ସହଜ ଉପାୟରେ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ସାହି ପନୀର
ଓଡ଼ିଶାଲାଇଭ୍ ବ୍ୟୁରୋ ଅଧିକାଂଶ ଲୋକଙ୍କର ପ୍ରିୟ ଖାଦ୍ୟରେ ସାମିଲ ଥାଏ ସାହି ପନିର୍। ଏହି ସ୍ୱାଦିଷ୍ଟ ସାହି ପନୀର୍ର ମଜା ନେବା ଅନେକ ରେସ୍ତୋରାଁକୁ ଯାଇଥାନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଏକ ସହଜ ଉପାୟ କହିବୁ ଯାହାଦ୍ୱାରା ଆପଣ ଘରେ ବି...
View Articleପାକିସ୍ତାନକୁ ଭାଙ୍ଗି ଦେଇଥିଲେ ଇନ୍ଦିରା ଗାନ୍ଧୀ –ଗଠନ ହୋଇଥିଲା ବାଂଲାଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ ବାଂଲାଦେଶ ଗଠନରେ ଇନ୍ଦିରା ଗାନ୍ଧୀଙ୍କ ଅବଦାନ। ପୂର୍ବ ପାକିସ୍ତାନ ହେଲା ବାଂଲାଦେଶ। ୧୯୭୧ ମସିହାର କଥା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସ୍ଥଳସେନା ଅଧ୍ୟକ୍ଷ ଜେନେରାଲ ମାଣିକ୍ସାଙ୍କୁ କହିଥିଲେ, ମୁଁ...
View Articleଦୁଷ୍କର୍ମକୁ ନେଇ ବିବାଦୀୟ ମନ୍ତବ୍ୟ – ଜାଣନ୍ତୁ କେଉଁ ନେତା କ’ଣ କହିଥିଲେ?
ଓଡ଼ିଶାଲାଇଭ୍ ବ୍ୟୁରୋ କେବଳ ରାହୁଲ ଗାନ୍ଧୀ ନୁହନ୍ତି, ଅନେକ ରାଜନେତା ଦୁଷ୍କର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଫସିଛନ୍ତି। ଗଣଦୁଷ୍କର୍ମ ଏକ ସ୍ପର୍ଶକାତର ମାମଲା। ଗଣଦୁଷ୍କର୍ମକୁ ରୋକିବା ପାଇଁ କଠୋର ଆଇନ୍ ପ୍ରଣୟନ କରିବାକୁ ବିଭିନ୍ନ...
View Articleଫାଶୀ ଚିନ୍ତାରେ ଖାଇବା ପିଇବା ଛାଡ଼ିଲେ ନିର୍ଭୟା ଦୁଷ୍କର୍ମକାରୀ!
ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ତିହାର ଜେଲରେ ଦିନ କାଟୁଥିବା ୪ ଅଭିଯୁକ୍ତ ଖାଇବା ପିଇବା କମ୍ କରି ଦେଇଛନ୍ତି। ସେମାନଙ୍କ ଉପରେ ନଜର ରଖିବା ପାଇଁ ୪/୫ ଜଣ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ୪...
View Articleପୁରୀ ସ୍ୱର୍ଗଦ୍ୱାର ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ସ୍ୱର୍ଗଦ୍ୱାର ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇଛି। ଶୁକ୍ରବାର ସ୍ୱର୍ଗଦ୍ୱାର ପରିସରରେ ଥିବା ଘରଗୁଡିକୁ ଭାଙ୍ଗି ଦିଆ ଯାଇଥିଲା। ପୁରୁଣା ଘର ଭାଙ୍ଗିବା ପରେ ଏବେ ନୂଆ ଘର ଭିତ୍ତିଭୂମି ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି।...
View Articleନବରଙ୍ଗପୁରରେ ଚାଞ୍ଚଲ୍ୟ –ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରି ଅତି ନିର୍ମମ ଭାବେ ହତ୍ୟା କରି ଦିଆଯାଇଛି। ଏଭଳି ଅଭିଯୋଗ ନବରଙ୍ଗପୁରରୁ ଆସିଛି। କୋଷଗୁମୁଡ଼ା ବ୍ଲକ, ବାମିନି ପଞ୍ଚାୟତ, ବିଗୁମୁଡ଼ିଲିରେ ଗାଁର ଜଣେ ୧୬ ବର୍ଷୀୟା ଝିଅ ଗତକାଲି...
View Articleଆପଣଙ୍କ ପାନ୍କାର୍ଡ ହଜିଯାଇଛି କି? ଘରେ ବସି ମାତ୍ର ୫୦ ଟଙ୍କାରେ ଆବେଦନ କରନ୍ତୁ ନୂଆ କାର୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ ପାନ୍କାର୍ଡ ହଜିଯାଇଥିଲେ ଏବେ ଘରେ ବସି ମାତ୍ର ୫୦ ଟଙ୍କାରେ ନୂଆ ପାନ୍କାର୍ଡ ଆବେଦନ କରିପାରିବେ। ବର୍ତ୍ତମାନ ସମୟରେ ପାନ୍କାର୍ଡ ଏକ ଜରୁରୀ କାଗଜପତ୍ର ହୋଇଯାଇଛି। ବ୍ୟାଙ୍କ୍ରେ ଆକାଉଣ୍ଟ ଖୋଲିବା ଠାରୁ ଆରମ୍ଭ କରି...
View Article“ମୋ ନାଁ ରାହୁଲ ସବରକର ନୁହେଁ, ରାହୁଲ ଗାନ୍ଧୀ”
ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀ ରାମଲୀଳା ମଇଦାନରେ ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। “ମୋ ନାଁ ରାହୁଲ ସବରକର ନୁହେଁ, ମୋ ନାଁ ରାହୁଲ ଗାନ୍ଧୀ। ମୁଁ କ୍ଷମା ମାଗିବିନି। ମୁଁ ମରିଯିବ ପଛେ କିନ୍ତୁ ମୋ ଭାଷଣ ପାଇଁ...
View Articleଆସନ୍ତାକାଲିଠୁ ଗାଡ଼ିରେ ଫାସ୍ ଟ୍ୟାଗ୍ ବାଧ୍ୟତାମୂଳକ – ନହେଲେ ଟୋଲ୍ ଗେଟରେ ଗଣିବେ...
ଓଡ଼ିଶାଲାଇଭ୍ ବ୍ୟୁରୋ ଆପଣଙ୍କ ଗାଡ଼ିରେ ଫାସ୍ ଟ୍ୟାଗ୍ ଅଛି ତ? ଯଦି ନାହିଁ ତେବେ ଜଲଦି ଆପଣଙ୍କ ଗାଡ଼ି ପାଇଁ ଫାସ୍ ଟ୍ୟାଗ୍ କରାଇନିଅନ୍ତୁ। ନହେଲେ ଆପଣଙ୍କୁ ରବିବାରଠାରୁ ଟୋଲ୍ ଗେଟରେ ଦୁଇଗୁଣା ଟଙ୍କା ଦେବାକୁ ପଡ଼ିବ।କେନ୍ଦ୍ର ସରକାରଙ୍କ...
View Articleକେମିତି ମଧୁମେହ ରୋଗୀଙ୍କ ଚକ୍ଷୁ ସୁସ୍ଥ ରହିବ – ଜାଣନ୍ତୁ କ’ଣ କହନ୍ତି ଡାକ୍ତର...
ଓଡ଼ିଶାଲାଇଭ୍ ବ୍ୟୁରୋ ମଧୁମେହ ରୋଗୀଙ୍କ ଚକ୍ଷୁ ସମସ୍ୟା, ଓ ତାହାର ଚିକିତ୍ସା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର ସୂର୍ଯ୍ୟକିରଣ ପଟ୍ଟନାୟକ। ଡାଇବେଟିସ୍ ବା ମଧୁମେହ ବର୍ତ୍ତମାନ ଏକ ସାଧାରଣ ରୋଗରେ ପରିଣତ ହୋଇଛି। ଅଧିକାଂଶ ଲୋକ ଏହି ରୋଗରେ...
View Articleନାଗରିକତା ସଂଶୋଧନ ଆଇନ୍କୁ ନେଇ ହିଂସା, ବାତିଲ ହେଲା ଏହି ସବୁ ଟ୍ରେନ
ଓଡ଼ିଶାଲାଇଭ୍ ବ୍ୟୁରୋ ନାଗରିକତା ସଂଶୋଧନ ଆଇନ୍କୁ ନେଇ ପଶ୍ଚିମବଙ୍ଗରେ ଆନ୍ଦୋଳନ ଜୋର ଧରିଛି। ଏହାକୁ ଦୃଷ୍ଟିରେ ରଖି ହାଓ୍ଵଡାରୁ ଓଡ଼ିଶାକୁ ଟ୍ରେନ ଚଳାଚଳ ବାତିଲ କରାଯାଇଛି। ନାଗରିକତା ସଂଶୋଧନ ଆଇନ୍କୁ ନେଇ ତେଜୁଛି ଆନ୍ଦୋଳନ। ଏହାକୁ ନେଇ...
View Article‘କଭି ଖୁସି କଭି ଗମ୍’କୁ ପୂରିଲା ୧୮ ବର୍ଷ – ଆଜିବି ଦର୍ଶକଙ୍କ ପ୍ରଥମ ପସନ୍ଦ ଏହି ଫିଲ୍ମ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ସୁପରହିଟ୍ ଫିଲ୍ମ ‘କଭି ଖୁସି କଭି ଗମ୍’ ଆଜି ୧୮ ବର୍ଷ ପୂରା କରିଛି। ୟଶରାଜ ପ୍ରଡକ୍ସନର ଏହି ସୁପରହିଟ୍ ଫିଲ୍ମ ୨୦୦୧, ଆଜିର ଦିନରେ ରିଲିଜ ହୋଇଥିଲା। ଏଥିରେ ଅମିତାଭ ବଚ୍ଚନ, ଶାହରୁଖ ଖାନ, ଜୟା...
View Articleଅସୁରେଶ୍ୱର ଗୋରକ୍ଷଣୀ – ଯେଉଁଠି ମୁଠି ଚାଉଳ ଓ ଦାନରେ ଚାଲେ ଗୋସେବା
ଓଡ଼ିଶାଲାଇଭ୍ ବ୍ୟୁରୋ ୭୫ ବର୍ଷ ହେଲା ଦୁସ୍ଥ, ରୋଗୀଣା ଏବଂ ଦିବ୍ୟାଙ୍ଗ ଗାଈଗୋରୁଙ୍କୁ ଆଶ୍ରୟ ଦେଇ ଆସୁଛି ଅସୁରେଶ୍ୱର ଗୋରକ୍ଷଣୀ। ଗୋରୁଗାଈଙ୍କ ବୟସ ଅଧିକ ହୋଇଗଲେ କିମ୍ବା ରୋଗୀଣା ହୋଇଗଲେ ସେମାନଙ୍କୁ ଲୋକେ ଅଦରକାରୀ କରି ଦିଅନ୍ତି। କିଛି ଲୋକ...
View Articleବାଲୁଗାଁ ଛାତ୍ରୀ ହତ୍ୟା ଘଟଣାରେ ନୂଆ ମୋଡ଼ – ପ୍ରେମ ନୁହେଁ, ପ୍ରତିଶୋଧ ନେବା ପାଇଁ ଭାଉଜ...
ଓଡ଼ିଶାଲାଇଭ୍ ବ୍ୟୁରୋ ବାଲୁଗାଁ ଗଙ୍ଗାନଗରରେ ଛାତ୍ରୀଙ୍କ ଗଳାକାଟି ହତ୍ୟା ଘଟଣାରେ ନୂଆ ମୋଡ଼। ପ୍ରେମ ପାଇଁ ନୁହେଁ ବରଂ ପ୍ରତିଶୋଧ ନେବା ପାଇଁ ଭାଉଜ କରିଥିଲେ ହତ୍ୟା। ଏହି ଘଟଣାର ପର୍ଦ୍ଦାଫାସ୍ କରଛନ୍ତି ଖୋର୍ଦ୍ଧା ଏସ୍ପି ଅଜୟ ପ୍ରତାପ...
View Articleମାତ୍ର ୮ ବର୍ଷ ବୟସରେ ପୂଜାଙ୍କ ସିକ୍ସ ପ୍ୟାକ୍ ଆବ୍ସ୍ – ବିରାଟ ଡାକନ୍ତି ‘ପକେଟ ରକେଟ’
ଓଡ଼ିଶାଲାଇଭ୍ ବ୍ୟୁରୋ ୪୮ ମିନିଟରେ ୧୦ କିଲୋମିଟର ରେସ୍ କଅଁଳ ବୟସରେ କଡ଼ା ପରିଶ୍ରମ ବିରାଟ ଡାକନ୍ତି ପକେଟ ରକେଟ ମାତ୍ର ୮ ବର୍ଷ ବୟସରେ ସିକ୍ସ୍ ପ୍ୟାକ୍ ଆବ୍ସ୍ ବନାଇ ବିରାଟ କୋହଲିଙ୍କ ହୃଦୟ ଜିତିଲେ ପୂଜା ବିଶ୍ନୋଇ। କେବଳ ଏତିକି ନୁହେଁ...
View Articleନୂଆବର୍ଷରେ ପିକ୍ନିକ୍ ଯିବାକୁ ଭାବୁଛନ୍ତି କି? ଏହି ସ୍ଥାନ ଆପଣଙ୍କ ପାଇଁ ବେଷ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆ ବର୍ଷରେ ପିକ୍ନିକ୍ ଯିବା କଥା ଚିନ୍ତା କରୁଛନ୍ତି କି? ଯଦି ହଁ ତେବେ ଏମିତି କିଛି ସ୍ଥାନକୁ ବୁଲିବାକୁ ଯାଆନ୍ତୁ ଯେଉଁଠି ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୂର ମଜା ନେବା ସହ ଆପଣଙ୍କ ଟ୍ରିପ୍କୁ ସ୍ମରଣୀୟ...
View Articleଅଗ୍ରଣୀ ମିଡିଆ କମ୍ପାନିରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି: ଡିସେମ୍ବର ୨୫ ସୁଦ୍ଧା କରନ୍ତୁ...
ଓଡ଼ିଶାଲାଇଭ୍ ବ୍ୟୁରୋ ଗତ ୨୦୧୨ ମସିହାରୁ ଭୁବନେଶ୍ୱରଠାରେ ପ୍ରତିଷ୍ଠିତ ମିଡିଆ କମ୍ପାନି ‘ଓଡ଼ିଶାଲାଇଭ୍’ (ଏକାଡେମି ଫର ମିଡିଆ ଲର୍ଣ୍ଣଂ ପ୍ରାଇଭେଟ୍ ଲିମିଟେଡ୍) ପାଇଁ ବିଭିନ୍ନ ପଦବୀରେ ନିଯୁକ୍ତି ସୁଯୋଗ ଘୋଷଣା କରାଯାଇଛି। କମ୍ପାନିର...
View ArticleCAAକୁ ନେଇ ମୁହଁ ଖୋଲିଲେ ମୋଦୀ – କହିଲେ, ଏବେ ପାକିସ୍ତାନର କାମ କଂଗ୍ରେସ କରୁଛି
ଓଡ଼ିଶାଲାଇଭ୍ ବ୍ୟୁରୋ ନାଗରିକତା ସଂଶୋଧନ ଆଇନକୁ ନେଇ ପ୍ରଥମ ଥର ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଝାଡ଼ଖଣ୍ଡର ଦୁମକା ଅଞ୍ଚଳରେ ଆଜି ନିର୍ବାଚନ ପ୍ରଚାର କଲାବେଳେ ମୋଦୀ ଏନେଇ ପ୍ରତିକ୍ରିୟା ଦେଇଛନ୍ତି। ପ୍ରଧାନମନ୍ତ୍ରୀ...
View Articleଘରେ ପ୍ରସ୍ତୁତ କରନ୍ତୁ ଏହି ଭିନ୍ନ ଷ୍ଟାଇଲ୍ର ମିଠା
ଓଡ଼ିଶାଲାଇଭ୍ ବ୍ୟୁରୋ ଭିନ୍ନ ଭିନ୍ନ ଖାଇବା ପାଇଁ ଓଡ଼ିଶା ବେଶ୍ ପ୍ରସିଦ୍ଧ। ଏହାର ପରମ୍ପରା ଯେତିକି ନିଆରା, ଖାଦ୍ୟ ସେତିକି ନିଆରା। ତେବେ, ଘରେ ପ୍ରସ୍ତୁତ କରନ୍ତୁ ଏକ ଭିନ୍ନ ଷ୍ଟାଇଲ୍ର ମିଠା କ୍ଷୀର ଦହି ଶିରା। ସାମଗ୍ରୀ ଗୋଟେ କପ୍ କ୍ଷୀର...
View Articleଫୋନ୍କୁ ରାତି ସାରା ଚାର୍ଜରେ ଲଗାଉଛନ୍ତି କି? ସାବଧାନ
ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିକାଲି ସ୍ମାର୍ଟଫୋନ ଫାଟିଯିବା ବା ନିଆଁ ଲାଗିବା ଘଟଣା ଏକ ସାଧାରଣ କଥା ହୋଇଗଲାଣି। କାରଣ ପ୍ରାୟ ସବୁଦିନ କିଛି ନା କିଛି ଏମିତି ଖବର ସାମ୍ନାକୁ ଆସୁଛି। ଏକ ସର୍ଭେରୁ ଜଣାପଡ଼ିଛି ଯେ ବ୍ୟବହାରୀଙ୍କ ଭୁଲ ପାଇଁ ଅଧିକାଂଶ...
View Article