Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଅଯୋଧ୍ୟା ରାମ ମନ୍ଦିର ଗଠନ ପାଇଁ ନିର୍ମାଣ ହେଲା ଟ୍ରଷ୍ଟ – କେ ପରାସରନ ହେଲେ ଅଧ୍ୟକ୍ଷ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଟ୍ରଷ୍ଟର ଘୋଷଣା କରିବା ପରେ ଏହାର ସଦସ୍ୟମାନଙ୍କ ତାଲିକା ମଧ୍ୟ ସାମନାକୁ ଆସିଛି। ଏଥିରେ ହିନ୍ଦୁ ପକ୍ଷର ଓକଲି କେ ପରାସରନଙ୍କୁ ଅଧ୍ୟକ୍ଷ କରାଯାଇଥିବାବେଳେ ଅଯୋଧ୍ୟାର ରାଜା ବିମଳେନ୍ଦୁ ପ୍ରତାପ ମିଶ୍ର, ଡକ୍ଟର ଅନିଲ ମିଶ୍ର ଓ ଜିଲ୍ଲାପାଳଙ୍କୁ ସାମିଲ କରାଯାଇଛି।

ଏହାପୂର୍ବରୁ ଏହି ଟ୍ରଷ୍ଟରେ ଚାରିଜଣ ଶଙ୍କରାଚାର୍ଯ୍ୟଙ୍କୁ ସାମିଲ କରାଯିବା ନେଇ ଚର୍ଚ୍ଚା ହେଉଥିଲା, ହେଲେ ସେପରି ହୋଇନାହିଁ। ଟ୍ରଷ୍ଟରେ ନିର୍ମୋହୀ ଆଖଡ଼ାର ସଦସ୍ୟଙ୍କୁ ମଧ୍ୟ ସାମିଲ କରାଯାଇଛି।

  • କେ ପରାସରନ –  ଅଧ୍ୟକ୍ଷ
  • ବାସୁଦେବାନନ୍ଦ ମହାରାଜ – ସଦସ୍ୟ
  • ପରମାନନ୍ଦ ଜୀ ମହାରାଜ – ସଦସ୍ୟ
  • ସ୍ୱାମୀ ଗୋବିନ୍ଦଗିରି – ସଦସ୍ୟ
  • ବିମଳେନ୍ଦୁ ମୋହନ ପ୍ରତାପ ମିଶ୍ର – ସଦସ୍ୟ
  • ଡକ୍ଟର ଅନିଲ ମିଶ୍ର – ସଦସ୍ୟ
  • ଡକ୍ଟର କମଳେଶ୍ୱର ଚୌପାଲ – ସଦସ୍ୟ
  • ମହନ୍ତ ଧୀନେନ୍ଦ୍ର ଦାସ – ସଦସ୍ୟ
  • ଅଯୋଧ୍ୟାର ଜିଲ୍ଲାପାଳ – ସଦସ୍ୟ
  • ଏଥିସହିତ ଆଉ ୬ ଜଣ ସଦସ୍ୟ ମଧ୍ୟ ଏହି ଟ୍ରଷ୍ଟରେ ରହିବେ। ଯାହାକୁ ଏହି ଟ୍ରଷ୍ଟ ବୋର୍ଡ ଚୟନ କରିବ।

The post ଅଯୋଧ୍ୟା ରାମ ମନ୍ଦିର ଗଠନ ପାଇଁ ନିର୍ମାଣ ହେଲା ଟ୍ରଷ୍ଟ – କେ ପରାସରନ ହେଲେ ଅଧ୍ୟକ୍ଷ appeared first on OdishaLIVE.


Viewing all articles
Browse latest Browse all 11715

Trending Articles