Quantcast
Channel: Featured Archives - OdishaLIVE
Browsing all 11715 articles
Browse latest View live

Image may be NSFW.
Clik here to view.

ଆରପାରିରେ ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଶିଳ୍ପୀ ରଘୁନାଥ ମହାପାତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟସଭା ସାଂସଦ ତଥା ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ ହୋଇଛି। କରୋନାରେ ଆକ୍ରାନ୍ତ ହୋଇ ସେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିଲେ। ରବିବାର ଅପରାହ୍‌ଣରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ...

View Article


Image may be NSFW.
Clik here to view.

ରାଉରକେଲାରେ କୋଭିଡ୍-୧୯ ଟିକାକରଣ ପାଇଁ ମଙ୍ଗଳବାରଠାରୁ ନୂଆ ସୂଚୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଉରକେଲା: ରାଉରକେଲା ସହରରେ କୋଭିଡ୍-୧୯ ଟିକାକରଣ ପାଇଁ ଆସନ୍ତା ମଙ୍ଗଳବାର ମେ’ ୧୧ ତାରିଖଠାରୁ ନୂଆ ସୂଚୀ ଜାରି କରିଛି ଜିଲ୍ଲା ପ୍ରଶାସନ। ଏହି ସୂଚୀ ଅନୁଯାୟୀ ୧୮ରୁ ୪୪ ବର୍ଷ ବୟସ ବର୍ଗର ହିତାଧିକାରୀଙ୍କ ଟିକାକରଣ...

View Article


Image may be NSFW.
Clik here to view.

ଜାଣନ୍ତୁ ଆଜିର ରାଶିଫଳ – (୧୦ ମେ ୨୦୨୧, ସୋମବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆଜି ବୈଶାଖ କୃଷ୍ଣ ଚତୁର୍ଦ୍ଦଶୀ ରାତ୍ରି ୦୯:୫୫:୪୮ ଗତେ ଅମାବାସ୍ୟା ତିଥି।ମେଷଚନ୍ଦ୍ର...

View Article

Image may be NSFW.
Clik here to view.

ଦେଶରେ ୨୪ଘଣ୍ଟା ମଧ୍ୟରେ ୩ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୩୭୫୪ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେବାସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ରିପୋର୍ଟ ଅନୁସାରେ ଦେଶରେ, ଗତ ୨୪...

View Article

Image may be NSFW.
Clik here to view.

ରାଜ୍ୟରେ ଅଣାୟତ୍ତ କରୋନା –ଆଜି ୧୦ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ, ୧୭ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କୋଭିଡ୍‌ର ଦ୍ୱିତୀୟ ଲହର ସଂକ୍ରମଣ ଭୟଙ୍କର ହେବାରେ ଲାଗିଛି। ଲକ୍‌ଡାଉନ ଓ ସଟ୍‌ଡାଉନ୍ ସତ୍ତ୍ୱେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ...

View Article


Image may be NSFW.
Clik here to view.

କରୋନା ମାଡ଼ –ପୁଣି ସଙ୍କଟରେ ବସ୍ ମାଲିକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟର ବସ୍‌ ମାଲିକମାନେ ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଗତ ବର୍ଷ କରୋନା ପାଇଁ ଦୀର୍ଘ ସମୟ ଧରି ଲକ୍‌ଡାଉନ୍‌ ହେବା ଯୋଗୁଁ ମାସ ମାସ ପର୍ଯ୍ୟନ୍ତ ବସ୍‌ ଚଳାଚଳ ବନ୍ଦ ରହିଥିଲା। ଏବେ ଦ୍ଵିତୀୟ ଥର ପାଇଁ...

View Article

Image may be NSFW.
Clik here to view.

ଖୋଲିଲା ସହାୟତା କେନ୍ଦ୍ର –କୋଭିଡ୍‌ ସଂକ୍ରମିତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଜାଣିବେ...

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନାରେ ଆକ୍ରାନ୍ତ ହୋଇ ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଜାଣିପାରିବେ ପରିବାର ଲୋକ। ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପରିବାର ଲୋକଙ୍କୁ ସୂଚନା ଦେବା ପାଇଁ...

View Article

Image may be NSFW.
Clik here to view.

ଓଡ଼ିଶାରେ ମେଡିକାଲ ଅକ୍ସିଜେନ ସିଲିଣ୍ଡରରେ ପରିଣତ ହେବ କଳ କାରଖାନା ସିଲିଣ୍ଡର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଅକ୍ସିଜେନ ସିଲିଣ୍ଡରର ଆବଶ୍ୟକତା ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି କଳକାରଖାନାରେ ବ୍ୟବହୃତ ଅକ୍ସିଜେନ ସିଲିଣ୍ଡରକୁ ମେଡିକାଲ ସିଲିଣ୍ଡରରେ ପରିଣତ କରିବା ପାଇଁ ସରକାର ନିଷ୍ପତ୍ତି...

View Article


Image may be NSFW.
Clik here to view.

ଥମୁନି ସଂକ୍ରମଣ – ରେଡ୍ ଜୋନ୍‌ରେ ଓଡ଼ିଶାର ୨୬ ଜିଲ୍ଲା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ସଂକ୍ରମଣରେ ଓଡ଼ିଶାର ୨୬ ଜିଲ୍ଲା ଏବେ ରେଡ୍ ଜୋନ୍ ଭିତରେ ରହିଛି। କେବଳ ୪ ଜିଲ୍ଲା ଦେଓଗଡ଼, କନ୍ଧମାଳ, ଗଜପତି, ମାଲକାନଗିରି ୟେଲୋ ଜୋନ୍‌ରେ ରହିଛି।...

View Article


Image may be NSFW.
Clik here to view.

ଆସନ୍ତାକାଲି ଠାରୁ ଭୁବନେଶ୍ୱରର ଆଉ ୩ଟି ସ୍ଥାନରେ ଆରମ୍ଭ ହେବ ଡ୍ରାଇଭ-ଇନ ଟିକାକରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରର ଆଉ ତିନୋଟି ସ୍ଥାନରେ ଡ୍ରାଇଭ-ଇନ ଟିକାକରଣ ବ୍ୟବସ୍ଥା ଆରମ୍ଭ ହେବ। ମଙ୍ଗଳବାର ଠାରୁ ମେ’ ୧୫ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ବିଏମସି ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। କଳ୍ପନା ଛକ...

View Article

Image may be NSFW.
Clik here to view.

କରୋନା ପରେ ଆତଙ୍କ ଖେଳାଇଲାଣି ବ୍ଲାକ୍ ଫଙ୍ଗସ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ଏବେ ଦେଖିବାକୁ ମିଳୁଛି ବ୍ଲାକ୍‌ ଫଙ୍ଗସ (ମ୍ୟୁକୋରାମାଇକୋସିସ୍) ସଂକ୍ରମଣ। ଗୁଜରାଟ ଓ ଦିଲ୍ଲୀରେ ଏଭଳି ମାମଲା ସମ୍ନାକୁ ଆସିଛି। ଦିଲ୍ଲୀରେ ଗତ ୨ ଦିନରେ ୬ ଜଣ ରୋଗୀ ଏଥିରେ ପୀଡ଼ିତ...

View Article

Image may be NSFW.
Clik here to view.

ଜାଣନ୍ତୁ ଆଜିର ରାଶିଫଳ – (୧୧ ମେ ୨୦୨୧, ମଙ୍ଗଳବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆଜି ବୈଶାଖ କୃଷ୍ଣ ଅମାବାସ୍ୟା ରାତ୍ରି ୧୨:୨୯:୪୩ ଗତେ ଶୁକ୍ଳ ପ୍ରତିପଦ ତିଥି। ମେଷଚନ୍ଦ୍ର...

View Article

Image may be NSFW.
Clik here to view.

ଦେଶରୁ ୨୪ଘଣ୍ଟାରେ ୩ଲକ୍ଷ ୨୯ହଜାର ପଜିଟିଭ୍ ଚିହ୍ନଟ, ୩୮୭୬ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର କରୋନା ସଂକ୍ରମଣ ଭୟଙ୍କର ହେବାରେ ଲାଗିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେବାସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ରିପୋର୍ଟ ଅନୁସାରେ ଦେଶରେ, ଗତ ୨୪ ଘଣ୍ଟା...

View Article


Image may be NSFW.
Clik here to view.

ରାଜ୍ୟରୁ ଦିନକରେ ୯ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ, ୧୮ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ। ପ୍ରତିଦିନ ହଜାର ହଜାର ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ...

View Article

Image may be NSFW.
Clik here to view.

‘ଗ୍ଲୋବାଲ ଟେଣ୍ଡର’ ମାଧ୍ୟମରେ ଦେଶର ପ୍ରମୁଖ କମ୍ପାନିରୁ କରୋନା ଟିକା କିଣିବ ଓଡ଼ିଶା

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୋଭିଡ୍ ପରିସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହ ଅନ୍ୟାନ୍ୟ ୧୦ଟି ପ୍ରସ୍ତାବ...

View Article


Image may be NSFW.
Clik here to view.

୪ ଦିନ ପରେ ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଲଗାତର ୪ ଦିନ ହେଲା ଦୈନିକ ସଂକ୍ରମଣ ୧୦ ହଜାର ଉପରେ ରହୁଥିଲା ବେଳେ ଆଜି ଏହି ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଗତ ୨୪ ଘଣ୍ଟାରେ ସଂକ୍ରମଣ ସଂଖ୍ୟା ରାଜ୍ୟରେ ୯ ହଜାର ୭୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ...

View Article

Image may be NSFW.
Clik here to view.

କରୋନା ମାଡ଼ –ଟୁଇନ ସିଟିରେ ଅକ୍ସିମିଟର ଦାମ ଆକାଶଛୁଆଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନାର ଦ୍ଵିତୀୟ ଲହରରେ ଜରୁରୀ ଔଷଧ ଓ ଉପକରଣ ଦାମ ସାଂଘାତିକ ଭାବରେ ବୃଦ୍ଧି ପାଇଛି। ଟୁଇନ ସିଟି କଟକ ଓ ଭୁବନେଶ୍ୱରରେ ବିଶେଷ କରି ଅତ୍ୟାବଶ୍ୟକ ମେଡିକାଲ ଉପକରଣ ଚଢ଼ା ଦାମରେ ବିକ୍ରି କରୁଛନ୍ତି ବ୍ୟବସାୟୀ। ଦେଶର ବଡ଼...

View Article


Image may be NSFW.
Clik here to view.

ପୁଣି ବଢ଼ିଲା ସଂକ୍ରମଣ –ରାଜ୍ୟରୁ ଦିନକରେ ୧୦ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ, ୧୭ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ। ପ୍ରତିଦିନ ହଜାର ହଜାର ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ...

View Article

Image may be NSFW.
Clik here to view.

ବରିଷ୍ଠ ନାଗରିକଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କଲା କମିସନରେଟ ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉଭୟ କଟକ ଓ ଭୁବନେଶ୍ୱରର ବରିଷ୍ଠ ନାଗରିକଙ୍କ ପାଇଁ କମିସନରେଟ୍‌ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି। ଏହି ନମ୍ବର ଟି ହେଲା ୮୦୯୩୦୨୮୧୦୦। ଏହି ନମ୍ବର ଜରିଆରେ ଲକ୍‌ଡାଉନ ଓ ସଟ୍‌ଡାଉନ ବେଳେ...

View Article

Image may be NSFW.
Clik here to view.

ଆଇଏଏସ୍ ସ୍ତରରେ ଅଦଳ ବଦଳ – ବିଏମ୍‌ସି କମିସନର ହେଲେ ସଞ୍ଜୟ ସିଂହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇଏଏସ୍ ସ୍ତରରେ ବୁଧବାର ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ଫଳରେ ଭୁବନେଶ୍ୱର ମହାନଗର ନିଗମର କମିସନର ପ୍ରେମଚନ୍ଦ୍ର ଚଉଧାରୀଙ୍କ ବଦଳି ହୋଇଛି। ତାଙ୍କ ସ୍ଥାନରେ ୧୯୯୭ ବ୍ୟାଚ୍‌ ଆଇଏଏସ୍‌ ଅଫିସର ସଞ୍ଜୟ...

View Article
Browsing all 11715 articles
Browse latest View live