Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

‘କ୍ୟାବ’ପରେ ମୋଦୀ-ଶାହ ଯୋଡ଼ିଙ୍କ ପରବର୍ତ୍ତୀ ଟାର୍ଗେଟ କ’ଣ?

$
0
0

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କ୍ୟାବ ବା ନାଗରିକତା ସଂଶୋଧନ ବିଲ୍‌ ପାର୍ଲାମେଣ୍ଟରେ ପାସ୍‌ ହେବା ପରେ ମୋଦୀ ସରକାରର ପରବର୍ତ୍ତୀ ଲକ୍ଷ୍ୟ କ’ଣ ଏ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

ବିଜେପିର ନେତୃତ୍ଵବୃନ୍ଦ ନିର୍ବାଚନୀ ଇସ୍ତାହାରରେ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ଦ୍ୱିତୀୟ ପାଳି ସରକାର ଗଠନର ସାତ ମାସ ଭିତରେ ତିନୋଟି ବଡ଼ କାମ କରି ଦେଖାଇଛନ୍ତି। କାଶ୍ମୀରରୁ ଧାରା ୩୭୦ ହଟାଇବା, ନାଗରିକତା ସଂଶୋଧନ ଓ ତିନ୍‌ ତଲାକ ବିରୁଦ୍ଧରେ ଆଇନ ପ୍ରଣୟନ।

ଏ ତିନୋଟି ସଂକଳ୍ପ କାର୍ଯ୍ୟକାରୀ ହେବା ପରେ ବର୍ତ୍ତମାନ ପରବର୍ତ୍ତୀ ଲକ୍ଷ୍ୟ ହେଉଛି ସମଗ୍ର ଦେଶରେ ଏକ ପ୍ରକାର ନାଗରିକ ସଂହିତା  ଅଣାଯିବ। ଏହାକୁ କୁହାଯାଉଛି ୟୁନିଫର୍ମ ସିଭିଲ କୋଡ୍‌। ଏଇଟି ବହୁ ଦିନରୁ ଏକ ଦାବି ହୋଇ ଆସିଛି। ତା’ ଛଡ଼ା ଜନ ସଂଖ୍ୟା ନିୟନ୍ତ୍ରଣ ପାଇଁ ମଧ୍ୟ ମୋଦୀ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।

The post ‘କ୍ୟାବ’ ପରେ ମୋଦୀ-ଶାହ ଯୋଡ଼ିଙ୍କ ପରବର୍ତ୍ତୀ ଟାର୍ଗେଟ କ’ଣ? appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images