡ଼ିଶା ଆସିବ। ଏନେଇ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲେ ରାଜ୍ୟସରକାର। କୋଲକତାରେ ଥିବା ଡାକୋଟା ବିମାନକୁ ରାଜ୍ୟକୁ ହସ୍ତାନ୍ତର ଲାଗି ଭାରତୀୟ...

View Article

Image may be NSFW.
Clik here to view.

ସିଏଏ ବିରୋଧରେ ୧୪୪ଟି ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ହୋଇଥିବା ୧୪୪ଟି ଆବେଦନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ବିଭିନ୍ନ ପକ୍ଷ ଦ୍ୱାରା ହୋଇଥିବା ଏହି ଆବେଦନ ଉପରେ ଶୁଣାଣି କରିବେ ଚିଫ୍‌ ଜଷ୍ଟିସ ଏସ୍‌ ଏ ବବୋଡେ, ଜଷ୍ଟିସ୍‌...

View Article


Image may be NSFW.
Clik here to view.

କୃଷି ପାଇଁ ପ୍ରତି ବ୍ଲକରେ ହେବ ସ୍ୱତନ୍ତ୍ର ବୈଠକ: ପଞ୍ଚାୟତିରାଜ ମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘କୃଷି ଓଡ଼ିଶା-୨୦୨୦’ର ତୃତୀୟ ଦିନ ‘କୃଷି ଓଡ଼ିଶା’ ରେ ବୁଧବାର ଥିଲା ପଞ୍ଚାୟତିରାଜ ଜନପ୍ରତିନିଧି ଦିବସ ଯୋଗଦେଲେ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଚାଷୀଙ୍କୁ ସଚେତନ କରିବାର ଦାୟିତ୍ୱ ପଞ୍ଚାୟତ ପ୍ରତିନିଧିମାନେ ନେବେ:...

View Article

Image may be NSFW.
Clik here to view.

ଜମ୍ମୁ କଶ୍ମୀର ବିକାଶ ପାଇଁ ହାତ ଖୋଲିଲେ କେନ୍ଦ୍ର ସରକାର, ୮୦ ହଜାର କୋଟି ମଞ୍ଜୁର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜମ୍ମୁ କଶ୍ମୀର ବିକାଶ ପାଇଁ ହାତ ଖୋଲିଲେ କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ମାନବ ସମ୍ଵଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ୮୦ ହଜାର କୋଟି ମଞ୍ଜୁର କରାଯାଇଛି। ଏହାସହ କେନ୍ଦ୍ରୀୟ କ୍ୟାବିନେଟ ଦ୍ଵାରା ଅଟଳ ଜଳ ଯୋଜନା ପାଇଁ...

View Article

Image may be NSFW.
Clik here to view.

ସୁପ୍ରିମକୋର୍ଟକୁ କେନ୍ଦ୍ରର ପ୍ରସ୍ତାବ –ଦଣ୍ଡ ଘୋଷଣାର ୭ ଦିନ ମଧ୍ୟରେ ଫାଶୀ ଦିଆଯାଉ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିର୍ଭୟା ମାମଲାରେ ଦୋଷୀଙ୍କୁ ଫାଶୀ ଦିଆଯିବାରେ ଅଯଥା ବିଳମ୍ବ ହେଉଥିବାରୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ ଏକ ପ୍ରସ୍ତାବ ଦେଇଛନ୍ତି। ପ୍ରସ୍ତାବରେ କୁହାଯାଇଛି ଯେ ଦଣ୍ଡ ଘୋଷଣାର ୭ ଦିନ ମଧ୍ୟରେ ଦୋଷୀଙ୍କୁ ଫାଶୀ...

View Article
Browsing all 11715 articles
Browse latest View live