Quantcast
Channel: Featured Archives - OdishaLIVE
Browsing all 11715 articles
Browse latest View live

Image may be NSFW.
Clik here to view.

ପୋଲିସ କମିସନରଙ୍କ ମନ୍ତବ୍ୟକୁ ନେଇ ଝଡ଼: ବିଜେପି-କଂଗ୍ରେସର ସମର୍ଥନ, ଉଖାରି ଦେଇ ବିଜେଡି ଚୁପ୍

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ‘‘ରୋଷେଇ ଜାଣି ନଥିବା ପୁଅଙ୍କୁ ଝିଅମାନେ ବାହା ହୁଅନ୍ତୁ ନାହିଁ’’ – କମିସନରେଟ୍‌ ପୋଲିସର ପ୍ରତିଷ୍ଠା ଦିବସରେ ଏଭଳି ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଛନ୍ତି ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ। ଖାସ୍‌ କରି...

View Article


Image may be NSFW.
Clik here to view.

ଭୁବନେଶ୍ଵରରେ ଉଦ୍‌ଘାଟିତ ହେଲା ‘ଶିଶିର ସରସ’ ମେଳା – ୩୦୦ ଷ୍ଟଲରେ ଚାଲିଛି କିଣାବିକା, ୧୧...

ଓଡ଼ିଶାଲାଇଭ୍ ବ୍ୟୁରୋ ଶିଶିର ସରସ -୨୦୨୦ ଉଦ୍‌ଘାଟିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଉଦଘାଟନ ମେଳାରେ ୨୫ଟି ରାଜ୍ୟର ୩୦୦ ଷ୍ଟଲ ଜାନୁଆରି ୧୪ ଯାଏଁ ଚାଲିବ ମେଳା ମେଳା ବୁଲିଲେ ମୁଖ୍ୟମନ୍ତ୍ରୀ, କିଣିଲେ ପାଛିଆ ମେଳା ଆରମ୍ଭରୁ ଭିଡ଼...

View Article


Image may be NSFW.
Clik here to view.

ବରଗଡ଼ ଧନୁଯାତ୍ରାର ପଞ୍ଚମ ଦିନ: ଷଡ଼ମଲ୍ଲଙ୍କ ନିଧନରେ ମର୍ମାହତ କଂସ, ଗୋପପୁରରେ କାଳୀୟ ଦଳନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବରଗଡ଼ ଧନୁଯାତ୍ରାର ପଞ୍ଚମ ଦିନରେ ଷଡ଼ମଲ୍ଲଙ୍କ ନିହତ ଖବର ଶୁଣି ଚିନ୍ତାରେ ପଡ଼ି ଯାଇଛନ୍ତି ରାଜା କଂସ। ବରଗଡ଼: ଶିଶୁ କୃଷ୍ଣକୁ ହତ୍ୟା କରିବାର ଷଡ଼ଯନ୍ତ୍ର ନେଇ ଗୋପପୁରକୁ କଂସ ପ୍ରେରଣ କରିଥିଲେ ଷଡ଼ମଲ୍ଲ ପୁତନା, ଷଣ୍ଡାସୁର,...

View Article

Image may be NSFW.
Clik here to view.

ଧନୁଯାତ୍ରା ଓ ରଙ୍ଗସଭା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫାଇଲ୍‌ ଫଟୋ। (ଜୟପ୍ରକାଶ ଶତପଥୀ): ଏଗାର ଦିନର ଧନୁଯାତ୍ରାର ଷଷ୍ଠ ଦିବସରେ ମଥୁରା ନଗରୀ ରାଜଦରବାରରେ ଅନୁଷ୍ଠିତ ହୁଏ ରଙ୍ଗସଭା। ଷାଠିଏ ଓ ସତୁରୀ ଦଶକରେ ଯେତେବେଳେ ଯୋଗଯୋଗ ସୁବିଧା ନ ଥିଲା ବାହାର ଅଞ୍ଚଳର ଲୋକେ କେବଳ...

View Article

Image may be NSFW.
Clik here to view.

କଟକରେ ଭିକାରୀ ଥଇଥାନ ଯୋଜନା ଫେଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ହଜାରେ ବର୍ଷର ସହର କଟକରୁ ଭିକାରୀଙ୍କୁ ଉଚ୍ଛେଦ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁ ଯୋଜନା କରାଯାଇଥିଲା ତାହା ସଫଳ ହୋଇପାରିନାହିଁ। ଅଢ଼େଇ ବର୍ଷ ତଳେ ମହା ଆଡମ୍ବରରେ ଏହି ଥଇଥାନ ପ୍ୟାକେଜ ଘୋଷଣା କରାଯାଇଥିଲା।...

View Article


Image may be NSFW.
Clik here to view.

ସିସିଟିଭି ନଥିଲେ +୨ ପରୀକ୍ଷା କେନ୍ଦ୍ର ବାତିଲ ହେବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଯେଉଁ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଖଞ୍ଜା ଯାଇନଥିବ ସେହି କେନ୍ଦ୍ରରେ ପରୀକ୍ଷା ହେବ ନାହିଁ। ୨୦୨୦ ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର ପାଇଁ...

View Article

Image may be NSFW.
Clik here to view.

ଛାଡ଼ିଲା ବର୍ଷା, କାଲିଠୁ ପ୍ରବଳ ଶୀତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଲାଗି ରହିଥିବା ଅଦିନିଆ ବର୍ଷା ଛାଡ଼ିଯାଇଛି। ଫଳରେ ସୋମବାରଠୁ ରାଜ୍ୟରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେବ। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪ରୁ ୬ ଡିଗ୍ରୀ କମିବ। ସେହିପରି ଉପକୂଳ ଓଡ଼ିଶାରେ ମଧ୍ୟ ତାପମାତ୍ରା ୨ରୁ ୩...

View Article

Image may be NSFW.
Clik here to view.

ଟ୍ରମ୍ପ୍‌ଙ୍କ ଚେତାବନୀ –ଇରାନ୍‌କୁ ବରବାଦ୍‌ କରିଦେବୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇରାନ୍‌ର ୫୨ଟି ସ୍ଥାନ ଆମେରିକାର ଟାର୍ଗେଟ୍‌ରେ। “ଯଦି ଇରାନ୍‌ ଆମେରିକା ଉପରେ ଆକ୍ରମଣ କରିବା ପାଇଁ ଚିନ୍ତା କରେ ତେବେ ଆମେ ଇରାନ୍‌କୁ ବରବାଦ୍‌ କରିଦେବୁ। ଇରାନ୍‌ର ୫୨ଟି ସ୍ଥାନ ଆମ ଟାର୍ଗେଟ୍‌ରେ ରହିଛି” ଏହି ଚେତାବନା...

View Article


Image may be NSFW.
Clik here to view.

ସେଲ୍‌ଫି ହେଲା କାଳ –ନଦୀରେ ଭାସିଯାଇ କଲେଜ ଛାତ୍ରଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପିକ୍‌ନିକ୍‌ରେ ସେଲ୍‌ଫି ହେଲା କାଳ। ପାଣିରେ ବୁଡ଼ି ୧୬ ବର୍ଷୀୟ କଲେଜ ଛାତ୍ରଙ୍କ ମୃତ୍ୟୁ। ପୁଣି ସେଲ୍‌ଫି ନେଲା ଜୀବନ। ଜୟପୁରସ୍ଥିତ ଏସ୍‌ ୱାଟରଫଲ୍‌କୁ ପିକ୍‌ନିକ୍‌ରେ ଆସିଥିବା ଜଣେ କଲେଜ୍‌ ଛାତ୍ର ନଦୀରେ ଭାସି ଯାଇ...

View Article


Image may be NSFW.
Clik here to view.

ଏଥର ଦିଲ୍ଲୀରେ ସରକାର ଗଢ଼ିବ ବିଜେପି – ଅମିତ ଶାହ

ଓଡ଼ିଶାଲାଇଭ୍‌ ବ୍ୟୁରୋ “ଲୋକମାନେ କେବଳ ଥରେ ଭୁଲ କରିଥାନ୍ତି। ବାର୍‌ ବାର୍‌ ଭୁଲ କରନ୍ତିନାହିଁ। ଦିଲ୍ଲୀରେ କେଜ୍ରିଓ୍ଵାଲ ସରକାରକୁ ବିଶ୍ଵାସ କରି ଲୋକମାନେ ଥରେ ଭୁଲ କରିଛନ୍ତି। ହେଲେ ଏଥର ସେ ଭୁଲକୁ ଦୋହରାଇବେନି। ଦିଲ୍ଲୀରେ ଏଥର ସରକାର ଗଢ଼ିବ...

View Article

Image may be NSFW.
Clik here to view.

ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଜଭବନ ଉଦ୍ୟାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ   ଆଜିଠୁ ଜାନଆରି ୧୯ ତାରିଖ ଯାଏଁ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ରାଜଭବନ ଉଦ୍ୟାନ। କ୍ୟୁଆର୍‌ କୋର୍ଡ ଜରିଆରେ ମିଳିବ ଏଣ୍ଟ୍ରୀ। ଆଜିଠୁ ଜାନୁଆରି ୧୯ ତାରିଖ ଯାଏଁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ଓଡ଼ିଶା ରାଜଭବନ...

View Article

Image may be NSFW.
Clik here to view.

ଅଷ୍ଟ୍ରେଲିଆର ଜଙ୍ଗଲରେ କମୁନି ନିଆଁର ପ୍ରକୋପ, ଜଳିଗଲେଣି ୪୮ କୋଟି ଜୀବଜନ୍ତୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ବଢ଼ିବାର ଲାଗିଛି। ଗତ କିଛିଦିନ ହେବ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ରେସକ୍ୟୁ ଅପରେସନ କରାଯାଉଛି। ୪ ମାସରୁ ଲାଗିଥିବା ଏହି ନିଆଁରେ ପ୍ରାୟ ୪୮ କୋଟି ପଶୁ ପକ୍ଷୀ...

View Article

Image may be NSFW.
Clik here to view.

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍ – ଫେବ୍ରୁଆରି ୮ରେ ଭୋଟ୍, ୧୧ରେ ରେଜଲ୍ଟ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି। ଫେବ୍ରୁଆରି ୮ରେ ସମସ୍ତ ୭୦ଟି ଆସନରେ ଭୋଟ୍‌ ହେବ ବୋଲି ନିର୍ବାଚନ କମିସନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଫେବ୍ରୁଆରି ୧୧ରେ ନିର୍ବାଚନୀ ଫଳାଫଳ ପ୍ରକାଶ...

View Article


Image may be NSFW.
Clik here to view.

‘ଏକ ଭିଲେନ ୨’ରେ ଏଥର ଭିଲେନ୍‌ ହେବେ ଜନ ଆବ୍ରାହମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡ ଅଭିନେତା ଜନ୍‌ଙ୍କ ପାଖରେ ଏବେ ବ୍ୟାକ୍‌ ଟୁ ବ୍ୟାକ୍‌ ଫିଲ୍ମ ଅଫର୍ ରହିଛି। ଆଗାମୀ ଦିନରେ ସତ୍ୟମେବ ଜୟତେ ୨, ଆଟାକ୍‌, ମୁମ୍ବାଇ ସାଗା ଫିଲ୍ମ ରିଲିଜ ହେବାକୁ ଯାଉଛି। ଏଥିସହ ଖୁବଶୀଘ୍ର ଜନ୍‌ ଅଭିନେତା ଆଦିତ୍ୟ ରାୟ...

View Article

Image may be NSFW.
Clik here to view.

ଅପରାଜିତାଙ୍କ ‘ଅଜିତା’–ମହିଳା ସଶକ୍ତିକରଣ ପାଇଁ ନୂଆ ସଂଗଠନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହିଳାମାନଙ୍କ ସଶକ୍ତିକରଣ ଓ ସାମାଜିକ ଅର୍ଥନୈତିକ ସ୍ୱାଧୀନତାର ପରିପ୍ରକାଶ ପାଇଁ ରାଜ୍ୟରେ ଏକ ନୂଆ ଅଣ ରାଜନୈତିକ ସଂଗଠନ ଗଠନ କରାଯାଇଛି। ଏହାର ନାଁ ରଖାଯାଇଛି ଅଜିତା। ବିଶିଷ୍ଟ ଲେଖିକା ପ୍ରତିଭା ରାୟ ଏହାକୁ ଶନିବାର...

View Article


Image may be NSFW.
Clik here to view.

ରେକର୍ଡ କଲେ ରାଜ୍ୟ ସରକାର- ଡିସେମ୍ବର ଶେଷ ସପ୍ତାହରେ ୩୧୬୬ ଜଣ କର୍ମଚାରୀଙ୍କୁ ଦେଲେ...

ଓଡ଼ିଶାଲାଇଭ୍ ବ୍ୟୁରୋ ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ଦେବାରେ ରେକର୍ଡ କଲେ ରାଜ୍ୟ ସରକାର। ଡିସେମ୍ବର ମାସ ଶେଷ ସପ୍ତାହରେ ୩୧୬୬ ଜଣ ସରକାରୀ କର୍ମଚାରୀ ପଦୋନ୍ନତି ଦେଇ ଏଭଳି ବିରଳ ରେକର୍ଡ କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ରାଜ୍ୟର...

View Article

Image may be NSFW.
Clik here to view.

ଦିଲ୍ଲୀର ଘର ଘର ବୁଲି ଭୋଟ ମାଗିବି – କେଜରିୱାଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘‘ଗତ ୫ ବର୍ଷ ଭିତରେ ଦିଲ୍ଲୀର ଅନେକ ବିକାଶମୂଳକ କାମ ହୋଇଛି। ଏସବୁକୁ ନେଇ ଦିଲ୍ଲୀର ଘର ଘର ବୁଲି ଭୋଟ୍‌ ମାଗିବି। ଯଦି ମୁଁ ଭଲ କରିଛି ତାହାଲେ ମତେ ଭୋଟ୍‌ ଦେବ, ନାହିଁ ତ ଭୋଟ୍‌ ଦେବନି’’, କହିଛନ୍ତି ଦିଲ୍ଲୀ...

View Article


Image may be NSFW.
Clik here to view.

ଅଶାନ୍ତ ଜେଏନ୍‌ୟୁ – ମୁଖାପିନ୍ଧା ଯୁବକଙ୍କ ମୁଖା ଖୋଲିବ କେବେ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଜେଏନ୍‌ୟୁ ଆକ୍ରମଣକୁ ଗୋଟିଏ ଦିନ ପୂରିଥିବା ବେଳେ ପୋଲିସ ହାତ ଖାଲି। ମୁଖାପିନ୍ଧା ଯୁବକମାନେ କିଏ? ଦିଲ୍ଲୀ ଜେଏନ୍‌ୟୁରେ ରବିବାର ରାତିରେ ପଶିଥିବା ମୁଖା ପିନ୍ଧା ଯୁବକମାନେ କିଏ? କାହିଁକି ଏମାନେ ଜେଏନ୍‌ୟୁରେ...

View Article

Image may be NSFW.
Clik here to view.

ସିଏଏ ପାଇଁ ଜନସମର୍ଥନ –କଟକରେ ଜନଜାଗରଣ ଯାତ୍ରା କଲା ବିଜେପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜନଜାଗରଣ ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଲେଜ ଛକରୁ ଖାନନଗର ଗଲା ରାଲି କଂଗ୍ରେସ ପାକିସ୍ତାନର କଥା କହୁଛି: ଧର୍ମେନ୍ଦ୍ର ସିଏଏ ମୁସଲିମ୍‌ ବିରୋଧୀ ନୁହେଁ: ଧର୍ମେନ୍ଦ୍ର କଟକ: ନାଗରିକତା...

View Article

Image may be NSFW.
Clik here to view.

ମୁଁ ଆଶା କରି ନଥିଲି ଓଏଏସ୍ ଟପ୍ପର ହେବି – ଦେବାଶିଷ ପଣ୍ଡା

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘‘ମୁଁ ଓଏଏସ୍‌ ପରୀକ୍ଷା ଦେଇଥିଲି। ହେଲେ କେବେ ଆଶା କରି ନଥିଲି ୧ ନମ୍ବର ରାଙ୍କରେ ରହିବି। ନମ୍ବର-୧ ରାଙ୍କରେ ରହିଥିବାରୁ ମୁଁ ବହୁତ ଖୁସି’’, କହିଛନ୍ତି ଓଏଏସ୍‌ ଟପ୍ପର ଦେବାଶିଷ ପଣ୍ଡା। ୨୦୧୮ ବର୍ଷର ଓଏଏସ୍‌ ପରୀକ୍ଷା...

View Article
Browsing all 11715 articles
Browse latest View live


Latest Images