Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ସୋମବାରଠୁ ଭୁବନେଶ୍ୱରରୁ ସୁରତକୁ ଉଡ଼ିବ ବିମାନ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ସୋମବାରଠୁ ଭୁବନେଶ୍ୱରରୁ ସୁରତକୁ ଉଡ଼ିବ ବିମାନ। ଏୟାର ଇଣ୍ଡିଆ ପକ୍ଷରୁ ଏହି ବିମାନ ସେବା ଶୁଭାରମ୍ଭ ହେବ। ସପ୍ତାହକୁ ଦୁଇ ଥର ବିମାନ ଚଳାଚଳ କରିବ।

ସୋମବାର ଓ ଗୁରୁବାର ଭୁବନେଶ୍ୱରରୁ ସୁରତକୁ ବିମାନ ଚଳାଚଳ କରିବାକୁ ଥିବା ବେଳେ ସୁରତରୁ ଭୁବନେଶ୍ୱରକୁ ଶୁକ୍ରବାର ଓ ରବିବାର ଦିନ ବିମାନ ଚଳାଚଳ କରିବ।

ଭୁବନେଶ୍ୱରରୁ ସକାଳ ୮ଟା୩୦ରୁ ବିମାନ ବାହାରି ସକାଳ ୧୦ଟା୩୦ରେ ସୁରତରେ ପହଞ୍ଚିବ। ସେହିପରି ସୁରତରୁ ସକାଳ ୮ଟା୩୦ରୁ ବାହାରି ଭୁବନେଶ୍ୱରରେ ସକାଳ ୧୦ଟା୩୦ରେ ବିମାନ ପହଞ୍ଚିବ।

The post ସୋମବାରଠୁ ଭୁବନେଶ୍ୱରରୁ ସୁରତକୁ ଉଡ଼ିବ ବିମାନ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images