ପୁଣି ପଜିଟିଭ୍ ଚିହ୍ନଟ – ବଲାଙ୍ଗିରରେ ୭, ସୁନ୍ଦରଗଡ଼ରେ ୪, ବରଗଡ଼ରୁ ଜଣେ
ଓଡ଼ିଶାଲାଇଭ୍ କରୋନା ବ୍ୟରୋ ରାଜ୍ୟରେ ପୁଣି ଚିହ୍ନଟ ହେଲେ କରୋନା ଆକ୍ରାନ୍ତ। ରବିବାର ବଲାଙ୍ଗିରରୁ ୭ ଜଣ, ସୁନ୍ଦରଗଡ଼ରୁ ୪ ଜଣ ଓ ବରଗଡ଼ରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଜିଲ୍ଲାରେ...
View Articleରାଜ୍ୟରେ ପୁଣି ୬୭ ନୂଆ କରୋନା ପଜିଟିଭ୍
ଓଡ଼ିଶାଲାଇଭ୍ କରୋନା ବ୍ୟରୋ ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ରବିବାର ରାଜ୍ୟରେ ପୁଣି ୬୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ସହିତ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬କୁ ବୃଦ୍ଧି ପାଇଛି। ରବିବାର ଚିହ୍ନଟ...
View Articleନୂଆପଡ଼ା ଛୁଇଁଲା କରୋନା, ଜଣେ ଆକ୍ରାନ୍ତ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଥମଥର ପାଇଁ ନୂଆପଡ଼ା ଜିଲ୍ଲା ଛୁଇଁଲା କରୋନା। ନୂଆପଡ଼ା ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସେହିପରି ଆଜି ପୁଣି ରାଜ୍ୟରେ ୬୭ କରୋନା...
View Articleବଦଳିଲା କ୍ୱାରେଣ୍ଟିନ୍ ନିୟମ – ୨୧ ଦିନ ବଦଳରେ ଏଣିକି ୧୪ ଦିନ କ୍ୱାରେଣ୍ଟିନ
ଓଡ଼ିଶାଲାଇଭ୍ ବ୍ୟରୋ ରାଜ୍ୟରେ ବଦଳିଲା କ୍ୱାରେଣ୍ଟିନ୍ ନିୟମ। ଏଣିକି ୨୧ ଦିନ ବଦଳରେ ପ୍ରବାସୀମାନେ ୧୪ ଦିନ କ୍ୱାରେଣ୍ଟିନରେ ରହିବେ। ଏନେଇ ଆଜି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଏସଆରସି କହିଛନ୍ତି ଯେ, ରାଜ୍ୟ ବାହାରୁ ଆସିଲେ ଏବେ ୧୪...
View Articleକାଲିଠୁ ରାଜ୍ୟରେ ଗଡ଼ିବ ବସ୍-ଅଟୋ, ରହିଛି ଏହି ସବୁ ନିୟମ
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟବାସୀଙ୍କ ପାଇଁ ଭଲ ଖବର। ରାଜ୍ୟରେ ଆସନ୍ତାକାଲିଠାରୁ ସିଟି ବସ୍ ଚଳାଚଳ କରିବ। ଏହାସହ ଅଟୋ, ଘରୋଇ ଗାଡ଼ି ମଧ୍ୟ ଚଳାଚଳ କରିବ। ବସ୍ରେ ଯେତିକି ସଂଖ୍ୟକ ସିଟ୍ ଥିବ ସେତିକି ଯାତ୍ରା କରିବେ। କୌଣସି ଯାତ୍ରୀ ଛିଡ଼ା ହୋଇ...
View Articleଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦରରୁ କାଲିଠୁ ଉଡ଼ିବ ବିମାନ
ଓଡ଼ିଶାଲାଇଭ୍ ବ୍ୟରୋ ରାଜ୍ୟରେ ସୋମବାରଠାରୁ ବିମାନ ଉଡ଼ାଣ ଆରମ୍ଭ ହେବ। ଉଭୟ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଓ ଝାରସୁଗୁଡ଼ା ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା। ସେ କହିଛନ୍ତି ଯେ,...
View Articleସାଉଥ୍ ଅଭିନେତ୍ରୀ ସାଇ ପଲ୍ଲବୀଙ୍କ ରୋମାଣ୍ଟିକ୍ ହିନ୍ଦୀ ଡବିଂ ଫ୍ଲିଲ୍ମ – ଦେଖନ୍ତୁ,...
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟରୋ ସାଉଥ୍ ଅଭିନେତ୍ରୀ ସାଇ ପଲ୍ଲବୀଙ୍କୁ ଆପଣମାନେ ସମସ୍ତେ ଜାଣିଥିବେ। ନିଜର ଦମଦାର ଅଭିନୟ ସହିତ ସୁନ୍ଦର ସୁନ୍ଦର ପ୍ରେମ କାହାଣୀ ଦର୍ଶକଙ୍କୁ ତାଙ୍କ ପ୍ରତି ଆକର୍ଷିତ କରିଛି। ତେବେ ଆସନ୍ତୁ, ଜାଣିବା ସାଇ...
View Articleରାଜ୍ୟରେ ପୁଣି ଚିହ୍ନଟ ହେଲେ ୧୦୩ କରୋନା ପଜିଟିଭ୍, ଆକ୍ରାନ୍ତ ସଂଖ୍ୟା ୧୪୩୮କୁ ବୃଦ୍ଧି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ସୋମବାର ରାଜ୍ୟରେ ୧୦୩ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେବା ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଶହ ପାର୍ କରିଛି। ସୋମବାର ଚିହ୍ନଟ ହୋଇଥିବା ଏହି...
View Articleଦିଲ୍ଲୀ ଏୟାରପୋର୍ଟରେ ୮୨ଟି ବିମାନ ଉଡ଼ାଣ ବାତିଲ୍, ଯାତ୍ରୀ ହନ୍ତସନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ଦେଶରେ ଆଜିଠୁ ବିମାନ ସେବା ଆରମ୍ଭ ହୋଇଛି। ତେବେ ପ୍ରଥମ ଦିନରେ ହିଁ କିଛି ବିମାନ ଯାତ୍ରୀଙ୍କୁ ନିରାଶ ହେବାକୁ ପଡ଼ିଛି। ସୋମବାର ଦିଲ୍ଲୀ ଏୟାରପୋର୍ଟରେ ପ୍ରାୟ ୮୨ ଉଡ଼ାଣକୁ ବାତିଲ୍ କରିଦିଆଯାଇଛି। ସୋମବାର...
View Articleଦେଶରେ କରୋନା ମୃତ୍ୟୁସଂଖ୍ୟା ୪ ହଜାର ଟପିଲା, ଏବେ ବି ୭୭ ହଜାରରୁ ଅଧିକ ଲୋକ ଆକ୍ରାନ୍ତ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦେଶରେ ଦିନକୁ ଦିନ ଅଧିକ ମାରାତ୍ମକ ହେବାରେ ଲାଗିଛି କରୋନା ଭାଇରସ୍। ବର୍ତ୍ତମାନ ସୁଦ୍ଧା ଦେଶରେ ୪ ହଜାରରୁ ଅଧିକ ଲୋକ କରୋନାରେ ପ୍ରାଣ ହରାଇଥିବାବେଳେ ଏବେ ବି ପ୍ରାୟ ୭୭ ହଜାରରୁ ଅଧିକ ଲୋକ ଏଥିରେ...
View Articleଆଜି ବଲିଉଡର ଷ୍ଟାର ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଜନ୍ମଦିନ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡର ଷ୍ଟାର ଫିଲ୍ମ ନିର୍ମାତା କରଣ ଜୋହର ଆଜି ତାଙ୍କର ୪୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ବଲିଉଡର ଅନେକ କଳାକାର ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ବଲିଉଡର ଏହି ପ୍ରଖ୍ୟାତ ଫିଲ୍ମ...
View Articleଆହୁରି ୪ ଦିନ ପ୍ରବଳ ଖରା – ୧୦ ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଆହୁରି ୪ ଦିନ ଧରି ଗ୍ରୀଷ୍ମପ୍ରବାହ ଜାରି ରହିବ। ଓଡ଼ିଶାକୁ ଉତ୍ତର-ପଶ୍ଚିମ ଦିଗରୁ ଗରମ ଓ ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପାଣିପାଗ ବିଭାଗର ପୂର୍ବାନୁମାନ...
View Articleଖୋର୍ଦ୍ଧାରେ ବାପା-ପୁଅ ହେଲେ କରୋନା ଆକ୍ରାନ୍ତ, ଅହମ୍ମଦାବାଦରୁ ଫେରିଥିଲେ
ଓଡ଼ିଶାଲାଇଭ୍ ବ୍ୟୁରୋ ଖୋର୍ଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତ ହେଲେ ଦୁଇ ଜଣ ବାପା ପୁଅ। ସୋମବାର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୫ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ବାପା ପୁଅ ସାମିଲ ଅଛନ୍ତି। ଏନେଇ ଜିଲ୍ଲାର ଲୋକସମ୍ପର୍କ...
View Articleପରଲୋକରେ କିମ୍ଵଦନ୍ତୀ ହକି ଖେଳାଳି ବଲବୀର ସିଂ
ଓଡ଼ିଶାଲାଇଭ୍ ବ୍ୟୁରୋ ଆଉନାହାନ୍ତି ଭାରତର କିମ୍ଵଦନ୍ତୀ ହକି ଖେଳାଳି ବଲବୀର ସିଂ ସିନିୟର। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା। ଦୁଇ ସପ୍ତାହ ହେବ ସେ ଅସୁସ୍ଥ ଥିଲେ। ତାଙ୍କୁ ମୋହାଲି ଫୋର୍ଟିସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।...
View Articleଦେବଗଡ଼ରେ ଆଶାକର୍ମୀ ଓ ଶିକ୍ଷକଙ୍କୁ କରୋନା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଭାଇରସକୁ ରୋକିବା ପାଇଁ କୋଭିଡ୍ ଯୋଦ୍ଧାମାନେ ଦିନରାତି ଏକ କରି କାମ କରୁଛନ୍ତି। ହେଲେ ଏହାରି ମଧ୍ୟରେ ଦେବଗଡ଼ରେ ଦୁଇ ଜଣ କୋଭିଡ୍ ଯୋଦ୍ଧା କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସଙ୍ଗରୋଧ...
View Articleଦଇତାପତି ନିଯୋଗର ଦାବି – ସ୍ନାନଯାତ୍ରାରେ ୧୫୦ ଦଇତାପତି ସେବାୟତଙ୍କୁ ଅନୁମତି ମିଳୁ
ଓଡ଼ିଶାଲାଇଭ୍ ବ୍ୟୁରୋ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ୧୫୦ ଜଣ ଦଇତାପତି ସେବାୟତଙ୍କୁ ଅନୁମତି ଦିଆଯାଉ। ଏନେଇ ଆଜି ଦଇତାପତି ନିଯୋଗ ବୈଠକରେ ଦାବି କରିଛନ୍ତି ଦଇତା ନିଯୋଗ ସମ୍ପାଦକ ଦୁର୍ଗାପ୍ରସାଦ ଦାସ ମହାପାତ୍ର। ଜଗନ୍ନାଥଙ୍କ ପହଣ୍ଡି ପାଇଁ...
View Articleଆଜିଠୁ ଟୁଇନ୍ ସିଟିରେ ଗଡ଼ିବ ମୋ ବସ୍
ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଓ ଭୁବନେଶ୍ୱରର ୭ଟି ରୁଟ୍ରେ ଆଜିଠୁ ଗଡ଼ିବ ମୋ’ ବସ୍। ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ମୋ’ ବସ୍ ସେବା ମିଳିବ। ବସ୍ରେ ଯେତିକି ସିଟ୍ ସେତିକି ଯାତ୍ରୀ ହିଁ ଯାଇପାରିବେ। ଠିଆ ହୋଇ କୌଣସି ଯାତ୍ରୀ ଯାଇପାରିବେ...
View Articleକମୁଛି ପ୍ରଦୂଷଣ, ଶ୍ରୀନଗର ଡଲ୍ ହ୍ରଦରୁ ଦୃଶ୍ୟମାନ ହେଲା “ପିର୍ ପଞ୍ଜଲ୍ ରେଞ୍ଜ୍”
ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଯୋଗୁଁ ଦେଶବ୍ୟାପୀ ଲକଡାଉନର ପ୍ରଭାବ ସମସ୍ତଙ୍କ ଉପରେ ପଡ଼ିଛି। ଦୈନନ୍ଦିନ ଜୀବନ ଶୈଳୀ, ଗାଡ଼ିମଟର, ଅଫିସ୍ କାମ ସବୁ ଠପ୍। ତେବେ ଏହି ଲକଡାଉନର ଯୋଗୁଁ ଯଦି କିଛି ଭଲ ପରିବର୍ତ୍ତନ ଆସିଛି ,ତାହେଲେ ତାହା ଦେଖିବାକୁ...
View Articleପୁଣି ୭୯ କରୋନା ପଜିଟିଭ୍ ଚିହ୍ନଟ –କଟକରୁ ସର୍ବାଧିକ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ଆଉ ୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧, ୫୧୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ୭୯ ଜଣ...
View Articleଇଚ୍ଛାଧାରୀ ନାଗିନ୍ରୁ ମହାଭାରତର ସତ୍ୟବତୀ –ଏହି ରୋଲରେ ପରଦାରେ ଛାଇଛନ୍ତି ସାୟନ୍ତିନୀ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଲକଡାଉନରେ ପୁଣିଥରେ ସିଦ୍ଧାର୍ଥ କୁମାର ତିୱାରୀଙ୍କ ମହାଭାରତ ଷ୍ଟାରପ୍ଲସରେ ପ୍ରସାରିତ ହେଉଛି। ରିଟେଲିକାଷ୍ଟ ହେବା ପରେ ପୁଣିଥରେ ସିରିଏଲର ଷ୍ଟାରକାଷ୍ଟ ଆଲୋଚନାକୁ ଆସିଛନ୍ତି। ଆଜି ଆମେ ମହାଭାରତରେ...
View Article