ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟରୁ ହଟିବ ମୋଦୀଙ୍କ ପୋଷ୍ଟର
ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାନସଭା ନିର୍ବାଚନ ହେବାକୁ ଥିବା ଚାରି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ପେଟ୍ରୋଲ ପମ୍ପରୁ ମୋଦୀଙ୍କ ପୋଷ୍ଟର ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ନିର୍ବାଚନ କମିସନର ସୁନୀଲ ଆରୋରା। ୭୨ ଘଣ୍ଟା...
View Articleସେବା ଓ ସ୍ୱାଭିମାନର ଆଦର୍ଶ ଥିଲେ ବିଜୁବାବୁ –ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଆଜି ୧୦୫ତମ ଜୟନ୍ତୀ। ଏହି ଅବସରରେ ଆଜି ବିଜେଡି କାର୍ଯ୍ୟାଳୟରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
View Articleଏଣିକି ଅନଲାଇନ୍ରେ ମିଳିବ ୧୮ ପ୍ରକାର ଆରଟିଓ ସେବା
ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ଲୋକମାନେ ଘରେ ବସି ଅନଲାଇନ୍ ରେ ପାଇପାରିବେ ଆରଟିଓ ସେବା। ଆରଟିଓ କାର୍ଯ୍ୟାଳୟ ସମ୍ମୁଖରେ ଲମ୍ବା ଧାଡ଼ିରେ ଘଣ୍ଟାଘଣ୍ଟା ଛିଡ଼ା ହେବାକୁ ପଡ଼ିବ ନାହିଁ। ନିଜର ଆଧାର କାର୍ଡ ଜରିଆରେ ଯେକୌଣସି ସ୍ଥାନରେ ରହି ପରିବହନ...
View Articleପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଟିଏମସିର ପ୍ରାର୍ଥୀ ଘୋଷଣା – ତାଲିକାରେ ଅଛନ୍ତି ୫୦ ପ୍ରତିଶତ...
ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ତୃଣ ମୂଳ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛିି। ୨୯୧ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଥର ଟିଏମସି...
View Article‘ମୋ ସେବା କେନ୍ଦ୍ର’ ଓ ‘ଓଡ଼ିଶା ୱାନ୍ ପୋର୍ଟାଲ’ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ଜୟନ୍ତୀ ଅବସରରେ ‘ମୋ ସେବା କେନ୍ଦ୍ର’ ଓ ‘ଓଡ଼ିଶା ୱାନ୍ ପୋର୍ଟାଲ’ର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାର ପ୍ରାୟ ୭ ହଜାର ‘ମୋ ସେବା’କେନ୍ଦ୍ରରେ...
View Articleକେରଳ ବିଧାନସଭା ନିର୍ବାଚନ –କାହାର ହେବ ଗଡ଼?
ଓଡ଼ିଶାଲାଇଭ୍ ବ୍ୟୁରୋ କେରଳ ବିଧାନସଭା ନିର୍ବାଚନରେ କାହାର ହେବ ବାଜିମାତ୍? ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଆରମ୍ଭ ହୋଇଯାଇଛି କସରତ। ଦେଶରେ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିସାରିଛନ୍ତି...
View Articleଗାୟକ ଜୁବିନ ନଉଟିୟାଲ – ଉତ୍ତରାଖଣ୍ଡର ଏକ ଛୋଟ ସହରରୁ ଆସି ବଲିଉଡରେ କରୁଛନ୍ତି ରାଜ୍
ଓଡ଼ିଶାଲାଇଭ୍ ବ୍ୟୁରୋ ଜୁବିନ ନଉଟିୟାଲ, ବଲିଉଡ ସଙ୍ଗୀତ ଜଗତର ଏବେ ଜଣେ ଚର୍ଚ୍ଚିତ ଚେହେରା। ଅଳ୍ପ କିଛି ଦିନରେ ଦମଦାର ଗୀତ ଗାଇ ସେ ହୋଇଯାଇଛନ୍ତି ସମସ୍ତଙ୍କ ପ୍ରିୟ। ତେବେ ଉତ୍ତରାଖଣ୍ଡର ଏକ ଛୋଟିଆ ସହରର ପୁଅ ଜୁବିନ କେମିତି ବଲିଉଡ...
View Articleକଳାହାଣ୍ଡିରୁ କାର୍ଲିଫର୍ଣ୍ଣିଆ, ସବୁଠି ଉବଲବ୍ଧ ହେବ ଓଡ଼ିଶାର ଉତ୍ପାଦ –ମନ୍ତ୍ରୀ କ୍ୟାପଟେନ...
ଓଡ଼ିଶାଲାଇଭ୍ ବ୍ୟୁରୋ ଶୁକ୍ରବାର ନବମ ଏମଏସଏଇ ବାଣିଜ୍ୟ ମେଳା ଭୁବନେଶ୍ଵରର ପ୍ରଦର୍ଶନୀ ପଡ଼ିଆଠାରେ ଆରମ୍ଭ ହୋଇଛି। କରୋନା କଟକଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହି ମେଳାକୁ ଉଦ୍ଘାଟନ କରିଛନ୍ତି। ରାଜ୍ୟର ସମସ୍ତ...
View Articleଜାଣନ୍ତୁ ଆଜିର ରାଶିଫଳ – (୦୬ ମାର୍ଚ୍ଚ ୨୦୨୧, ଶନିବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଶନିବାର ଫାଲ୍ଗୁନ କୃଷ୍ଣ ଅଷ୍ଟମୀ ସନ୍ଧ୍ୟା ୦୬:୧୦:୪୨ ଗତେ ନବମୀ ତିଥି। ବିଛାଚନ୍ଦ୍ର ରାତ୍ରି...
View Articleପ୍ରତ୍ୟେକ ଶନିବାର ବନ୍ଦ ରହିବ କୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ସମସ୍ତ କୋର୍ଟ ଶନିବାର ବନ୍ଦ ରହିବ। ହାଇକୋର୍ଟଙ୍କ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାନୁଆରି ୨୯ରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ...
View Articleଶ୍ରୀମନ୍ଦିରକୁ ନେଇ ଧର୍ମେନ୍ଦ୍ର ଓ ଅପରାଜିତାଙ୍କ ପରସ୍ପର ବିରୋଧୀ ମତ
ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ଵରେ ଆରମ୍ଭ ହେବାକୁ ଥିବା ହେରିଟେଜ ପ୍ରକଳ୍ପକୁ ନେଇ ରାଜ୍ୟ ବିଜେପିରେ ପୁଣିଥରେ ଦେଖାଦେଇଛି କନ୍ଦଳ। ଗୋଟିଏ ପଟେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରକଳ୍ପ ପାଇଁ...
View Articleରାଜଧାନୀ ବଜାରରେ ହଳଦିଆ ତରଭୁଜ
ଓଡ଼ିଶାଲାଇଭ୍ ବ୍ୟୁରୋ ଏଥର ଖରାରେ ରାଜଧାନୀ ବଜାରକୁ ଆସିଛି ହଳଦିଆ ତରଭୁଜ। ପ୍ରତିବର୍ଷ ଖରାଦିନ ଆସିଲେ ଆପଣ ଯେତେବେଳେ ଘରୁ ବାହାରକୁ ଗୋଡ଼ କାଢ଼ନ୍ତି ରାସ୍ତାକଡ଼ରେ ଲାଲ୍ ତରଭୁଜର ଦୋକାନଗୁଡ଼ିକୁ ଦେଖିଥିବେ। କିନ୍ତୁ ଏବେ ଲାଲ୍ ତରଭୁଜ ସହ ଏକ ନୂଆ...
View Articleଶେଷ ଟେଷ୍ଟରେ ଇଂଲଣ୍ଡକୁ ହରାଇ ଆଇସିସି ବିଶ୍ଵ ଚାମ୍ପିୟନସିପ ଫାଇନାଲକୁ ପ୍ରବେଶ କଲା ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ଏବଂ ଇଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ଶେଷ ମ୍ୟାଚ୍ରେ ଇଂଲଣ୍ଡକୁ ମାତ୍ ଦେଇ ମହାବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଭାରତ ଚତୁର୍ଥ ଟେଷ୍ଟରେ ଇଂଲଣ୍ଡକୁ ହରାଇ ଚାରିମ୍ୟାଚ୍ ବିଶିଷ୍ଟ ଏହି ସିରିଜକୁ ୩-୧ରେ...
View Articleଜାଣନ୍ତୁ ଆଜିର ରାଶିଫଳ – (୦୯ ମାର୍ଚ୍ଚ ୨୦୨୧, ମଙ୍ଗଳବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ–ଦିବସ: ଆଜି ଫାଲ୍ଗୁନ କୃଷ୍ଣ ଏକାଦଶୀ ଦିବା ୦୩:୦୨:୩୩ ଗତେ ଦ୍ଵାଦଶୀ ତିଥି। ମକରଚନ୍ଦ୍ର ଅହୋରାତ୍ର।...
View Articleଟୁଇନ ସିଟିର ନୂଆ କମିସନର ଭାବେ ଆଜି ଦାୟିତ୍ୱ ନେବେ ସୌମେନ୍ଦ୍ର ପ୍ରିୟଦର୍ଶୀ
ଓଡ଼ିଶାଲାଇଭ୍ ବ୍ୟୁରୋ କଟକ, ଭୁବନେଶ୍ୱର ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ବଦଳି କରାଯାଇଛି। ୧୯୯୫ ବ୍ୟାଚର ଆଇପିଏସ୍ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ନୂଆ ପୋଲିସ କମିସନର ଭାବେ ନିଯୁକ୍ତି ଦିଆଯାଇଛି। ମଙ୍ଗଳବାର ସେ କମିସନର ଭାବେ...
View Articleବଢିଲା ଯୁକ୍ତ ୨ ଫର୍ମ ପୂରଣ ଅବଧି
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ-୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଓ ଦାଖଲ ଅବଧି ବୃଦ୍ଧି କରାଯାଇଛି। ଏନେଇ ଉଚ୍ଚ ମାଧ୍ୟମିକ...
View Articleଏସ୍ଆରସିଙ୍କ ନିର୍ଦ୍ଦେଶ –ଜାଗରରେ ମେଳା ବନ୍ଦ, ଗହଳି କଲେ ମିଳିବ ଦଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକ ପରେ ମହାଶିବରାତ୍ରି ବା ଜାଗର। ଏ ବର୍ଷ ମହାମାରୀ କରୋନା ଭୟ ଟଳି ନଥିବାରୁ ଜାଗର ପାଇଁ ମଙ୍ଗଳବାର କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ପଦୀପ ଜେନା। ଜାଗର ଦିନ ମନ୍ଦିର ପରିସରରେ ଓ ବାହାରେ ଗହଳି...
View Articleରାଜଧାନୀରେ ଲୁଟପାଟ୍ ଉପରେ ଲାଗିବ ଅଙ୍କୁଶ –ନଜର ରଖିବ ‘ସ୍ପେଶାଲ ୨୬’
ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ରାଜଧାନୀରେ ବଢ଼ୁଥିବା ଛିନତାଇ ଓ ଲୁଟପାଟ୍ ଉପରେ ନଜର ରଖିବ ‘ସ୍ପେଶାଲ ୨୬’। କମିସନରେଟ ପୋଲିସ ଦ୍ୱାରା ଏହି ଟିମ୍ ଗଠନ କରାଯାଇଛି। ସହରାଞ୍ଚଳରେ ଥିବା ୨୪ ଟି ଥାନାର ୨୬ଜଣ ଅଫିସର ଏହି ଟିମ୍ରେ ସାମିଲ ହୋଇଛନ୍ତି।...
View Articleମାର୍ଚ୍ଚ ୧୨ରୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ –ପ୍ରବେଶ ପାଇଁ କୋଭିଡ ଟେଷ୍ଟ ବାଧ୍ୟତାମୂଳକ
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ମାର୍ଚ୍ଚ ୧୨ ରୁ ଆରମ୍ଭ ହେବ। ତେଣୁ ଏହି ଅଧିବେଶନ ପୂର୍ବରୁ କୋଭିଡ ନିୟମକୁ କଡ଼ାକଡ଼ି କରାଯାଇଛି। ଯେଉଁମାନେ ବିଧାନସଭା ଭିତରକୁ ପ୍ରବେଶ କରିବେ ସେମାନଙ୍କର କୋଭିଡ...
View Articleକାହିଁକି ବଦଳିଲେ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ?
ଓଡ଼ିଶାଲାଇଭ୍ ବ୍ୟୁରୋ ଟୁଇନ ସିଟିର ପୋଲିସ କମିସନର ଥିବା ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀଙ୍କ ହଠାତ୍ ବଦଳିକୁ ନେଇ ସବୁଠି ଚର୍ଚ୍ଚା। ୨୦୧୯, ଅଗଷ୍ଟ ୨୦ ତାରିଖରେ କଟକ ଭୁବନେଶ୍ୱର ପୋଲିସ କମିସନର ଭାବେ ଯୋଗ ଦେଇଥିଲେ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ। ଠିକ୍...
View Article