Quantcast
Channel: Featured Archives - OdishaLIVE
Browsing all 11715 articles
Browse latest View live

Image may be NSFW.
Clik here to view.

ଏନ୍‌ସିପି ପାଖରେ ନମ୍ବର ଅଛି , ମହାରାଷ୍ଟ୍ରରେ ଏନ୍‌ସିପି ସରକାର ଗଢ଼ିବ – ଶରଦ ପାଓ୍ୱାର

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ମହାରାଷ୍ଟ୍ରରେ ବିଜେପି ସରକାର ଗଢ଼ିବା ପରେ ହାଇଭୋଲଟେଜ ପଲିଟିକାଲ ଡ୍ରାମା ଦେଖିବାକୁ ମିଳୁଛି। ଶନିବାର ଶିବସେନା ଓ ଏନସିପିର ମିଳିତ ସାମ୍ବାଦିକ ସମ୍ମିଳନୀ ପରେ ମହାରାଷ୍ଟ୍ର ରାଜନୀତି ଆହୁରି ରୋଚକ ହୋଇପଡ଼ିଛି।...

View Article


Image may be NSFW.
Clik here to view.

ଗୋଲାପି ବଲ୍‌ରେ ଶତକ ହାସଲ କଲେ କ୍ୟାପଟେନ କୋହଲି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ-ବାଂଲାଦେଶ ମଧ୍ୟରେ ଇଡେନ୍‌-ଗାର୍ଡେନରେ ଖେଳାଯାଉଥିବା ଡେ-ନାଇଟ ଟେଷ୍ଟ ମ୍ୟାଚରେ ଶତକ ହାସଲ କରିଛନ୍ତି ବିରାଟ କୋହଲି। ଏହି ଶତକ ସହ ବିରାଟ କୋହଲି ଟେଷ୍ଟରେ ୨୭ତମ ଶତକ ହାସଲ କରିଛନ୍ତି। ଏହାସହ ଡେ-ନାଇଟ ଟେଷ୍ଟରେ...

View Article


Image may be NSFW.
Clik here to view.

ମହାରାଷ୍ଟ୍ର ଖେଳ –କେତେବେଳେ କ’ଣ ହେଲା?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଜାଣନ୍ତୁ, ମହାରାଷ୍ଟ୍ରରେ ରାତାରାତି କେମିତି ହେଲା ସରକାର? ନଭେମ୍ବର ୨୨ ରାତି ୧୧.୪୫ – ଅଜିତ ପାୱାର ଓ ବିଜେପି ମଧ୍ୟରେ ସରକାର ଗଠନ ପାଇଁ ଡିଲ ଫାଇନାଲ। ରାତି ୧୧.୫୫ – ଫଡନାଭିସ ଦଳର ତୁଙ୍ଗ ନେତାଙ୍କ ସହ...

View Article

Image may be NSFW.
Clik here to view.

କ୍ୟାନ୍ସରରେ ପୀଡ଼ିତ ପୁଅକୁ ଏମିତି ଖାଦ୍ୟ ଖୁଆଉଥିଲେ ଇମ୍ରାନ  

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବିଗ ବି ଅମିତାଭଙ୍କ ସୋ’ ‘କୌନ ବନେଗା କରୋଡପତି’ରେ ଅଭିନେତା ଇମ୍ରାନ ହାସମୀ ଏହି ଶୁକ୍ରବାର ଯୋଗ ଦେଇଥିଲେ। କର୍ମବୀର ସ୍ପେଶାଲ ଏପିସୋଡରେ ତାଙ୍କ ସହ ସମାଜସେବୀ ପୂର୍ଣ୍ଣତା ଦତ୍ତ ମଧ୍ୟ ଯୋଗ ଦେଇଥିଲେ।...

View Article

Image may be NSFW.
Clik here to view.

ବୟସ ଛୁଇଁଲାଣି ୭୦, ମାଗଣାରେ ୫୦୦ ଲୋକଙ୍କୁ ଖାଇବା ଯୋଗାଉଛନ୍ତି ସୀତାରାମ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୋକିଲା ପେଟକୁ ଦାନା ଯୋଗାଇବାକୁ ଦୁନିଆଁର ସବୁଠାରୁ ମହତ୍ କାମ କୁହାଯାଏ। ଭୋକିଲା ଲୋକକୁ ଆହାର ଯୋଗାଇବାରେ ଭିନ୍ନ ଏକ ଆନନ୍ଦ ମିଳିଥାଏ। ଏପରି ମହତ୍ କାମକୁ ଜଣେ ଲୋକ ଦୀର୍ଘ ୩୬ ବର୍ଷଧରି କରିଆସୁଛନ୍ତି।...

View Article


Image may be NSFW.
Clik here to view.

ଏନ୍‌ସିପିର ବିଭୀଷଣ ଅଜିତ ପାୱାର?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେପିକୁ ରାତି ଅଧରେ ସମର୍ଥନ କରି ଅଡୁଆରେ ଅଜିତ ପାୱାର। ରାଜନୀତିର ହାଇଭୋଲ୍‌ଟେଜ ଡ୍ରାମା ଦେଖିବାକୁ ଚାହୁଁଛନ୍ତି କି? ଯଦି ହଁ ତାହାଲେ ମହାରାଷ୍ଟ୍ର ଆସନ୍ତୁ। କାରଣ ଶୁକ୍ରବାର ରାତିରେ ମହାରାଷ୍ଟ୍ରରେ ଯାହା...

View Article

Image may be NSFW.
Clik here to view.

ମହାରାଷ୍ଟ୍ରରେ ବିଜେପିର ନୂଆ ଷ୍ଟ୍ରାଟେଜି – ବାଇ ‘ହୁକ୍ ଅର୍ କ୍ରୁକ୍’

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ମହାରାଷ୍ଟ୍ର ମହାନାଟକ ଶେଷ। ‘ହୁକ୍‌ ଅର୍‌ କ୍ରୁକ୍‌’ ପଲିସିରେ ମହାରାଷ୍ଟ୍ର ଦଖଲ କଲା ବିଜେପି। ରାତାରାତି ସରକାର କେମିତି ଗଠନ କରାଯାଏ ତାହା ମହାରାଷ୍ଟ୍ର ରାଜନୀତିରୁ ଦେଖିବାକୁ ମିଳିଛି। ଆବଶ୍ୟକ ସଂଖ୍ୟକ...

View Article

Image may be NSFW.
Clik here to view.

ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ବିଜେପି ଏତେ ତରବର କାହିଁକି?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୮ ଘଣ୍ଟାର ସିକ୍ରେଟ୍‌ ଅପରେସନ ପରେ ବଦଳିଗଲା ମହାରାଷ୍ଟ୍ରର ଚିତ୍ର। ଅକ୍ଟୋବର ୨୪ରୁ ନଭେମ୍ବର ୨୩। ୨୯ ଦିନର ଛକାପଞ୍ଝା ପରେ ମହାରାଷ୍ଟ୍ରରେ ଫଡ୍‌ନାଭିସ୍‌ ସରକାର ଗଠନ ହୋଇଛି। ହେଲେ ଅଜିତ ପାୱାରଙ୍କ ସମର୍ଥନରେ...

View Article


Image may be NSFW.
Clik here to view.

ଭାରତୀୟ ବୋଲରଙ୍କ ଗୋଲାପି ଝଡ଼ – ଡେ-ନାଇଟ ମ୍ୟାଚ ଜିତି ସିରିଜ ଅକ୍ତିଆର କଲା ଭାରତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇଡେନ-ଗାର୍ଡେନରେ ଭାରତର ଦମଦାର ବିଜୟ। ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଡେ-ନାଇଟ ଟେଷ୍ଟ ମ୍ୟାଚରେ ଭାରତ ବାଂଲାଦେଶକୁ ୪୬ ରନ୍‌ରେ ପରାସ୍ତ କରିଛି। ଏହାସହ ଭାରତ ତା’ର ପ୍ରଥମ ଡେ-ନାଇଟ ଟେଷ୍ଟ ମ୍ୟାଚରେ ବିଜୟ ହାସଲ...

View Article


Image may be NSFW.
Clik here to view.

ସୁପ୍ରିମକୋର୍ଟଙ୍କ ନୋଟିସ୍ ପରେ ମୁମ୍ବାଇରେ ବିଜେପିର ମନ୍ଥନ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୨୪ ଘଣ୍ଟା ଭିତରେ ପକ୍ଷ ରଖିବାକୁ ସୁପ୍ରିମକୋର୍ଟ ଫଡ୍‌ନାଭିସ୍‌ ସରକାରଙ୍କୁ ନୋଟିସ୍‌ ଦେଇଛନ୍ତି। ଏହି ନୋଟିସ୍‌ ପରେ ମୁମ୍ବାଇରେ ତୁଙ୍ଗ ବିଜେପି ନେତାମାନେ ଏକାଠି ହୋଇଛନ୍ତି। ସୁପ୍ରିମକୋର୍ଟଙ୍କୁ କ’ଣ ଉତ୍ତର...

View Article

Image may be NSFW.
Clik here to view.

ଛତିଶଗଡ଼ ନାରାୟଣପୁରରେ ମାଓବାଦୀଙ୍କ ଲଙ୍କାକାଣ୍ଡ – ପୋଡ଼ିଦେଲେ ୯ ଗାଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ। ଶହ ଶହ ନକ୍ସଲ ମେଳି ବାନ୍ଧି ୯ଟି ଗାଡ଼ିରେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ୪ଟି ଟ୍ରାକ୍ଟର, ଗୋଟିଏ ଜେସିବି ସମେତ ବାଇକ୍‌ ଓ ଟିପରରେ ନିଆଁ ଲଗାଇ ଦେଇଛନ୍ତି। ଫଳରେ...

View Article

Image may be NSFW.
Clik here to view.

ଓଡ଼ିଶା ସରକାର ଦେବେ ରପ୍ତାନୀ ପୁରସ୍କାର, ଜାଣନ୍ତୁ କେମିତି କରିବେ ଆବେଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ରପ୍ତାନୀକୁ ପ୍ରୋତ୍ସାହନ ଦେବା ପାଇଁ ଓ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ ତରଫରୁ ଓଡ଼ିଶାର ସଫଳ ଉଦ୍ୟୋଗୀମାନଙ୍କୁ ୨୦୧୮-୧୯ ରପ୍ତାନୀ ପୁରସ୍କାର ଦିଆଯିବ।...

View Article

Image may be NSFW.
Clik here to view.

ବାରବାଟୀ ପାଇଁ ବିସିସିଆଇ ଦେଲା ୧୦ କୋଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକସ୍ଥିତ ବାରବାଟୀ ଷ୍ଟାଡିୟମକୁ ୧୦ କୋଟି ଟଙ୍କା ଦେଲା ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ)। ବାରବାଟୀ ଷ୍ଟାଡିୟମର ଉନ୍ନତିକରଣ ପାଇଁ ଏହି ଅନୁଦାନ ଦିଆଯାଇଥିବା ଜଣାପଡ଼ିଛି। ତେବେ ଏହି ଅନଦାନ ଷ୍ଟାଡିୟମର...

View Article


Image may be NSFW.
Clik here to view.

ନଭେମ୍ବର ୩୦ରୁ ବନ୍ଦ ହେବ ଏଲ୍ଆଇସିର ଅନେକ ପଲିସି

ଓଡ଼ିଶାଲାଇଭ୍ ବ୍ୟୁରୋ ଏଲ୍ଆଇସି ଉପଭୋକ୍ତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ନଭେମ୍ବର ୩୦ ତାରିଖରୁ ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ତାର ଅନେକ ପ୍ଲାନ ଓ ପଲିସି ବନ୍ଦ କରିବାକୁ ଯାଉଛି। ଇନ୍‌ସୁରାନ୍ସ ରେଗୁଲେଟୋରୀ ଓ ଡେଭଲପମେଣ୍ଟ...

View Article

Image may be NSFW.
Clik here to view.

କାହିଁକି ଫ୍ରାଇ ଡେ’ରେ ରିଲିଜ ହୁଏ ବଲିଉଡ ଫିଲ୍ମ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫିଲ୍ମ ଦୁନିଆରେ ‘ଫ୍ରାଇଡେ ରିଲିଜ୍’ ବୋଲି ଗୋଟିଏ ଶବ୍ଦ ଆପଣ ଶୁଣିଥିବେ। ଅର୍ଥାତ ଫିଲ୍ମଟିଏ ସପ୍ତାହର ଶୁକ୍ରବାର ହିଁ ରିଲିଜ୍ ହୋଇଥାଏ। ତେବେ ଏହା ପଛର କାରଣ କ’ଣ ଜାଣିଛନ୍ତି କି? କ’ଣ ପାଇଁ ଫିଲ୍ମ ଶୁକ୍ରବାର ହିଁ...

View Article


Image may be NSFW.
Clik here to view.

OMECLରେ ମ୍ୟାନେଜର ପଦବୀ ପାଇଁ ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ଖଣିଜ ଉତ୍ତୋଳନ ନିଗମ(ଓଏମ୍‌ଇସିଏଲ୍‌)ରେ ପର୍ସୋନେଲ ଓ ଫାଇନାନ୍ସରେ ୯ଟି ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୧୬ ଡିସେମ୍ଵର...

View Article

Image may be NSFW.
Clik here to view.

ପୁସ୍ତକ ସମୀକ୍ଷା –ଭାରତବର୍ଷର ଗଣତନ୍ତ୍ର ଓ ସଂଘୀୟ ବ୍ୟବସ୍ଥା

ଭାସ୍କର ପରିଚ୍ଛା ଅଜେୟ ରାଉତଙ୍କ ଲିଖିତ ‘ଧାରା ୩୭୦ ଓ କଶ୍ମୀର ପରିପ୍ରେକ୍ଷୀରେ ଭାରତବର୍ଷର ଗଣତନ୍ତ୍ର ଓ ସଂଘୀୟ ବ୍ୟବସ୍ଥା’ ଏକ ଉପାଦେୟ ପୁସ୍ତକ କେବଳ ନୁହେଁ ଏହାର ରଚନା ସମୟ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଗଷ୍ଟ ୫ରେ ସମ୍ବିଧାନର ଧାରା...

View Article


Image may be NSFW.
Clik here to view.

ଗୋଲାପି ବଲ୍‌ରେ ଇଶାନ୍ତଙ୍କ ଝଡ଼ – ଆଇସିସି ଟେଷ୍ଟ ବୋଲିଂ ତାଲିକାରେ ହାସଲ କଲେ ୨୦ତମ ସ୍ଥାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇଡେନ୍‌-ଗାର୍ଡେନରେ ଚାଲିଥିବା ଡେ-ନାଇଟ ଟେଷ୍ଟ ମ୍ୟାଚରେ ଭାରତ ବାଂଲାଦେଶକୁ ୪୬ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚରେ ଭାରତୀୟ ପେସ୍‌ ବୋଲର ଇଶାନ୍ତ ଶର୍ମା ଚମତ୍କାର ପ୍ରଦର୍ଶନ କରିଥିଲେ। ତାଙ୍କ ଘାତକ ବୋଲିଂରେ ଦୁଇଟି...

View Article

Image may be NSFW.
Clik here to view.

ଲଞ୍ଚ୍ ହେଲା Vivo U20 ସ୍ମାର୍ଟଫୋନ୍, ମିଳିବ ୫ ହଜାର ଏମ୍‌ଏଏଚ୍‌ ବ୍ୟାଟେରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭିଭୋ କମ୍ପାନି ଏହାର Vivo U ସିରିଜ ସ୍ମାର୍ଟଫୋନର ନୂଆ ଭର୍ସନକୁ ଭାରତରେ ଲଞ୍ଚ୍‌ କରିଛି। ଏହି ସ୍ମାର୍ଟଫୋନର ନାଁ ରହିଛି Vivo U20। ନଭେମ୍ବର ୨୨ ତାରିଖରେ କମ୍ପାନି ଏହି ଫୋନକୁ ଭାରତରେ ଲଞ୍ଚ୍ କରିଛି। Vivo U20ର...

View Article

Image may be NSFW.
Clik here to view.

ସୁପ୍ରିମକୋର୍ଟ ରାୟ ପୂର୍ବରୁ ଏକାଠି ହେବେ ଶିବସେନା, ଏନସିପି, କଂଗ୍ରେସ ବିଧାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ  ମହାରାଷ୍ଟ୍ର ରାଜନୀତିକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି। ଏହାରି ମଧ୍ୟରେ ସୋମବାର ସନ୍ଧ୍ୟାରେ ହୋଟେଲରେ ଏକାଠି ହେବେ ଶିବସେନା, ଏନସିପି ଓ କଂଗ୍ରେସର ୧୬୨ ବିଧାୟକ। ଗଣମାଧ୍ୟମ ଆଗରେ ପ୍ରଥମ ଥର ପାଇଁ ତିନି...

View Article
Browsing all 11715 articles
Browse latest View live