Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଆଜିର ଟପ୍ ଖବର

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

୨୪ ଡିସେମ୍ଵର, ୨୦୨୦

ରାଉରକେଲାରେ ହେବ ବିଶ୍ଵସ୍ତରୀୟ ହକି ଷ୍ଟାଡିୟମ : ନବୀନ ପଟ୍ଟନାୟକ

ପରୀ ମୃତ୍ୟୁ ମାମଲା – ଏସଆଇଟି ଆଗରେ ଡେମୋ ଦେଖାଇଲା ଅଭିଯୁକ୍ତ

କରୋନାର ନୂଆ ଷ୍ଟ୍ରେନକୁ ଡରନ୍ତୁ ନାହିଁ, ସଚେତନ ରହନ୍ତୁ – ଡାକ୍ତର ସିବିକେ ମହାନ୍ତି

ଜେଲରେ ଓକିଲଙ୍କୁ ଭେଟିପାରିବେ ପ୍ରଦୀପ ପାଣିଗ୍ରାହୀ – ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ସରିଲା ଅଭୟକାନ୍ତ ପାଠକଙ୍କ ରିମାଣ୍ଡ ଅବଧି – ପୁଣି ଗଲେ ଜେଲ୍

ଯଦୁପୁରରେ ଗର୍ଜିଲେ ବିଜେପି ନେତା – ‘‘ଖସି ଯାଉଛି ପରୀର ଅସଲ ହତ୍ୟାକାରୀ’’

ରାଜ୍ୟରେ ଦିନକରେ ୨୬୩ ପଜିଟିଭ୍ ଚିହ୍ନଟ, ୪ ମୃତ

ରାଷ୍ଟ୍ରପତିଙ୍କୁ ଭେଟିଲେ ରାହୁଲ ଗାନ୍ଧୀ – କହିଲେ, କୃଷି ଆଇନ ନ ହଟିଲେ ଦେଶ କ୍ଷତି ସହିବ

ପାଣିପାଗ ବିଭାଗର ସତର୍କ ସୂଚନା – ଆସନ୍ତା ୩୧ ପର୍ଯ୍ୟନ୍ତ ଓଡ଼ିଶାରେ ଭୀଷଣ ଶୀତ ଅନୁଭୂତ ହେବ

ନଭମ୍ବର ୨୫ରୁ ଡିସେମ୍ବର ୨୩ଭିତରେ ଯେଉଁମାନେ ବ୍ରିଟେନରୁ ଫେରିଛନ୍ତି ସେମାନଙ୍କୁ ପଞ୍ଜିକୃତ କରିବା ପାଇଁ ନିବେଦନ କଲେ ଓଡ଼ିଶା ସରକାର

ନଅ ମାସ ବ୍ୟବଧାନ ପରେ ପହିଲାରୁ ରାଜଧାନୀ ଭୁବନେଶ୍ଵରର ତିନି ଅଡିଟୋରିୟମ ଯଥା ରବୀନ୍ଦ୍ର ମଣ୍ଡପ, ଭଞ୍ଜକଳା ମଣ୍ଡପ ଓ ଉତ୍କଳ ମଣ୍ଡପ ଦର୍ଶକଙ୍କ ପାଇଁ ଖୋଲିବ

ଝାରପଡା ଜେଲରେ ଥିବା ଜଣେ ବିଚାରାଧୀନ କଏଦୀଙ୍କର କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ

ପ୍ରତ୍ନତାତ୍ତ୍ୱିକ ବିଭାଗର ପରାମର୍ଶ କ୍ରମେ ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ପୁରୀ ଅଠରନଳା ପୋଲ ଜନସାଧାରଣଙ୍କ ପାଇଁ ବନ୍ଦ, ମରାମତି କାର୍ଯ୍ୟ ଆରମ୍ଭ ହେବ

The post ଆଜିର ଟପ୍ ଖବର appeared first on OdishaLIVE.


Viewing all articles
Browse latest Browse all 11715

Trending Articles