Quantcast
Channel: Featured Archives - OdishaLIVE
Browsing all 11715 articles
Browse latest View live

Image may be NSFW.
Clik here to view.

ଆହୁରି ଦେଢ଼ ମାସ କନ୍ଦାଇବ ପିଆଜ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକୁ ଦିନ ପିଆଜ ଦାମ ଯେଉଁଭଳି ବଢ଼ିବାରେ ଲାଗିଛି ଓ ଖାଉଟିମାନେ ଯେପରି ହନ୍ତସନ୍ତ ହେଉଛନ୍ତି ତାହା ଏତେ ଶୀଘ୍ର ଶେଷ ହେବା ଦେଖାଯାଉ ନାହିଁ। ପିଆଜ ଆହୁରି ଦେଢ଼ ମାସ ପର୍ଯ୍ୟନ୍ତ କନ୍ଦାଇବ ଏହା ଜଳଜଳ ଦେଖାଯାଉଛି। ଅଭିଜ୍ଞ...

View Article


Image may be NSFW.
Clik here to view.

ଆଜିଠୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଓବାଦୀମାନେ ଆଜିଠାରୁ ପିଏଲଜିଏ ସପ୍ତାହ ପାଳନ କରୁଛନ୍ତି। ଫଳରେ ମାଓ ପ୍ରବଣ ଅଞ୍ଚଳରେ ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି। ମାଓବାଦୀଙ୍କ ପିଏଲଜିଏ ସପ୍ତାହକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।...

View Article


Image may be NSFW.
Clik here to view.

କେନ୍ଦ୍ରାପଡ଼ା: ଘର ଭିତରୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଘର ଭିତରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛିା କେନ୍ଦ୍ରାପଡ଼ା ଟାଉନ ଥାନା ଖଡ଼ିଅଙ୍ଗ ଗାଁରେ ଏହି ଅଘଟଣ ଘଟିଛି। ମୃତ ମହିଳାଙ୍କ ନାଁ ହେଲା ଅନୁସୂୟା ସିଂହ। ଅନୁସୂୟା ପୋଡ଼ି ଯାଉଥିବା ଦେଖି ପଡ଼ିଶା ଘର ଲୋକେ...

View Article

Image may be NSFW.
Clik here to view.

ଏହି ମାସଠୁ ୪୦% ବଢ଼ିଯିବ ଆପଣଙ୍କ ମୋବାଇଲ ବିଲ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ପ୍ରାୟ ୧୦୦ କୋଟି ମୋବାଇଲ ଗ୍ରାହକଙ୍କ ପାଇଁ ଖରାପ ଖବର। ଚଳିତମାସଠାରୁ କଲ୍‌ ଓ ଡାଟା ଚାର୍ଜ ୪୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯିବ। ସମସ୍ତ ଟେଲିକମ କମ୍ପାନି ଯଥା ଆଇଡିଆ, ଜିଓ, ଏୟାରଟେଲ ସେମାନଙ୍କ ମୂଲ୍ୟ ବୃଦ୍ଧି କରିବା...

View Article

Image may be NSFW.
Clik here to view.

ହାଇଦ୍ରାବାଦ ଦୁଷ୍କର୍ମ ଘଟଣା ପରେ ମହିଳାଙ୍କ ଲାଗି ଆଡଭାଇଜରି ଜାରି କଲା କମିସନରେଟ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ହାଇଦ୍ରାବାଦରେ ୨୬ ବର୍ଷୀୟା ପଶୁ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ କମିସନରେଟ ପୋଲିସ ପକ୍ଷରୁ ସତର୍କତା ସୂଚନା ଜାରି କରାଯାଇଛି। ରାଜଧାନୀର ମହିଳାମାନଙ୍କ ପାଇଁ ଜାରି ହୋଇଥିବା ଏହି ଆଡଭାଇଜରିରେ ଚାରି କଡ଼ରେ...

View Article


Image may be NSFW.
Clik here to view.

ଅଗ୍ନିଶମ ବିଭାଗ ଡିଜି ଭାବେ ଦାୟିତ୍ୱ ନେଲେ ସୁନୀଲ ରାୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଗ୍ନିଶମ ବିଭାଗ ଡିଜି ଭାବେ ସୋମବାର ଦାୟିତ୍ୱ ନେଇଛନ୍ତି ସୁନୀଲ ରାୟ। କଟକ ଅଗ୍ନିଶମ ବିଭାଗ ମୁଖ୍ୟାଳୟକୁ ଆସି ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ନେବା ପରେ ସୁନୀଲ ରାୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ...

View Article

Image may be NSFW.
Clik here to view.

କାହିଁକି ଫଡନାଭିସ୍ ହୋଇଥିଲେ ମହାରାଷ୍ଟ୍ରର ତିନି ଦିନିଆ ମୁଖ୍ୟମନ୍ତ୍ରୀ? କାରଣ କହିଲେ...

ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଷ୍ଟ୍ରକୁ ମିଳିଥିବା କେନ୍ଦ୍ରୀୟ ଅନୁଦାନ ଥିବା ୪୦ ହଜାର କୋଟି ଟଙ୍କାକୁ କେନ୍ଦ୍ରକୁ ଫେରାଇ ଦେବା ପାଇଁ ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ଡ୍ରାମା କରିଥିଲା ବୋଲି କହିଛନ୍ତି ବିଜେପି ନେତା...

View Article

Image may be NSFW.
Clik here to view.

ଆଗାମୀ ରଣଜୀ ଋତୁ ପାଇଁ ଓଡ଼ିଶା ଦଳ ଘୋଷଣା –ଶୁଭ୍ରାଂଶୁ ଅଧିନାୟକ, ଅଙ୍କିତ ଯାଦବ ନୂଆ ମୁହଁ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ରଣଜୀ ସିଜନ୍ ପାଇଁ ରବିବାର ଓଡ଼ିଶା ତା’ର ଦଳ ଘୋଷଣା କରିଛି। ଶୁଭ୍ରାଂଶୁ ସେନାପତିଙ୍କୁ ଦଳର ଅଧିନାୟକ ଭାବେ ଦାୟିତ୍ୱ ମିଳିବା ସହ ନୂଆ ମୁହଁ ଭାବେ ଅଙ୍କିତ ଯାଦବ ଦଳରେ ସାମିଲ ଅଛନ୍ତି। ଡିସେମ୍ବର ୯ ତାରିଖରୁ...

View Article


Image may be NSFW.
Clik here to view.

ପୁରୀ: ନିଶା କାରବାର ଦର୍ଶାଇ ମଙ୍ଗୁ ମଠକୁ ସିଲ୍ କଲା ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ସମ୍ମୁଖରେ ଥିବା ପ୍ରାଚୀନ ମଙ୍ଗୁ ମଠ ବା ପଞ୍ଜାବୀ ମଠକୁ ସୋମବାର ସିଲ୍‌ କରାଯାଇଛି। ମଠରେ ନିଶା କାରବାର ଦର୍ଶାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମଠକୁ ସିଲ୍‌ କରିଛି ପୁରୀ ପୋଲିସ।...

View Article


Image may be NSFW.
Clik here to view.

ପିଆଜ ଦର ବୃଦ୍ଧିର ପ୍ରତିବାଦ – ଅଢ଼େଇଶ ପିଆଜକୁ ୧୦ ଟଙ୍କାରେ ବିକ୍ରି କଲା କଂଗ୍ରେସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ପିଆଜ ଦର ଆକାଶ ଛୁଆଁ ହୋଇଛି। ଏହାର ପ୍ରତିବାଦରେ ରାଜ୍ୟ କଂଗ୍ରେସ ସୋମବାର ଏହାର ଅଭିନବ ପ୍ରତିବାଦ କରିଛି। ଦଳ ମାଷ୍ଟର କ୍ୟାଣ୍ଟିନ ପାଖରେ ପିଆଜ ବିକ୍ରି କରୁଛି। ପ୍ରତି ଗ୍ରାହକଙ୍କୁ ୧୦ ଟଙ୍କାରେ ଅଢ଼େଇଶ ପିଆଜ...

View Article

Image may be NSFW.
Clik here to view.

ମୟୂରଭଞ୍ଜ: ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା – ଆଇଆଇସି ନିଲମ୍ବିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୟୂରଭଞ୍ଜ ରାଇରଙ୍ଗପୁର କଲେଜର ଅଧ୍ୟାପିକାଙ୍କ ଆତ୍ମହତ୍ୟା ପରେ ତତ୍ପରତା ଦେଖାଇଛି ରାଜ୍ୟ ପୋଲିସ୍। ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା ପାଇଁ ଝାରପୋଖରିୟା ଥାନା ଆଇଆଇସି ଶରତ ମହାଳିକଙ୍କ ନିଲମ୍ବନ କରାଯାଇଛି। ଆଇଆଇସି...

View Article

Image may be NSFW.
Clik here to view.

୨୪ ଘଣ୍ଟା ମଧ୍ୟରେ ଖସିବ ପାରଦ, ବଢ଼ିବ ଶୀତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବଢ଼ିବ ଶୀତ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଜିଲ୍ଲାର କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ...

View Article

Image may be NSFW.
Clik here to view.

ପୁରୀ ଦୁଷ୍କର୍ମ ମାମଲାରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ବହିଷ୍କୃତ ପୋଲିସ କନ୍‌ଷ୍ଟେବଲ୍‌ ଜିତେନ୍ଦ୍ର ସେଠୀଙ୍କୁ ଗିରଫ କରିଛି ପୋଲିସ। ଏହାସହ ଆଉ ୩ ସହଯୋଗୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ନିମାପଡ଼ାରୁ ଉଠାଇ ନେଇ...

View Article


Image may be NSFW.
Clik here to view.

ରାତିରେ ଶୋଇଥିଲା ବେଳେ ଜିଅନ୍ତା ଜଳିଗଲେ ଯୁବକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାତିରେ ଘରେ ଶୋଇଥିଲା ବେଳେ ଜିଅନ୍ତା ଜଳିଗଲେ ଯୁବକ। ବାଲେଶ୍ୱର ସଦର ଥାନା ଅଞ୍ଚଳରେ ଏହି ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି। ସୋମବାର ରାତି ପ୍ରାୟ ୨ଟା ସମୟରେ ଯୁବକଙ୍କ ଘରେ କୌଣସି କାରଣରୁ ନିଆଁ ଲାଗଯାଇଥିଲା। ତାଙ୍କ...

View Article

Image may be NSFW.
Clik here to view.

ମୟୂରଭଞ୍ଜ ଅଧ୍ୟାପିକା ଆତ୍ମହତ୍ୟା –ତଦନ୍ତ ପାଇଁ ପହଞ୍ଚିଲେ ମହିଳା କମିଶନ ଅଧ୍ୟକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପିକାଙ୍କ ଆତ୍ମହତ୍ୟା ମାମଲାକୁ ନେଇ ସାରା ରାଜ୍ୟରେ ବିକ୍ଷୋଭ ଲାଗି ରହିଛି। ଏହାରି ମଧ୍ୟରେ ମଙ୍ଗଳବାର...

View Article


Image may be NSFW.
Clik here to view.

୨୦ ଖଣିର ନିଲାମ ବାତିଲ କଲେ ରାଜ୍ୟ ସରକାର, ହେବ ନୂଆ ଟେଣ୍ଡର

ଓଡ଼ିଶାଲାଇଭ ବ୍ୟୁରୋ ଅକ୍ଟୋବର ମାସରେ ତିନିଟି ପର୍ଯ୍ୟାୟରେ ରାଜ୍ୟ ସରକାର ଡାକିଥିବା ଖଣି ନିଲାମ ଟେଣ୍ଡର୍‌କୁ ବାତିଲ୍‌ କରିଛନ୍ତି। ଏହି ସବୁ ଖଣିର ସାନି ନିଲାମ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଗତ ଅକ୍ଟୋବର ୪ରୁ ଖଣି ନିଲାମ ପ୍ରକ୍ରିୟା...

View Article

Image may be NSFW.
Clik here to view.

ହକିର ଯାଦୁଗର ଧ୍ୟାନଚାନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ  ଭାରତର ଜାତୀୟ ଖେଳ ‘ହକି’ର ଜନ୍ମଦାତା ହେଉଛନ୍ତି ମେଜର ଧ୍ୟାନଚାନ୍ଦ।  ଆଜି ତାଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆସନ୍ତୁ ଜାଣିବା ଧ୍ୟାନଚାନ୍ଦଙ୍କ ବିଷୟରେ କିଛି ଅଜଣା କଥା। ଭାରତୀୟ ହକିକୁ ଗୋଟିଏ ନୂଆ ଜନ୍ମ ଦେବାରେ...

View Article


Image may be NSFW.
Clik here to view.

ଚନ୍ଦ୍ରପୃଷ୍ଠରେ ‘ବିକ୍ରମ’କୁ ଠାବ କଲା ନାସା

ଓଡ଼ିଶାଲାଇଭ୍ ବ୍ୟୁରୋ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମକୁ ଠାବ କରିଛି ଆମେରିକା ମହାକାଶ ବିଜ୍ଞାନ ସଂସ୍ଥା ନାସା। ଡିସେମ୍ବର ୨ତାରିଖରେ ଲ୍ୟାଣ୍ଡର ବିକ୍ରମର ଧ୍ୱଂସାବଶେଷର କେତେକ ଫଟୋ ନାସା ସୋସିଆଲ ମିଡିଆରେ ସେଆର କରିଛି। ନାସା ସେଆର...

View Article

Image may be NSFW.
Clik here to view.

ରାଜ୍ୟରେ ପ୍ରଥମ ଥର ହେବ ମିଶନ ଶକ୍ତି ମେଳା –ଡିସେମ୍ବର ୫ରୁ ଆରମ୍ଭ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡିସେମ୍ବର ୫ରେ ଉଦଘାଟନ ହେବ ମିଶନ ଶକ୍ତି ମେଳା। ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ଜିନଷର ବିକ୍ରି ପାଇଁ ମିଶନ ଶକ୍ତି ନିର୍ଦ୍ଦେଶାଳୟ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ରାଜ୍ୟରେ...

View Article

Image may be NSFW.
Clik here to view.

ଘରେ କରନ୍ତୁ ରେସ୍ତୋରାଁ ଷ୍ଟାଇଲ୍‌ ଟମାଟୋ ଭାତ

ଓଡ଼ିଶାଲାଇଭ୍ ବ୍ୟୁରୋ ଟମାଟୋ ରାଇସ୍‌ ବା ଟମୋଟୋ ଭାତ ଖାଇବାକୁ ସମସ୍ତେ ଭଲ ପାଇଥା’ନ୍ତି। ଏହାକୁ ପ୍ରସ୍ତୁତ କରିବା ବିଧି ଅତ୍ୟନ୍ତ ସରଳ। ଜାଣନ୍ତୁ, ଟମାଟୋ ରାଇସ୍‌କୁ ପ୍ରସ୍ତୁତ କରିବା ପାଇଁ ପ୍ରକ୍ରିୟା। ଗୋଟେ ପ୍ୟାନ୍‌କୁ ଗ୍ୟାସ୍‌ରେ ବସାଇ ଏକ...

View Article
Browsing all 11715 articles
Browse latest View live


Latest Images