କରୋନା ତୃତୀୟ ଲହରର ଆଶଙ୍କା ଭିତରେ ସମଗ୍ର ବିଶ୍ଵ
ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ମହାମାରୀର ତୃତୀୟ ଲହରକୁ ନେଇ ସମଗ୍ର ବିଶ୍ୱରେ ଏବେ ଆତଙ୍କ ସୃଷ୍ଟି ହୋଇଛି। କରୋନାର ତୃତୀୟ ଲହର ଆରମ୍ଭ ହୋଇଯାଇଥିବା କଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ‘ହୁ’ ର ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ୍ ସୂଚନା...
View Article୧୫ଟି ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର – ଗ୍ରାମାଞ୍ଚଳର ପାନୀୟ ଜଳ ଯୋଗାଣକୁ ଗୁରୁତ୍ଵ
ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୫ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ...
View Articleଜାଣନ୍ତୁ ଆଜିର ରାଶିଫଳ – (୧୮ ଜୁଲାଇ ୨୦୨୧, ରବିବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ- ଆଜି ଆଷାଢ଼ ଶୁକ୍ଳ ୯ମୀ ରାତ୍ରି ୧୨:୨୯:୧୬ ଗତେ ୧୦ମୀ ତିଥି। ତୁଳା ଚନ୍ଦ୍ର ଅହୋରାତ୍ର। ସ୍ଵାତୀ...
View Articleଆଜିଠୁ ସଂସଦର ମୌସୁମୀ ଅଧିବେଶନ –କୋଭିଡ୍ ମହାମାରୀ ଏବଂ ତୈଳ ବୃଦ୍ଧି ନେଇ ହୋଇପାରେ ଆଲୋଚନା
ଓଡ଼ିଶାଲାଇଭ୍ ବ୍ୟୁରୋ ସୋମବାରଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ରବିବାର ଦିନ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ୧୯ ଦିନ ଧରି ଚାଲିବାକୁ ଥିବା ଗୃହ କାର୍ଯ୍ୟ କିଭଳି...
View Articleଜାଣନ୍ତୁ ଆଜିର ରାଶିଫଳ – (୧୯ ଜୁଲାଇ ୨୦୨୧, ସୋମବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ- ଆଜି ଆଷାଢ଼ ଶୁକ୍ଳ ୧୦ମୀ ରାତ୍ରି ୧୦:୦୦:୧୧ ଗତେ ୧୧ଶୀ ତିଥି। ତୁଳା ଚନ୍ଦ୍ର ଦିବା ୦୪:୫୩ ଗତେ ବିଛା...
View Articleଆଜିଠୁ ଗଡ଼ିଲା ‘ମୋ ବସ୍’ – ପ୍ରଥମ ପର୍ଯ୍ୟାୟରେ ୧୬ଟି ରୁଟରେ ୮୭ ବସ୍କୁ ଅନୁମତି
ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠୁ ଆରମ୍ଭ ହେଲା ‘ମୋ ବସ୍’ ସେବା। ପ୍ରଥମ ପର୍ଯ୍ୟାୟରେ ୧୬ଟି ରୁଟରେ ଗଡ଼ିବ ୮୭ଟି ବସ୍। ସକାଳ ୭ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏହି ସେବା ଯାତ୍ରୀମାନେ ପାଇପାରିବେ ବୋଲି କ୍ରୁଟ୍ ପକ୍ଷରୁ ସୂଚନା ମିଳିଛି। ଲକଡାଉନ୍ କାରଣରୁ...
View Articleକାର୍ଯ୍ୟାଳୟରେ କୋଭିଡ ନିୟମ ମାନ, ନହେଲେ କାର୍ଯ୍ୟାନୁଷ୍ଠାନ – ବିଏମସି
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଭୁବନେଶ୍ଵରରେ ଥିବା ସମସ୍ତ ଘରୋଇ ଓ ସରକାରୀ କାର୍ଯ୍ୟାଳୟକୁ ଚେତାବନୀ ଦେଇଛି ବିଏମସି। ସମସ୍ତ କାର୍ଯ୍ୟାଳୟଗୁଡ଼ିକରେ କୋଭିଡ ନିୟମ ମାନିବାକୁ ବିଏମସି ପକ୍ଷରୁ କୁହାଯାଇଛି। ଏଥିସହ ଯଦି ଏହି ନିୟମ ଉଲ୍ଲଂଘନ କରାଯାଏ,...
View Articleକାୟା ବିସ୍ତାର କରୁଛି ଡେଙ୍ଗୁ – ଜାଣନ୍ତୁ ଏହାର ଲକ୍ଷଣ ଓ ପ୍ରତିକାର
ଓଡ଼ିଶାଲାଇଭ୍ ବ୍ୟୁରୋ ଡେଙ୍ଗୁ ରୋଗର ଲକ୍ଷଣ ଏବଂ ପ୍ରତିକାର ସମ୍ପର୍କରେ ଜାଣିବା ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଛି ମାର୍ଗଦର୍ଶିକା। କରୋନା କାଳରେ ଡେଙ୍ଗୁ ରୋଗକୁ ନେଇ ଚିନ୍ତାରେ ଓଡ଼ିଶାବାସୀ।...
View Articleପାରଳାଖେମୁଣ୍ଡି ଏସିଏଫଙ୍କ ମୃତ୍ୟୁ ଘଟଣା – ଏପର୍ଯ୍ୟନ୍ତ ଧରାପଡ଼ିନି ଅପରାଧୀ, ସନ୍ଦେହଘେରରେ...
ଓଡ଼ିଶାଲାଇଭ୍ ବ୍ୟୁରୋ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଯୁବ ସହକାରୀ ବନ ସଂରକ୍ଷକ(ଏସିଏଫ) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ରହସ୍ୟ ମୟ ହେବାରେ ଲାଗିଛି। ପ୍ରତିଦିନ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଜୁଲାଇ...
View Articleଖବର ବିଶ୍ଲେଷଣ –ମିଶନ ଶକ୍ତି ପାଇଁ ଭିତ୍ତିଭୂମି
ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ମିଶନ ଶକ୍ତିର ମହିଳାମାନଙ୍କ ପାଇଁ ୪୫୩ କୋଟି ଟଙ୍କାର କୋଭିଡ୍ ସହାୟତା ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ ୩୩୮ଟି ବ୍ଲକସ୍ତରୀୟ ମହାସଂଘର ନିଜସ୍ଵ ଘର ନିର୍ମାଣ ପାଇଁ ୫୦ ଲକ୍ଷ...
View Articleମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା – ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ। ଏଥିପାଇଁ ସେବାୟତମାନେ ରାଘବ ଦାସ ମଠ ଠାରେ...
View Article‘ମୋ କଲେଜ ଅଭିଯାନ’ ଅଧୀନରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀଙ୍କ ବୈଠକ
ଓଡ଼ିଶାଲାଇଭ୍ ବ୍ୟୁରୋ ନବଗଠିତ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ବିକାଶର ରୂପରେଖରେ ପୁରାତନ ଛାତ୍ରଛାତ୍ରୀମାନେ ବିଶେଷ ଭୂମିକା ଗ୍ରହଣ କରିବେ। ରବିବାର ଦିନ ଆୟୋଜିତ ପୁରାତନ ଛାତ୍ରଛାତ୍ରୀଙ୍କ ପ୍ରଥମ ବୈଠକରେ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା...
View Articleପବିତ୍ର ବାହୁଡ଼ାଯାତ୍ରା – ନିର୍ଦ୍ଧାରିତ ସମୟ ପୂର୍ବରୁ ଚାଲିଛି ନୀତିକାନ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ାଯାତ୍ରା। ଜନ୍ମବେଦୀରୁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନବେଦୀକୁ ବାହୁଡ଼ିବେ ମହାପ୍ରଭୁ। ରଥାରୂଢ଼ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀମସ୍ତକରେ ଟାହିଆ ସୁଶୋଭିତ, ଘଣ୍ଟ ଓ କାହାଳି ତାଳେ...
View Articleଜାଣନ୍ତୁ ଆଜିର ରାଶିଫଳ – (୨୦ ଜୁଲାଇ ୨୦୨୧, ମଙ୍ଗଳବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆଜି ଆଷାଢ଼ ଶୁକ୍ଳ ୧୧ଶୀ ସନ୍ଧ୍ୟା ୦୭:୧୭:୪୬ ଗତେ ୧୨ଶୀ ତିଥି। ବିଛା ଚନ୍ଦ୍ର ଅହୋରାତ୍ର।...
View Articleବାହୁଡ଼ାଯାତ୍ରାରେ ଶ୍ରୀଜଗନ୍ନାଥଙ୍କ ପ୍ରିୟ ପୋଡ଼ ପିଠା ଭୋଗ ନୀତି
ଓଡ଼ିଶାଲାଇଭ୍ ବ୍ୟୁରୋ ପୋଡ଼ ପିଠା ହେଉଛି ଏକ ପାରମ୍ପରିକ ପିଠା। ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ପାଇଁ ପ୍ରସ୍ତୁତ ହୁଏ ଏହି ପୋଡ଼ ପିଠା। ଓଡ଼ିଶାରେ ଏହି ପିଠାର ସ୍ଵତନ୍ତ୍ର ପରିଚୟ ରହିଛି। ବାହୁଡ଼ାଯାତ୍ରାରେ ମାଉସୀଙ୍କ ପ୍ରସ୍ତୁତ ପୋଡ଼ପିଠା ପ୍ରଭୁଙ୍କୁ...
View Articleଶ୍ରୀଜିଉଙ୍କ ‘ଛେରା ପହଁରା’ ନୀତି ସମ୍ପନ୍ନ –ଆରମ୍ଭ ହୋଇଛି ରଥ ଟଣା କାର୍ଯ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ାଯାତ୍ରା। ଜନ୍ମବେଦୀରେ ଲୀଳାଖେଳା ସାରିବାପରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନସିଂହାସନକୁ ଫେରୁଛନ୍ତି ମହାପ୍ରଭୁ। ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ଵାର ନିକଟରେ ଦଣ୍ଡାୟମାନ ହୋଇଥିବା...
View Articleଛେରାପହଁରା ନୀତିରେ ଗଜପତିଙ୍କ ୫୦ ବର୍ଷ
ଓଡ଼ିଶାଲାଇଭ୍ ବ୍ୟୁରୋ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀମନ୍ଦିର ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି। ଚଳିତ ବର୍ଷ ରଥଯାତ୍ରାରେ ଗଜପତି ମହାରାଜା ବିରଳ ରେକର୍ଡ଼ ସୃଷ୍ଟି କରିଛନ୍ତି। ଏବର୍ଷକୁ ମିଶାଇ ଛେରାପହଁରାରେ ୫୦ବର୍ଷ ପୂରଣ କରିଛନ୍ତି...
View Articleଏସିଏଫଙ୍କ ମୃତ୍ୟୁ ଘଟଣା – ପାରଳାଖେମୁଣ୍ଡିରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ ପାରଳାଖେୁମଣ୍ଡି ଏସିଏଫଙ୍କ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। କେତେବେଳେ ବୋହୂ ବିଦ୍ୟାଭାରତୀଙ୍କ ଉପରେ ହତ୍ୟାର ଅଭିଯୋଗ ଆଣୁଛନ୍ତି, ତ ପୁଣି କେତେବେଳେ ପୁଅର ମୃତ୍ୟୁକୁ ନେଇ ଡିଏଫଓ ଓ ରୋଷେୟାଙ୍କ...
View Articleନାବାଳକକୁ ଉଦ୍ଧାର ପରେ ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କଲା ଓଡ଼ଗାଁ ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ ଅଞ୍ଚଳର ଏକ ନାବାଳକକୁ ଉଦ୍ଧାର କରିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପୋଲିସ୍। ପରେ ଉଦ୍ଧାର ନାବାଳକକୁ ଜିଲ୍ଲା ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରାଯାଇଛି। ସେଠାରେ ତା’ର ପରିବାର ଲୋକଙ୍କୁ ଖବର ଦିଆଯିବା ସହ,...
View Articleସମ୍ ହସ୍ପିଟାଲରେ କରୋନାକୁ ହରାଇଲେ ୯୪ ବର୍ଷୀୟ ବୃଦ୍ଧ
ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ କୋଭିଡ ହସ୍ପିଟାଲରେ ପୁଣି ଜଣେ ୯୪ ବର୍ଷୀୟ ବୃଦ୍ଧ କରୋନାକୁ ପରାସ୍ତ କରିଛନ୍ତି। ବୃଦ୍ଧ ଜଣଙ୍କ ହେଲେ ପୁରୀ ଅଞ୍ଚଳର ସୁରଥ ରାଉତରାୟ। ସମ୍ କୋଭିଡ ହସ୍ପିଟାଲର ଡାକ୍ତର, ନର୍ସଙ୍କ ସେବା, ଯତ୍ନ, ଉତ୍ତମ ଚିକିତ୍ସା ଯୋଗୁଁ...
View Article